ଆବାସ ତାଲିକାରେ ନାଁ ନଥିବାରୁ ବୃଦ୍ଧଙ୍କ କ୍ଷୋଭ: ଗୁହାରି ନ ଶୁଣିଲେ ବିଷ ପିଇ ମରିବି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଜଳେଶ୍ୱର : ସଦ୍ୟ ପ୍ରକାଶିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ନିଜ ନାମ ନ ଦେଖି ନିରାଶ ହୋଇଛନ୍ତି ବାଲେଶ୍ବର ଜିଲ୍ଲାଜଳେଶ୍ୱର ବ୍ଲକ ସମ୍ପତ୍ତିଆ ପଞ୍ଚାୟତ ଜଳକାପଡ଼ିଆ ଗାଁର ୭୯ ବର୍ଷୀୟ ବୃଦ୍ଧ ସୁଧୀର କୁମାର ଭୂୟାଁ। ଆସନ୍ତା ୨୪ ତାରିଖ […]









