ଅବକାରୀ ବିଭାଗ ଚଢ଼ାଉ: ଦେଶୀ ଓ ବିଦେଶୀ ମଦ ଜବତ, ୨ଗିରଫ
ଭଦ୍ରକ ୨୬/୦୫: ଅବକାରୀ ବିଭାଗ ଚଢ଼ାଉ, ଦୁଇ ଗିରଫ । ବିପୁଳ ପରିମାଣର ମଦ ଜବତ । ଭଦ୍ରକ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଚଢାଉ କରିଥିଲା । ଧୂଷୁରୀ ଥାନା ଅନ୍ତର୍ଗତ ଲୁଣିଆ, ସହିଦନଗର, କୋଠାର, ଅସୁରାଳୀ ବଜାର ଏବଂ ଧାମନଗର ଥାନା ଅନ୍ତର୍ଗତ ଗୁଣୁପୁର, ତାଳସିଠା ଓ ଚିଙ୍ଗୁଡ଼ିପୁର ଗ୍ରାମ ଅଞ୍ଚଳରେ ଚଢାଉ […]