ତିହିଡ଼ିରେ ନିର୍ବାଚନୀ ହିଂସା: ବାପ-ଝିଅ ଗୁରୁତର, ଭଦ୍ରକ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି
ଭୁବନେଶ୍ବର: ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ମତଦାନ ପ୍ରକ୍ରିୟା ସରିବା ପରେ ବି ନିର୍ବାଚନୀ ହିଂସା ଥମିବାର ନାମ ନେଉନାହିଁ। ବିଳମ୍ବିତ ରାତିରେ ତିହିଡ଼ି ବ୍ଲକର ତଳ ଗୋପବିନ୍ଧା ଗାଁରେ ସଂଘବଦ୍ଧ ଆକ୍ରମଣର ଖବର ମିଳିଛି। ଏହାଫଳରେ ଦୁଇଜଣ ଗୁରୁତର ହୋଇଛନ୍ତି। ଏମାନେ ସଂପର୍କରେ ବାପା ଝିଅ। ଉଭୟଙ୍କୁ ଭଦ୍ରକ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏକ ନିର୍ଦ୍ଧିଷ୍ଟ ଦଳକୁ ଭୋଟ୍ ଦେଇଥିବା ଯୋଗୁ ଅନ୍ୟ ଦଳର କର୍ମୀମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ। ପରେ ଗୁରୁତର ଅବସ୍ଥାରେ […]
