ସମ୍ବଲପୁରମୁହାଁ ରୋହିତ ପୂଜାରୀ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ସମ୍ବଲପୁର : ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ. ରୋହିତ ପୂଜାରୀଙ୍କୁ ନେଇ ଏବେ ସମ୍ବଲପୁରରେ ଜୋରଦାର ଚର୍ଚ୍ଚା ଚାଲିଛି। ନିଜ ରେଢ଼ାଖୋଲ ବିଧାନସଭା ଆସନ ଛାଡ଼ି ସେ ଏବେ ସମ୍ବଲପୁର ପ୍ରତି ଅଧିକ ଆଗ୍ରହ ଦେଖାଉ ଥିବା ଦେଖିବାକୁ ମିଳିଛି। ସମ୍ବଲପୁର ଜିଲ୍ଲା […]









