ଭାରତୀୟ ବଂଶୋଦ୍ଭବ ମନପ୍ରୀତ ମୋନିକା ଆମେରିକାର ପ୍ରଥମ ମହିଳା ଶିଖ୍ ବିଚାରପତି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ହୋଷ୍ଟନ: ଭାରତୀୟ ବଂଶୋଦ୍ଭବ ମନପ୍ରୀତ ମୋନିକା ସିଂହ ହେରିସ କାଉଣ୍ଟି ବିଚାରପତି ଭାବେ ଶପଥ ନେଇଛନ୍ତି। ସେ ହେଉଛନ୍ତି ଆମେରିକାର ପ୍ରଥମ ମହିଳା ଶିଖ୍ ବିଚାରପତି। ମନପ୍ରୀତ ହଷ୍ଟନରେ ଜନ୍ମ ହୋଇଛନ୍ତି ଏବଂ ବଢ଼ିଛନ୍ତି। ଏବେ ସେ ବେଲାୟରରେ ନିଜ ସ୍ବାମୀ […]









