ଭିନ୍ନ ଭିନ୍ନ ସ୍ଥାନରୁ ମିଳିଲା ଦୁଇଟି ମୃତଦେହ, କାରଣ ଖୋଜୁଛି ପୋଲିସ
ଦେବଗଡ଼ ୧୬।୧୧ : ଦେବଗଡ଼ ଆଦର୍ଶ ଥାନା ଅଞ୍ଚଳରେ ଦୁଇଟି ଅପମୃତ୍ୟୁ ମାମଲା । ଦୁଇଟି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଘଟଣାରେ ଛାନ୍ଭିନ୍ ମଧ୍ୟ ଆରମ୍ଭ କରିଛି ପୋଲିସ । କଣ୍ଟାପାଲି ଗ୍ରାମ ପଞ୍ଚାୟତ ବୈଷ୍ଣବପାଲି ଗାଁ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତକ ବୈଷ୍ଣବପାଲି ଗାଁର ଲାଣ୍ଡୁ ମୁଣ୍ଡାଙ୍କ ପୁଅ ୨୩ ବର୍ଷୀୟ ପୁଅ ନାଗେନ୍ ମୁଣ୍ଡା ବୋଲି ଜଣାପଡିଛି । ମଙ୍ଗଳବାର ସଂଧ୍ୟାରୁ ଗାଁର […]









