ରାଜ୍ୟ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

ଯୁକ୍ତ୨ ପରୀକ୍ଷା: ୪୬୧ କଲେଜ ସିସିଟିଭି ଲଗାଇନାହାନ୍ତି

ଭୁବନେଶ୍ବର : ଫେବ୍ରୁଆରି ପହିଲାରୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା। ତାକୁ ନଜରରେ ରଖି ଡିସେମ୍ବର ୩୦ ସୁଦ୍ଧା ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜ କର୍ତ୍ତୃପକ୍ଷ ସିସିଟିଭି କ୍ୟାମେରା ଲଗାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ କୁହାଯାଇଥିଲା। ମାତ୍ର ଆଜି ପର୍ଯ୍ୟନ୍ତ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ। ଏବେ ସୁଦ୍ଧା ରାଜ୍ୟର ୪୬୧ଟି କଲେଜରେ ସିସିଟିଭି କ୍ୟାମେରା ଲାଗିନାହିଁ। କେଉଁଠି ଅଧା ଅଚଳ ତ ଆଉ କେଉଁଠି ଗୋଟିଏ ବି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସରିଲା କୋରାପୁଟ ରେଳ ପ୍ରକଳ୍ପର ବହୁ ଦୋହରୀକରଣ କାର୍ଯ୍ୟ

ଭୁବନେଶ୍ବର : ପୂର୍ବତଟ ରେଳପଥର କୋରାପୁଟ-ଜଗଦଲପୁର ଦୋହରୀକରଣ ପ୍ରକଳ୍ପ ଅନ୍ତର୍ଗତ କୋରାପୁଟ ଓ ମାନବାର ରେଳ ଷ୍ଟେସନ ମଧ୍ୟରେ ଦ୍ବିତୀୟ ଲାଇନ୍‌, କୋରାପୁଟ-ରାୟଗଡ଼ା ରେଳ ଦୋହରୀକରଣ ପ୍ରକଳ୍ପର କୋରାପୁଟ-ଡୁମୁରିପୁଟ, ଡୁମୁରିପୁଟ-ମାନବାର ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ସରିଛି। ଏହି ପ୍ରକଳ୍ପଗୁଡ଼ିକର ନନ-ଇଣ୍ଟରଲକିଂ ଓ ସିଗନାଲ୍ ସିଷ୍ଟମର ସଂସ୍ଥାପନ ସହ ରେଳ ଟ୍ରାକଗୁଡ଼ିକୁ ସଂଯୋଗ ପାଇଁ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ କରାଯିବ। ତେଣୁ ନନ୍‌-ଇଣ୍ଟରଲକିଂ କାର୍ଯ୍ୟ ଲାଗି ଜାନୁଆରି ୬ ଓ ୭ରେ ମାନବାର ଷ୍ଟେସନରେ, ୮ ତାରିଖ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ନିଜ ନାଁରେ ମାମଲା ରୁଜୁ କଲେ ଟାଙ୍ଗୀ ଥାନା ଆଇଆଇସି

ଟାଙ୍ଗୀ : ନିଜ ବିରୋଧରେ ଅନୁସୂଚିତ ଜାତି ବର୍ଗର ମହିଳାଙ୍କୁ ଜାତିଆଣ ଆକ୍ଷେପ, ଗାଳିଗୁଲଜ, ହତ୍ୟା ଓ ଦୁଷ୍କର୍ମ ଧମକ ଦେବା ଭଳି ସଂଗିନ ଅଭିଯୋଗରେ ମାମଲା ରୁଜୁ କରିଛନ୍ତି ଟାଙ୍ଗୀ ଥାନା ଆଇଆଇସି। ଜଣେ ଦଳିତ ମହିଳାଙ୍କୁ ବିଳମ୍ବିତ ରାତିରେ ଘରେ ପଶି ଏଭଳି ଧମକ ଦେଇଥିବା ଅଭିଯୋଗରେ ଆଇଆଇସି ସୁଚିତ୍ରବୀର୍ଜ୍ୟ ଦାସ ନିଜ ଥାନାରେ ମାମଲା ରୁଜୁ କରିଛନ୍ତି। ଦଫା ୪୪୮, ୨୯୪, ୫୦୬, ୩୨୩, ୩୫୪, ୪୨୭, ଏସ୍‌ସି ଏବଂ ଏସ୍‌ଟି(ପିଏ) ଆଇନର […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସରକାରଙ୍କ ଆଦେଶକ୍ରମେ ବିହାରର ବେଗୁସରାଇରେ ୨୪ ବୁଲା କୁକୁରଙ୍କୁ ଗୁଳି ମାରି ହତ୍ୟାକଲେ ସୁଟର୍‌

ବେଗୁସରାଇ: ଗତ ଦୁଇ ଦିନ ମଧ୍ୟରେ ବିହାରର ବେଗୁସରାଇ ଜିଲ୍ଲା ଅନ୍ତର୍ଗତ ବଚ୍ଛୱାଡ଼ା ବ୍ଲକ୍‌ରେ ଗତ ଦୁଇ ଦିନ ମଧ୍ୟରେ ରାଜ୍ୟ ପରିବେଶ ଓ ବନ ବିଭାଗର ସୁଟର୍‌ମାନେ ସମୁଦାୟ ୨୪ଟି ବୁଲା କୁକୁରଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି। ମଙ୍ଗଳବାର ଦିନ ୧୫ଟି ଓ ବୁଧବାର ଦିନ ୯ଟି ବୁଲା କୁକୁରଙ୍କୁ ହତ୍ୟା କରାଯାଇଛି। ବୁଧବାର ଦିନ ତେଗ୍‌ରା ‘ଏସ୍‌ଡିଏମ୍‌’ ରାକେଶ କୁମାର କହିଛନ୍ତି, ବାଚ୍ଛୱାଡ଼ା ବ୍ଲକ୍‌ର କେତେକ ପଞ୍ଚାୟତରେ ବୁଲା କୁକୁରମାନେ ମହିଳାମାନଙ୍କୁ ଆକ୍ରମଣ […]

ଅପରାଧ ଦେଶ ବିଦେଶ

ଟ୍ରେନ୍‌ ପ୍ଲାଟ୍‌ଫର୍ମରେ ବୃଦ୍ଧଙ୍କ କାନ ଓ ମୁହଁ କାମୁଡ଼ି ଛିଡ଼ାଇ ପକାଇଲେ ଯୁବକ

ଓରେଗନ୍‌: ଆମେରିକାର ଓରେଗନ୍‌ ଅନ୍ତର୍ଗତ ପୋର୍ଟଲାଣ୍ଡ୍‌ ଉପନଗରୀରେ ଥିବା ‘ଲାଇଟ୍‌-ରେଲ୍‌ ଟ୍ରେନ୍‌ ପ୍ଲାଟ୍‌ଫର୍ମ’ରେ ଜଣେ ବ‌ୃଦ୍ଧଙ୍କ କାନ ଏବଂ ମୁହଁର କିଛି ଅଂଶ କାମୁଡ଼ି ଛିଡ଼ାଇ ଦେଇଥିବା ଅଭିଯୋଗରେ ଜଣେ ୨୫ ବର୍ଷିୟ ଯୁବକଙ୍କୁ ଗିରଫ କରାଯାଇଥିବା କଥା ମଙ୍ଗଳବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି। ଗ୍ରେସାମ୍‌ ପୁଲିସ ବିଭାଗ କହିଛି, ଗ୍ରେସାମ୍‌ସ୍ଥିତ କ୍ଲେଭ୍‌ଲାଣ୍ଡ୍‌ ଆଭେନ୍ୟୁ ମ୍ୟାକ୍ସ୍‌ ପ୍ଲାଟ୍‌ଫର୍ମରେ ଛୁରାମାଡ଼ ଚାଲିଛି ବୋଲି ରାତି ୨.୧୫ରେ ପୁଲିସ ଅଧିକାରୀ ଓ ଜଣେ ମଲ୍‌ଟ୍‌ନୋମା କାଉଣ୍ଟି ଡେପୁଟି ଖବର […]

ଅପରାଧ ଦେଶ ବିଦେଶ

ଭୁଲ୍‌ ଜେଲ୍‌ଦଣ୍ଡ: ୧୦ ହଜାର କୋଟି କ୍ଷତିପୂରଣ ଦାବି କଲେ ଯୁବକ

ଇନ୍ଦୋର : ମଧ୍ୟପ୍ରଦେଶ ରତଲମର ଜଣେ ଆଦିବାସୀ ଯୁବକ ବିନା କୌଣସି ଅପରାଧରେ ୨ ବର୍ଷ ଜେଲ୍‌ଦଣ୍ଡ ଭୋଗିଛନ୍ତି। ଗଣଦୁଷ୍କର୍ମ ମାମଲାରେ ସେ ମୋଟ୍‌ ୬୬୬ ଦିନ ଜେଲ୍‌‌ରେ ରହିଛନ୍ତି। ଅକ୍ଟୋବର ୨୦୨୨ରେ ତାଙ୍କୁ ଏହି ମାମଲାର ଦୋଷମୁକ୍ତ କରାଯାଇଥିଲା। ତେବେ ତ୍ରୁଟିପୂର୍ଣ୍ଣ ଜେଲ୍‌ଦଣ୍ଡ ପାଇଁ ଆଦିବାସୀ ଯୁବକ ଜଣଙ୍କ ସରକାରଙ୍କଠାରୁ ୧୦ ହଜାର ୬ କୋଟି ଟଙ୍କା କ୍ଷତିପୂରଣ ଦାବି କରି ଅଦାଲତଙ୍କ ଦ୍ବାରସ୍ଥ ହୋଇଛନ୍ତି। ଜିଲ୍ଲା କୋର୍ଟରେ କ୍ଷତିପୂରଣ ପାଇଁ ଆବେଦନ କରିଥିବା କାନ୍ତୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିମାନରେ ମହିଳା ଯାତ୍ରୀଙ୍କ ଉପରେ ମଦ୍ୟପଙ୍କ ପରିସ୍ରା: ୩୦ ଦିନ ଯାତ୍ରା କଟକଣା ଲଗାଇଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନର ବିଜ୍‌ନେସ୍ ଶ୍ରେଣୀରେ ଯାତ୍ରା କରୁଥିବା ଜଣେ ମହିଳାଙ୍କ ଉପରେ ଜଣେ ମଦ୍ୟପ ସହଯାତ୍ରୀ ପରିସ୍ରା କଲେ। ମହିଳା ଜଣକ ଏ ବିଷୟରେ ଜଣାଇବା ପରେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉକ୍ତ ଯାତ୍ରୀଙ୍କ ଉପରେ ୩୦ ଦିନ ଯାତ୍ରା କଟକଣା ଲଗାଇଛନ୍ତି ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି। ତେବେ ସାଧାରଣ ଯାତ୍ରୀ ଓ ବିଶେଷତଃ ମହିଳା ଯାତ୍ରୀଙ୍କ ସୁରକ୍ଷା ପ୍ରତି ବିମାନ ସଂସ୍ଥା ଆଦୌ ସଚେତନ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସୋନିଆ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ : ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଅସୁସ୍ଥ ହୋଇପଡ଼ିଛନ୍ତି। ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲ୍‌ରେ ସୋନିଆ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ୭୬ ବର୍ଷୀୟା ବରିଷ୍ଠ କଂଗ୍ରେସ ନେତ୍ରୀ ରୁଟିନ ଚେକ୍‌ଅପ୍‌ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବୋଲି କୁହାଯାଉଛି। ମିଳିଥିବା ସୂଚନାନୁଯାୟୀ, ସୋନିଆଙ୍କ ଶ୍ବାସନଳିରେ ସଂକ୍ରମଣ ହୋଇଛି। ମଙ୍ଗଳବାରଠାରୁ ସୋନିଆ ଅସୁସ୍ଥ ଥିବାରୁ ଉତ୍ତରପ୍ରଦେଶରେ ଭାରତ ଯୋଡ଼ୋ ଯାତ୍ରାରେ ଥିବା ପୁଅ ରାହୁଲ ଗାନ୍ଧି ଏବଂ ଝିଅ ପ୍ରିୟଙ୍କା ଗାନ୍ଧି ମଧ୍ୟ ଆଜି […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଫୋନ୍‌ପେ ପାଇଁ ୱାଲ୍‌ମାର୍ଟକୁ ୮୨୦୦ କୋଟିର ଟିକସ ନୋଟିସ୍‌

ନୂଆଦିଲ୍ଲୀ : ଇ-କମର୍ସ ସଂସ୍ଥା ଫ୍ଲିପ୍‌କାର୍ଟକୁ ପରିଚାଳନା କରୁଥିବା ଆମେରିକାର ରିଟେଲ୍‌ ସଂସ୍ଥା ୱାଲ୍‌ମାର୍ଟକୁ ୧୦୦ କୋଟି ଡଲାର (୮୨୦୦ କୋଟି ଟଙ୍କାରୁ ଅଧିକ) ଟିକସ ନୋଟିସ୍‌ ପଠାଯାଇଛି। ଫୋନ୍‌ପେର ମୁଖ୍ୟ କାର୍ଯ୍ୟାଳୟ ସ୍ଥାନାନ୍ତରଣରେ ହୋଇଥିବା କାରବାର ବାବଦରେ ଏହି ନୋଟିସ୍‌ ପଠାଯାଇଥିବା କୁହାଯାଉଛି। ଡିଜିଟାଲ୍‌ ପେମେଣ୍ଟ୍‌ କଂପାନି ଫୋନ୍‌ପେ ପୂର୍ବରୁ ଫ୍ଲିପ୍‌କାର୍ଟର ସମ୍ପୂର୍ଣ୍ଣ ସହାୟକ ସଂସ୍ଥା ଭାବେ ପରିଚାଳିତ ହେଉଥିଲା। ନିକଟରେ ଏହା ଫ୍ଲିପ୍‌କାର୍ଟଠାରୁ ଅଲଗା ହୋଇ ଏକ ସ୍ବତନ୍ତ୍ର ସଂସ୍ଥା ଭାବେ ଆଗକୁ ବଢ଼ିବାକୁ […]

ଅପରାଧ ରାଜ୍ୟ

ନକଲି ଔଷଧ: ନିୟନ୍ତ୍ରଣରେ ନାହିଁ ଅନ୍‌ଲାଇନ୍‌ କାରବାର

ଭୁବନେଶ୍ବର : ରାଜ୍ୟରେ ନକଲି ଔଷଧର ସାଂଘାତିକ ସ୍ଥିତି ଉପୁଜିଲାଣି। ୨୦୨୨ ମସିହାରେ କେବଳ ୧୦ରୁ ଅଧିକ ନକଲି ଔଷଧ ରାଜ୍ୟରେ ଚିହ୍ନଟ ହୋଇସାରିଲାଣି। ତହିଁରୁ କିଛି ଔଷଧ ରାଜ୍ୟ ବାହାରୁ ଆସିଥିବା ବେଳେ ଆଉ କେତେକ ରାଜ୍ୟ ଭିତରେ ପ୍ରସ୍ତୁତ ହୋଇଛି। ଏଭଳି ଅନେକ ନକଲି ଔଷଧ ଆଦୌ ଚିହ୍ନଟ କରିବାରେ ସକ୍ଷମ ହୋଇପାରିନାହିଁ ଭେଷଜ ନିର୍ଦେଶାଳୟ। ତେବେ ଚିହ୍ନଟ ସମସ୍ତ ନକଲି ଔଷଧ ହୋଲସେଲ୍‌ ଓ ଖୁଚୁରା ଦୋକାନରୁ ଜବତ ହୋଇଥିବା ବେଳେ ଅନ୍‌ଲାଇନ୍‌ […]