ନିଆଳି ଲୁଟରେ ଜଡ଼ିତ ୩ ଡକାୟତ ଗିରଫ, ଫାଇନାନ୍ସ କମ୍ପାନୀର ଏଜେଣ୍ଟଙ୍କ ଠାରୁ ଲୁଟିଥିଲେ ଟଙ୍କା
ନିଆଳି, ୧୨/୦୭: ତିନି ଆନ୍ତଃ ଜିଲ୍ଲା ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି କଟକ ଗ୍ରାମାଞ୍ଚଳ ନିଆଳି ଥାନା ପୋଲିସ । ପୂର୍ବରୁ ନିଆଳି ଥାନା କପାସି ଗ୍ରାମରେ ଥିବା ଏକ ଫାଇନାନ୍ସ କମ୍ପାନୀର ଏଜେଣ୍ଟଙ୍କ ଠାରୁ ୱାଉପଲି ଠାରେ ଟଙ୍କା ଲୁଟ କରି କିଛି ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ଅଭିଯୋଗ ପାଇ ନିଆଳି ପୋଲିସ ତିନି ଅନ୍ତଃ ଜିଲ୍ଲା ଡକାୟତଙ୍କୁ ନିଆଳି ଅଞ୍ଚଳରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ […]