ପୁଣି ଅଲୋଡା ଶିଶୁ କନ୍ୟା, ଗାଁ ନିକଟ କାଜୁ ଜଙ୍ଗଲରୁ ଉଦ୍ଧାର କଲେ ଗ୍ରାମବାସୀ
ପାଟଣା ୧୧।୭: ପୁଣି ଅଲୋଡା ହେଲା ଶିଶୁ କନ୍ୟା । ଗାଁ ନିକଟରେ ଥିବା ଏକ କାଜୁ ଜଙ୍ଗଲରୁ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । କେନ୍ଦୁଝର ଜିଲ୍ଲା ପାଟଣା ଥାନା କୁଣ୍ଡୁଳା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଗାଁର କିଛି ଲୋକ ସୋମବାର କାଜୁ ଜଙ୍ଗଲ ରାସ୍ତା ଦେଇ ଯାଉଥିବା ସମୟରେ ଶିଶୁଟିର କାନ୍ଦ ଶୁଣିବାକୁ ପାଇଥିଲେ । ପରେ ଗାଁରେ ଜଣାଇବା ପରେ ଆଶା ଦିଦି ଡାଲିମ୍ବ […]