ରବୀନା ଟଣ୍ଡନଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ମୁମ୍ବାଇ ପୋଲିସକୁ ଗାଳି କରୁଥିଲା ଦୁର୍ବୃତ୍ତ, ଏତଲା ଦେଲେ ଅଭିନେତ୍ରୀ
ମୁମ୍ବାଇ ୩୧/୧୦: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ମୁମ୍ବାଇ ପୋଲିସର ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ମୁମ୍ବାଇ ପୋଲିସ୍ କମିଶନର ପରମବୀର ସିଂହଙ୍କୁ ଲୋକେ ସମାଲୋଚନା କରିଥିଲେ। ପରବବୀର ସିଂ ଜାଣିଶୁଣି ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରୁଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏପରିକି ଲୋକେ ଫେକ୍ ଟ୍ବିଟ୍ର ଆକାଉଣ୍ଟ ମାଧ୍ୟମରେ ମୁମ୍ବାଇ ପୋଲିସ ଓ ପରମବୀରଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ତେବେ କେହି ଦୁର୍ବୁତ୍ତ ବଲିଉଡ ଅଭିନେତ୍ରୀ ତଥା ଅକ୍ଷକ୍ଷ କୁମାରଙ୍କ […]