ଘରେ ଫାଶୀ ଲଗାଇ ଅତ୍ମହତ୍ୟା କଲେ ମଧ୍ୟପ୍ରଦେଶ ଶିକ୍ଷାମନ୍ତ୍ରୀଙ୍କ ବୋହୂ
ଭୋପାଳ: କାଲାପିପଲ୍ ତହସିଲ୍ ଅନ୍ତର୍ଗତ ପୋଞ୍ଚାନେର୍ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟା ବେଳେ ମଧ୍ୟପ୍ରଦେଶର ବିଦ୍ୟାଳୟ ଶିକ୍ଷାମନ୍ତ୍ରୀ ଇନ୍ଦର୍ ସିଂହ ପରମାରଙ୍କ ବୋହୂ ସବିତା ପରମାର ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣାଟି ସନ୍ଧ୍ୟା ପ୍ରାୟ ୫.୩୦ରେ ଶାଜାପୁର ଗ୍ରାମରେ ଥିବା ମନ୍ତ୍ରୀଙ୍କ ପୈତୃକ ବାସଭବନ ଘଟିଛି ଏବଂ ଏହା ସତ ବୋଲି ସବିତାଙ୍କ ଆତ୍ମୀୟମାନେ ସୁନିଶ୍ଚିତ କରି କହିଛନ୍ତି। ୨୨ ବର୍ଷୀୟ ସବିତା ଗତ ୩ ବର୍ଷ ପୂର୍ବେ ଇନ୍ଦର୍ ସିଂହ ପରମାର୍ଙ୍କ ପୁଅ ଦେବରାଜ ସିଂହଙ୍କୁ […]