ପୁରୀରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ଜେଲ୍ ଗଲେ ଫାଷ୍ଟଫୁଡ୍ ଦୋକାନୀ ସମେତ ୫ ଅଭିଯୁକ୍ତ
ପୁରୀ ୧୭।୦୫: ‘ପ୍ରମେୟ’ ସାମ୍ବାଦିକ ବିକ୍ରମ କେଶରୀ ଆଚାର୍ଯ୍ୟଙ୍କୁ ଆକ୍ରମଣ କରି ହତ୍ୟା ଉଦ୍ୟମ ଘଟଣା । ଭିକ୍ଟୋରିଆ ହୋଟେଲ୍ ନିକଟରେ ମରଣାନ୍ତକ ଆକ୍ରମଣ କରି ବିକ୍ରମଙ୍କ ମୋବାଇଲ୍ ଓ ସୁନା ମୁଦି ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏନେଇ ସମୁଦ୍ରକୂଳ ଥାନା ପୁଲିସ ଏକ ମାମଲା କରି ୫ଜଣଙ୍କୁ ଗିରଫ କରିଛି । ମାମଲାରେ ଆଉ ୩ ଜଣ ଏକ ବାଇକ ସହ ଫେରାର୍ ହୋଇଯାଇଛନ୍ତି । ତେବେ ଗିରଫ ଅଭିଯୁକ୍ତମାନେ ହେଲେ ରାହୁଲ ଦାସ […]