ବସ-ଟ୍ରକ୍ ମୁହାଁମୁହିଁ : ୭ ମୃତ, ୨୬ ଗୁରୁତର
ନୂଆଦିଲ୍ଲୀ ୨୪/୦୫: ଟ୍ରକ୍ ସହ ଧକ୍କା ହେଲା ବସ । ୭ ମୃତ । ୨୬ରୁ ଅଧିକ ଗୁରୁତର । ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି କର୍ଣ୍ଣାଟକର ହୁବଲୀରେ । ଦୁର୍ଘଟଣା ପରେ ହୁବଲୀ ମୁଖ୍ୟ ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି । ସୂଚନାନୁସାରେ, ଏକ ଯାତ୍ରୀବାହୀ ବସ କୋଲହାପୁରରୁ ବାଙ୍ଗାଲୋର ଅଭିମୁଖେ ଯାତ୍ରା କରୁଥିଲା । ତେବେ ହୁବଲୀ ଉପକଣ୍ଠରେ ଏହା ଏକ ଟ୍ରକ୍(ଲରୀ) ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଉଭୟ ଗାଡିରେ […]