ସବୁ ଜାଣି ବୋର୍ଡ କର୍ତ୍ତୃପକ୍ଷ ନିରବ: ନୂଆ ଢଙ୍ଗରେ ଓଏସ୍ଏସ୍ଟିଇଟି ପ୍ରଶ୍ନପତ୍ର ଲିକ୍
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ: ସେକେଣ୍ଡାରି ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସ୍ଏସ୍ଟିଇଟି)ର ପ୍ରଶ୍ନପତ୍ରକୁ ନୂଆ ଢଙ୍ଗରେ ଲିକ୍ କରାଯାଇଛି। ଗତକାଲି ହାତଲେଖା ପ୍ରଶ୍ନପତ୍ର ସହିତ ଯେଉଁ ଉତ୍ତର ଭାଇରାଲ୍ ହୋଇଥିଲା, ତାହା ଆଜି ଅନୁଷ୍ଠିତ ଓଏସ୍ଏସ୍ଟିଇଟି ପରୀକ୍ଷାର ମୂଳ ପ୍ରଶ୍ନପତ୍ର ସହିତ ପ୍ରାୟ ସତୁରୀ […]









