ରାଧାଙ୍କର କିପରି ହୋଇଥିଲା ମୃତ୍ୟୁ : ଶ୍ରୀକୃଷ୍ଣ କାହିଁକି ଭାଙ୍ଗିଥିଲେ ତାଙ୍କ ବଇଁଶୀ,ପଢ଼ନ୍ତୁ ପୂରା ଖବର
ଆମେ ଯେତେବେଳେ ପ୍ରେମର ଉଦାହରଣ ଦେଇଥାଉ ସେତେବେଳେ ଶ୍ରୀକୃଷ୍ଣ-ରାଧାଙ୍କ କଥା କହିଥାଉ। କୁହାଯାଏ ଯେ ଜୀବାତ୍ମା ଏବଂ ପରମାତ୍ମାଙ୍କ ମିଳନ ହେଉଛି ରାଧା-କୃଷ୍ଣଙ୍କ ପ୍ରେମ। ଶ୍ରୀକୃଷ୍ଣ ପିଲାଦିନୁ ରାଧାଙ୍କୁ ଭଲ ପାଉଥିଲେ। ଉଭୟଙ୍କ ଭଲ ପାଇବାର ଅନୁଭୂତି ଶ୍ରୀକୃଷ୍ଣଙ୍କୁ ୮ବର୍ଷ ବୟସରେ ହୋଇଥିଲା। ଶ୍ରୀକୃଷ୍ଣଙ୍କ ଦୈବୀ ଗୁଣ ବିଷୟରେ ରାଧା ଜାଣିଥିଲେ। ଶାସ୍ତ୍ରରେ କୁହାଯାଇଛି ଯେ ଦୁଇଟି ଜିନିଷକୁ ଶ୍ରୀକୃଷ୍ଣ ତାଙ୍କ ଜୀବନରେ ସବୁଠୁ ବେଶୀ ଭଲ ପାଉଥିଲେ। ସେହି ଦୁଇଟି ଜିନିଷ ହେଉଛି ରାଧା ଏବଂ […]