କଟ୍ନି ଛଟ୍ନିକୁ ନେଇ ଚାଷୀ ଅସନ୍ତୋଷ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ଧାନ ସଂଗ୍ରହରେ କଟ୍ନିଛଟ୍ନି ରାଜ୍ୟବ୍ୟାପୀ ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି। ଚାଷୀର ଆଖି ସାମ୍ନାରେ ତା’ କଷ୍ଟ ଉପାର୍ଜିତ ଧାନ ହରିଲୁଟ୍ ହେଉଛି। ଏମ୍ଏସ୍ପିରେ କାଟି ପାରୁ ନଥିବାରୁ ଧାନରୁ କାଟି ନେଉଛନ୍ତି। ଭଦ୍ରକରେ କ୍ବିଣ୍ଟାଲ ପିଛା ୧୨କେଜି, […]









