‘ଯାହାକୁ ମୁଁ ଭଲପାଉଥିଲି, ସେ ମୋତେ ଧୋକ୍କା ଦେଲା’ : ବାବା-ମମି ମୋତେ କ୍ଷମା କରିଦେବ…
ଖୋର୍ଦ୍ଧା ୨୦।୦୫ : ପ୍ରେମ ପୁଣି ନେଲା ଏକ ଜୀବନ । ପ୍ରେମରେ ହତାଶ ହୋଇ ଆଉ ଜଣେ ସୌମ୍ୟ ନିଜ ଜୀବନ ହରାଇଛନ୍ତି । ନିଜ ହାତକୁ ବ୍ଲେଡ୍ରେ କାଟି ଫଟୋ ସୋସିଆଲ୍ ମିଡିଆରେ ଅପଲୋଡ଼ କରିଛନ୍ତି । ଆଉ ଟ୍ରେନ୍କୁ ଆଗକୁ ଡେଇଁ ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡାଲ୍ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ଆଉ ସେହି ଭିଡିଓରେ କହିଛନ୍ତି ଯେ, ବାବା ଆଉ ମାମି ମୋତେ କ୍ଷମା କରିଦେବ । […]