ବିଧାୟକ ନୃସିଂହ ସାହୁ ହଟହଟା
ପର୍ଜଙ୍ଗ : ଭୂମିହୀନମାନଙ୍କୁ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ ସ୍ଥାନୀୟ ବିଧାୟକ ଡା. ନୃସିଂହ ସାହୁଙ୍କୁ ସୋମବାର ଦିନ ହଟହଟା ହେବାକୁ ପଡ଼ିଛି। ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ହେଉ ନ ଥିବା ଅଭିଯୋଗ କରି ଲୋକମାନେ ଘେରିଯିବାରୁ ତାଙ୍କୁ କିଛିସମୟ ଅଟକିବାକୁ ପଡ଼ିଥିଲା। ପରେ, ପୁଲିସ ସହଯୋଗରେ କାର୍ଯ୍ୟକ୍ରମରେ ଯୋଗଦେଇ ଭତ୍ତା ବଣ୍ଟନ କରିଥିବା ଜଣାପଡ଼ିଛି। ବ୍ଲକ୍ କାର୍ଯ୍ୟାଳୟଠାରେ ସୋମବାର ଦିନ ବିଡିଓ ସଂଗ୍ରାମ କେଶରୀ ଭଳଙ୍କ ଅଧ୍ୟକ୍ଷତାରେ ବସୋଇ ଓ ଜୟପୁରାକାଟେଣୀ ପଞ୍ଚାୟତର […]









