କଳା ଓ ସଂସ୍କୃତି ଧର୍ମ

ବର୍ଷର ୩ଟି ସବୁଠୁ ଅଧିକ ଶୁଭ ତିଥି ମଧ୍ୟରୁ ଗୋଟେ ହେଉଛି ଦଶହରା, ରାବଣ ପୋଡି ପାଉଁଶ କାହିଁକି ଘରକୁ ଅଣାଯାଏ ଜାଣନ୍ତୁ…

ହିନ୍ଦୁ ଧର୍ମରେ ଦଶହରାର ବିଶେଷ ମହତ୍ବ ରହିଛି। ଏହି ପର୍ବକୁ ସମଗ୍ର ଦେଶରେ ବେଶ ଧୁମଧାମରେ ପାଳନ କରାଯାଏ। ଏହି ଦିନରେ ଅଧର୍ମ ଉପରେ ଧର୍ମର ବିଜୟ, ଅସତ୍ୟ ଉପରେ ସତ୍ୟର ବିଜୟ ହୋଇଥିଲା। ଏହି ପବିତ୍ର ଦିନକୁ ବିଜୟଦଶମୀ ନାଁରେ ମଧ୍ୟ ଜଣାଯାଏ। ନବରାତ୍ରିର ୯ ଦିନ ପରେ ଦଶହରା ପାଳନ ହୋଇଥାଏ। ଦଶହରା ଏକ ପ୍ରମୁଖ ପର୍ବ। ଧର୍ମଗ୍ରନ୍ଥ ଅନୁସାରେ ଆଶ୍ବୀନ ମାସର ଶୁକ୍ଳପକ୍ଷର ଦଶମୀ ଦିନକୁ ୨ଟି ଅଲଗା ଅଲଗା ଘଟଣା ପାଇଁ […]