ନାଁ ବଦଳାଇଲେ ରାକ୍ଷୀ ସାୱନ୍ତ!
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଦିଲ୍ଲୀ : ପୁରୁଷ ବନ୍ଧୁ ଆଦିଲ ଦୁରାନିଙ୍କୁ ବିବାହ କରିବା ପରେ ରାକ୍ଷୀ ସାୱନ୍ତ ତାଙ୍କ ବଦଳାଇଥିବା ଚର୍ଚ୍ଚା ହେଉଛି। ଇନଷ୍ଟାଗ୍ରାମରେ ରାକ୍ଷୀ ତାଙ୍କ ବିବାହ ଫଟୋ ପୋଷ୍ଟ କରିଛନ୍ତି। ତେବେ ତାଙ୍କ ବିବାହ ପ୍ରମାଣପତ୍ରର ଫଟୋ ନଜରକୁ ଆସିଛି। ଏଥିରେ […]









