ଡ୍ୟାମ୍ ତଳେ ପଡିଛି କଙ୍କାଳ, ନିକଟରେ ଏୟାର ବ୍ୟାଗ୍ରେ ଅଛି କିଛି କପଡା
କଳାହାଣ୍ଡି ୧୨।୭: ଡ୍ୟାମ୍ ତଳେ ପଡିଛି କଙ୍କାଳ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଅନ୍ତର୍ଗତ ତେନ୍ତୁଳିପଡ଼ା ଡ୍ୟାମ୍ ତଳେ କଙ୍କାଳ ପଡିଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ, ଉକ୍ତ ଗ୍ରାମର କିଛି ବ୍ୟକ୍ତି ଡ୍ୟାମକୁ ମାଛ ଧରିବା ପାଇଁ ଯାଇଥିବା ବେଳେ ଦୁର୍ଗନ୍ଧ ହୋଇଥିଲା । ନିକଟକୁ ଯାଇ ଦେଖିବା ବେଳେ ସେଠି କିଛି କଙ୍କାଳ ପଡିଥିବା ଦେଖିବାକୁ ପାଇଥିଲେ । ନିକଟରେ ଏକ ଏୟାର ବ୍ୟାଗ୍ ସହ କିଛି କପଡା ମଧ୍ୟ ପଡିଥିବା ଦେଖିବାକୁ […]