ଇଂଲଣ୍ଡ୍ର ହିଥ୍ରୋ ବିମାନ ବନ୍ଦରରୁ ଜବତ ହେଲା ପାକିସ୍ତାନରୁ ଉତ୍ପାଦିତ ‘ୟୁରାନିୟମ୍’ ମିଶ୍ରିତ ସାମଗ୍ରୀ: ରିପୋର୍ଟ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଲଣ୍ଡନ୍: ଲଣ୍ଡନ୍ର ହିଥ୍ରୋ ବିମାନ ବନ୍ଦରରୁ ‘ୟୁରାନିୟମ୍’ ମିଶ୍ରିତ ପଣ୍ୟଦ୍ରବ୍ୟ ଜବତ କରିବା ପରେ ଆତଙ୍କବାଦ ମୁକାବିଲା ନିମନ୍ତେ ଥିବା ବ୍ରିଟିସ୍ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ବୁଧବାର ଦିନ ମେଟ୍ରୋପଲିଟାନ୍ ପୋଲିସ୍ ଫୋର୍ସ କହିଛି ଯେ, ଡିସେମ୍ବର ୨୯ […]









