ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ମଙ୍କିପକ୍ସ ନେଇ ୟୁପିରେ ଆଲର୍ଟ ଜାରି, ରୋଗୀ ଚିହ୍ନଟ ଦେଶ ଫେରନ୍ତା ଆଇସୋଲେସନ୍‌ରେ ରହିବେ

ଲକ୍ଷ୍ନୌ ୨୭।୫: ସାରା ବିଶ୍ବରୁ କରୋନା ଭାଇରସ୍ ଶେଷ ହୋଇନଥିବା ବେଳେ ମଙ୍କିପକ୍ସ ଏବେ ଚିନ୍ତା ବଢାଇଛି । ସାରା ବିଶ୍ବରେ ମଙ୍କିପକ୍ସ ମାମଲା ବଢିବାରେ ଲାଗିଛି । ଏହାର ବିପଦକୁ ଦେଖି ୟୁପି ସରକାର ଆଲର୍ଟ ଜାରି କରିଛନ୍ତି । ଫଳରେ ବିଦେଶକୁ ଫେରିଥିବା ଲୋକଙ୍କ ଉପରେ ନଜର ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ୟୁପି ସରକାର ସଂପୃକ୍ତ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦେଇସାରିଛନ୍ତି । ସଂକ୍ରାମକ ରୋଗ ନିର୍ଦ୍ଦେଶକ କହିଛନ୍ତି ଯେ, […]

ଅପରାଧ ରାଜ୍ୟ

ଫେସବୁକରେ ଭେଟିଥିବା ପ୍ରେମିକଙ୍କ ପାଇଁ ତୁଚ୍ଛ କଲେ ୨୫ ବର୍ଷର ସଂପର୍କ, ୬ ଲକ୍ଷର ସୁପାରୀ ଦେଇ କଲେ ସ୍ୱାମୀଙ୍କୁ ହତ୍ୟା

ନୂଆଦିଲ୍ଲୀ ୨୭/୦୫ : ଦିଲ୍ଲୀର ଦରିଆଗଞ୍ଜ ଅଞ୍ଚଳରେ ୱର୍କଶପ୍‌ ମାଲିକ ମୋଇନୁଦ୍ଦିନ କୁରେଶିଙ୍କୁ ଗୁଳି ଚଳାଇ ହତ୍ୟା ଘଟଣାରେ ହୋଇଛି ଆଶ୍ଚର୍ଯ୍ୟକର ଖୁଲାସା। କୁରେଶୀଙ୍କ ହତ୍ୟାରେ କୌଣସି ବାହାର ଲୋକ ନୁହେଁ। ବରଂ ନିଜ ପତ୍ନୀଙ୍କର ହିଁ ହାତ ରହିଛି। ଆଶ୍ଚର୍ଯ୍ୟକର କଥା ହେଉଛି ଦୁହିଁଙ୍କ ବିବାହ ହୋଇଥିଲା ୨୫ ବର୍ଷ ପୂର୍ବେ। ଆଉ ଫେସବୁକ ପ୍ରେମ ପାଇଁ ଭୁଲିଗଲେ ସବୁ ସଂପର୍କର ମୂଲ। ପତ୍ନୀ ତାଙ୍କ ପ୍ରେମିକ ସହିତ ମିଶି କରିଥିଲେ ସ୍ୱାମୀ କୁରେଶୀଙ୍କ ହତ୍ୟା। […]

ଅପରାଧ ରାଜ୍ୟ

ଜଗତପୁର ପୋଲିସର ଚଢାଉ, ୨୩୦ ବସ୍ତା ହାଡ କୋକ ଜବତ

ସାଲେପୁର ୨୭/୦୫: ଜଗତପୁର ପୋଲିସ ଚାଢାଉ କରି ପାଗା ଛକନ ନିକଟରୁ ଏକ ପିକଅପ୍ ଭ୍ୟାନରୁ ପ୍ରାୟ ୨୩୦ ବସ୍ତା ବେଆଇନ ହାଡ଼ କୋକ ଜବତ କରିଛି।ଜବତ କୋଇଲା ମୂଲ୍ୟ ଲକ୍ଷ ଧିକ ଟଙ୍କା ହେବବୋଲି ଜଣାପଡିଛି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ପାଗା ଛକ ନିକଟରେ । ପୋଲିସ ଗାଡ଼ିଟିକୁ ଜବତ କରିବା ସମୟରେ କୌଶଳ କ୍ରମେ ବ୍ୟବସାୟୀ ସେଠାରୁ ଫେରାର ହୋଇଯାଇଥିଲା । ମିଳିଥିବା ଖବର ମୁତାବକ ଗୋପିନାଥପୁରରୁ ପାଗା […]

ମନୋରଞ୍ଜନ ରାଜ୍ୟ

ବର୍ଷା ଅନୁଭବ ପାରିବାରିକ ବିବାଦ ପ୍ରସଙ୍ଗ, ବର୍ଷାଙ୍କ ଆବେଦନର ଶୁଣାଣି କରିବେ ହାଇକୋର୍ଟ

କଟକ ୨୭/୦୫ : ବର୍ଷା ଅନୁଭବ ପାରିବାରିକ ବିବାଦ ପ୍ରସଙ୍ଗ । ଆଜି ବର୍ଷାଙ୍କ ଆବେଦନର ଶୁଣାଣି କରିବେ ହାଇକୋର୍ଟ । ସୋସିଆଲ ମିଡିଆରେ ତାଙ୍କ ସମ୍ମାନ ହାନୀ ହେଉଥିବା ନେଇ ଆପତ୍ତି ଉଠାଇଛନ୍ତି ବର୍ଷା । ଆପତ୍ତିଜନକ ପୋଷ୍ଟ ଉପରେ ଅଙ୍କୁଶ ଲଗାଇବାକୁ ଆବେଦନ କରିଛନ୍ତି ବର୍ଷା । ଗତ କିଛି ଦିନ ତଳେ ପୁରିଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀଙ୍କ ଲିଖିତ ଅଭିଯୋଗ କରିଥିଲେ । ଏତଲାରେ ବର୍ଷା ଅଭିଯୋଗ କରି ଲେଖିଥିଲେ, ଅନୁଭବ ମନଗଢ଼ା […]

ଅପରାଧ ରାଜ୍ୟ

ଚୋରି କରୁଥିବା ବେଳେ ଛାତରୁ ଖସି ପଡିଲା ଚୋର, ଚାଲିଗଲା ଜୀବନ

ସୁନ୍ଦରଗଡ ୨୭/୦୫: ଚୋରି କଲା ବେଳେ ଅଘଟଣ । କାରଖାନା ଛାତରୁ ପଡିଗଲା ଚୋର । ଚାଲିଗଲା ଜୀବନ । ଏପରି ଅଭବାନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ଜମପାଲିଠାରେ । ସୂଚନା ଅନୁସାରେ, ଜମପାଲିଠାରେ ଏକ ବନ୍ଦ ପଡିଥିବା କାରଖାନା ରହିଛି । ଏଠାରୁ ଜଣେ ଚୋର ଲୁହା ଚୋରି କରିବାକୁ ଆସିଥିଲେ । ହେଲେ ସେ କାରଖାନା ଛାତରୁ ଖସି ପଡିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତକ […]

ଅପରାଧ ରାଜ୍ୟ

ଡିଭାଇଡରରେ ପିଟିହୋଇ ଓଲଟିଲା ଆଇଚର, ୨୦ ଶ୍ରମିକ ଆହତ

କାମାକ୍ଷାନଗର ୨୭/୦୫: କାମାକ୍ଷାନଗରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଓଲଟିଲା ଶ୍ରମିକ ବୋଝେଇ ଆଇଚର ଟ୍ରକ । ଫଳରେ ଦୁର୍ଘଟଣାରେ ୨୦ ଜଣ ଶ୍ରମିକ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥ ବଡଝରା ଗାଁ ନିକଟରେ ଟ୍ରକ ଘଟିଛି ଏହି ଦୁର୍ଘଟଣା । ଗୁରୁତରଙ୍କୁ ପ୍ରଥମେ କାମାକ୍ଷାନଗର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସମସ୍ତ ଶ୍ରମିକ […]

ଅପରାଧ ଦେଶ ବିଦେଶ

ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୧ ନବଜାତ ଶିଶୁ

ନୂଆଦିଲ୍ଲୀ ୨୬/୦୫: ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ପଶ୍ଚିମ ଆଫ୍ରିକାର ସେନେଗେଲର ଏକ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ୧୧ ଜଣ ଜୀଅନ୍ତା ଦଗ୍ଧ ହୋଇଯାଇଛନ୍ତି । ତେବେ ସମସ୍ତ ମୃତକ ନବଜାତକ ଶିଶୁ ବୋଲି ଜଣାପଡିଛି । ଏନେଇ ସେନେଗେଲ ରାଷ୍ଟ୍ରପତି ମେକି ସେଲ୍ ସୂଚନା ଦେଇଛନ୍ତି । ସେନେଗେଲର ତିଓ୍ୱାଉନେରେ ମାମେ ଅବ୍ଦୋ ଅସିସ୍ ସି ଦବାଖ ହସ୍ପିଟାଲରେ ଅଗ୍ନିକାଣ୍ଡ ହୋଇଛି । ଏଥିରେ ୧୧ ଜଣ ନବ ଜାତକ ଶିଶୁ […]

ଅପରାଧ ରାଜ୍ୟ

ଏଟିଏମ ଲୁଟ୍ ଉଦ୍ୟମ ପଣ୍ଡ: ଡୋର ଭାଙ୍ଗି ଟଙ୍କା କାଢୁଥିବାବେଳେ ବାଜିଲା ସାଇରନ୍, ଛାଡି ପଳାଇଲେ ଦୁର୍ବୃତ୍ତ

କୋରାପୁଟ ୨୬/୦୫: ATM ଭାଙ୍ଗି ଟଙ୍କାଲୁଟ କରିବା ଉଦ୍ୟମ ବିଫଳ । ସୁନାବେଡା ହାଲ ପରିସର ଆର-ଜୋନରେ ଥିବା SBI ATM ରୁ ଲୁଟ ଉଦ୍ୟମ ପଣ୍ଡ ହୋଇଛି । ରାତି ଦୁଇଟାରେ ହୋିଥିଲା ଏହି ଉଦ୍ୟମ । ପ୍ରଥମେ ଉପର ଡୋର ଓ ପରେ ତଳ ଡୋର ଭାଙ୍ଗି ଟଙ୍କା କାଢ଼ି ନେବାକୁ ଉଦ୍ୟମ କରିଥିଲେ ଲୁଟେରା । Atm ଭାଙ୍ଗି ଲୁଟ ଉଦ୍ୟମ କରିବାବେଳେ ହଠାତ ସାଇରନ ବାଜିବାରୁ ଲୁଟେରା ଘଟଣା ସ୍ଥଳରୁ ଚମ୍ପଟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଡାକ୍ତରଙ୍କ ବଦଳି ଦାବିରେ ବିକ୍ଷୋଭ, ମେଡିକାଲ ଗେଟ୍‌ ସମ୍ମୁଖରେ ଧାରଣା

ସାନଖେମୁଣ୍ଡି ୨୬।୦୫: ଡାକ୍ତରଙ୍କୁ ଘେରିଲେ ରୋଗୀଙ୍କ ସଂପର୍କୀୟ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟିଛି ଘଟଣା । ଡାକ୍ତରଙ୍କ ବଦଳି ଦାବିରେ ଅଡିବସିଛନ୍ତି ଗ୍ରାମବାସୀ । ଖବର ଅନୁଯାୟୀ, ଖଲିଙ୍ଗୀ ଗାଁର ଆଦିତ୍ୟ ଲେଙ୍କା ଗାଡିରୁ ପଡିଯାଇଥିବା ବେଳେ ମୁଣ୍ଡରେ ଆଘାତ ଲାଗିଥିଲା । ଯାହାଫଳରେ ତାଙ୍କୁ ନିକଟସ୍ଥ ମେଡିକାଲକୁ ଚିକିତ୍ସା ନିମନ୍ତେ ଆଣିଥିଲେ । କିନ୍ତୁ ଡାକ୍ତର ଚିକିତ୍ସା ନକରି ନିଜ କକ୍ଷରେ ଶୋଇରହିଥିଲେ । ଶେଷରେ ସ୍ଥାନୀୟଲୋକଙ୍କୁ ଅଶ୍ଲୀଳ […]

ଅପରାଧ ରାଜ୍ୟ

ଗାଁର ଅନ୍ୟ ମହିଳାଙ୍କୁ ଅଶ୍ଳୀଳ ମେସେଜ ପଠାଇଥିଲେ ସ୍ୱାମୀ, ସ୍ତ୍ରୀ ଓ ପିଲାଙ୍କୁ ନିସ୍ତୁକ ମାଡ଼

ସାଲେପୁର ୨୬।୦୫: ମହଙ୍ଗା ପଡିଲା ମୋବାଇଲ୍‌କୁ ମେସେଜ୍‌ ପଠାଇବା । ମୋବାଇଲ୍‌କୁ ଅଶ୍ଲୀଳ ମେସେଜ୍‌ ପଠାଇବାକୁ ନେଇ ଗଣ୍ଡଗୋଳ । ସ୍ୱାମୀ-ସ୍ତ୍ରୀ ଓ ପରିବାର ଲୋକଙ୍କୁ ମାଡ ମାରିଥିବା ଅଭିଯୋଗ । କଟକ ଜିଲ୍ଲା ସାଲେପୁର ଥାନା ରାଇସୁଙ୍ଗୁଡ଼ା ଗାଁରେ ଚିନ୍ମୟୀ ମହାନ୍ତି ଏଭଳି ଅଭିଯୋଗ ଆଣିଛନ୍ତି । ଘଟଣାକୁ କେନ୍ଦ୍ରକରି ଗାଁରେ ବାବୁଲା ମହାନ୍ତି, ବାବାଜୀ ମହାନ୍ତି, ସାବି ମହାନ୍ତି ଓ ତାଙ୍କ ସ୍ୱାମୀଙ୍କ ଉପରକୁ ଏଭଳି ମରଣାନ୍ତକ ଆକ୍ରମଣ ହୋଇଛି । ଖବର ଅନୁଯାୟୀ, […]