ବରୁଣ ଗାନ୍ଧି ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେବେ କି?
ନୂଆଦିଲ୍ଲୀ : ବିଜେପି ଏମ୍ପି ବରୁଣ ଗାନ୍ଧି ଆଜିକାଲି ନିଜ ଦଳ ବିଜେପିର ନୀତି ଓ କାର୍ଯ୍ୟଶୈଳୀ ଉପରେ କଟୁ ସମାଲୋଚନା କରିବା ଦେଖିବାକୁ ମିଳୁଛି। ଏହା ଦେଖି ରାଜନୀତି ବିଶାରଦମାନଙ୍କ ମନରେ ପ୍ରଶ୍ନ ଉଠୁଛି, ବରୁଣ ଆଉ ବିଜେପିକୁ ଛାଡ଼ପତ୍ର ଦେଇ କଂଗ୍ରେସକୁ ବରଣ କରିବାର ପ୍ରକ୍ରିୟା ଆରମ୍ଭ କରିନାହାନ୍ତି ତ? ପ୍ରାୟ ୨ ବର୍ଷରୁ ଅଧିକ କାଳ ହେଲା ବରୁଣ ଗାନ୍ଧି ପତ୍ରପତ୍ରିକାରେ ବିଜେପି ବିରୋଧରେ ଲେଖାମାନ ପ୍ରକାଶ କରୁଛନ୍ତି। ଗତମାସରେ ଏକ ସାଧାରଣସଭାରେ […]









