୩୮ ବର୍ଷର ପୁରୁଣା ନାସା ଉପଗ୍ରହ ପୃଥିବୀ ଉପରେ ପଡ଼ିବ: ସତର୍କ ରହିବା ପାଇଁ ଚେତାବନୀ
ୱାସିଂଟନ: ନାସାର ୩୮ ବର୍ଷର ପୁରୁଣା ଆର୍ଥ ରେଡିଏସନ ବଜେଟ ସାଟେଲାଇଟ୍ (ଇଆର୍ବିଏସ୍) ଜାନୁଆରି ୮ରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ଓ ପୃଥିବୀ ଉପରେ ଖସିପଡ଼ିବା ଅନୁମାନ କରାଯାଉଛି। ଏ ବିଷୟରେ ନାସା କିଛିଦିନ ତଳୁ ସଚେତନ କରାଇଥିଲା।ପ୍ରାୟ ଚାରି ଦଶନ୍ଧି ଧରି ମହାକାଶରେ ରହିଆସିଥିବା ଇଆର୍ବିଏସ୍ ପ୍ରଥମ ୨୧ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥିଲା। ଏହି ଉପଗ୍ରହର କାମ ଥିଲା ପୃଥିବୀ କିପରି ସୂର୍ଯ୍ୟଙ୍କ ଶକ୍ତି (ଆଲୋକ) ଅବଶୋଷଣ କରୁଛି ଓ କିପରି ବିକିରଣ […]









