ଅଫତାବ୍ ମୋ ଶରୀରକୁ ଖଣ୍ଡ ଖଣ୍ଡ କରି କାଟିଦେବ, ଭାଇରାଲ ହେଉଛି ଶ୍ରଦ୍ଧା ଓ୍ୱାକରଙ୍କ ୨୦୨୦ର ଚିଠି
ନୂଆଦିଲ୍ଲୀ ୨୪/୧୧: ବହୁଚର୍ଚ୍ଚିତ ଶ୍ରଦ୍ଧା ୱାକରଙ୍କ ହତ୍ୟାକାଣ୍ଡ ମାମଲାରେ ବୁଧବାର ନୂଆ ଖୁଲାସା ହୋଇଛି । ଲିଭ୍-ଇନ୍ ପାର୍ଟନର ଅଫ୍ତାବ ଅମିନ୍ ପୁନାୱାଲାର ହିଂସାତ୍ମକ ବ୍ୟବହାର ସଂପର୍କରେ ଶ୍ରଦ୍ଧା ୨ ବର୍ଷ ପୂର୍ବରୁ ମୁମ୍ବାଇ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ଅଫ୍ତାବ ତାଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କରି କାଟିପାରେ ବୋଲି ଆଶଙ୍କା ପ୍ରକାଶ କରିଥିଲେ । ମହାରାଷ୍ଟ୍ର ପୁଲିସ ଅନୁସାରେ, ୨୦୨୦ ନଭେମ୍ବର ୨୩ରେ ମୁମ୍ବାଇର ତୁଲିଞ୍ଜ ପୁଲିସକୁ ଶ୍ରଦ୍ଧା ଏକ ଚିଠି […]









