ଲତା ମଙ୍ଗେଶକର ଗୀତରେ ପାକିସ୍ତାନୀ ଯୁବତୀ କଲେ ଡ୍ୟାନ୍ସ, ଭାବୁକ ହେଲେ ଫ୍ୟାନ୍ସ
ମୁମ୍ଵାଇ ୧୮।୧୧: ଭାରତ ଏବଂ ପାକିସ୍ତାନ। ଦୁଇ ଦେଶ ମଧ୍ୟରେ ସବୁବେଳେ ତିକ୍ତତା ରହିଆସିଛି। କିନ୍ତୁ ଉଭୟ ଦେଶକୁ ସଙ୍ଗୀତ ସବୁବେଳେ ପରସ୍ପରକୁ ଯୋଡି ରଖିଛି। ଉଭୟ ଦେଶର ଲୋକମାନେ ସର୍ବଦା ପରସ୍ପରର ସଙ୍ଗୀତକୁ ଉପଭୋଗ କରି କଳାକାରମାନଙ୍କୁ ପ୍ରଶଂସା କରନ୍ତି। କିଛି ମାସ ପୂର୍ବେ କୋକ୍ ଷ୍ଟୁଡିଓର ଗୀତ ‘ପାସୁରୀ’ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଥିଲା । ଯାହାକୁ ଦେଖିବ ସେହି ଗୀତରେ ରିଲ୍ସ୍ କରି ସୋସିଆଲ୍ ମିଡିଆରେ ଅପଲୋଡ୍ କରୁଥିଲେ। ହେଲେ ବର୍ତ୍ତମାନ ଜଣେ […]









