ଅପରାଧ ରାଜ୍ୟ

ଘରେ ପଶି ନେଇଗଲେ ୧୫ ଭରି ସୁନା ଓ ନଗଦ ଟଙ୍କା, ତାଜା ଉପରେ ଚୋର ଛାଡିଗଲେ କମ୍ବଳ

ଆନନ୍ଦପୁର ୨୯।୦୫: ଝରକାର ଗ୍ରୀଲ ତାଡି ନେଇଗଲେ ଲୁଟେରା । ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ସୁଡୁସୁଡିଆ ଗାଁରେ ଲୁଟ୍‌ ନେଇ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ଛାନ୍‌ଭିନ୍‌ କରୁଛି । ଖବର ଅନୁଯାୟୀ, ଶନିବାର ରାତିରେ ଶିକ୍ଷକ ରଞ୍ଜନ କୁମାର ଘଡେଇଙ୍କ ପରିବାର ଘରେ ଶୋଇଥିଲେ । ଏହାର ସୁଯୋଗ ନେଇ ଲୁଟେରାମାନେ ଘର ଝରକାର ଗ୍ରୀଲ୍‌ ତାଡି ଲୁଟ୍‌ କରିଛନ୍ତି […]

ଦେଶ ବିଦେଶ ମନୋରଞ୍ଜନ

Cannesରେ ଦୀପିକାଙ୍କ ପାଇଁ ମୀରାଙ୍କୁ ମିଳିଲାନି ଡ୍ରେସ୍‌ ? ଅଭିନେତ୍ରୀ କହିଲେ- ମୁଁ ୪ ଦିନ ଶୋଇପାରି ନାହିଁ

ନୂଆଦିଲ୍ଲୀ ୨୮।୦୫ : କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୨ ପରଠାରୁ ଭାରତୀୟ ସେଲିବ୍ରିଟିଙ୍କ ଫଟୋ ସୋସିଆଲ୍‌ ମିଡିଆ ଠାରୁ ଆରମ୍ଭ କରି ଚାରିଆଡେ ଭାଇରାଲ ହେବାରେ ଲାଗିଛି । ସେଲେବ୍‌ମାନେ ରେଡ କାର୍ପେଟ୍‌ରେ ଚାଲି ନିଜର ଜଲୱା ଦେଖାଉଛନ୍ତି। ଏହି ସମୟରେ ମିରା ଚୋପ୍ରା ନିଜର ଗର୍ବ ଅନୁଭବ କରୁଛନ୍ତି କି ତାଙ୍କ କାମକୁ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପହଞ୍ଚାଇବାରେ ସଫଳ ହୋଇ ପାରିଛି । କାନ୍ସ ଫିଲ୍ମ ଫେଷ୍ଟିଭାଲର ଅଂଶ ହୋଇପାରିଥିବାରୁ ବହୁତ ଖୁସି ହୋଇଛନ୍ତି […]

ଦେଶ ବିଦେଶ ମନୋରଞ୍ଜନ

ତିରୁପତି ମନ୍ଦିରରେ ହେବନି ଅଭିନେତ୍ରୀ ନୟନତାରାଙ୍କ ବିବାହ, ବଦଳିଲା ୱେଡିଂ ଭେନ୍ୟୁ

ମୁମ୍ବାଇ ୨୮।୦୫ : ଫିଲ୍ମ ଇଣ୍ଡଷ୍ଟ୍ରିରେ ବର୍ତ୍ତମାନ ବିବାହର ଋତୁ ଚାଲିଛି। ନିକଟରେ ଆଲିଆ ଭଟ୍ଟ ଏବଂ ରଣବୀର କପୁର ବିବାହ କରିଥିଲେ। ଚଳିତ ବର୍ଷ ଆରମ୍ଭରୁ, ଟିଭିରୁ ବଲିଉଡ ପର୍ଯ୍ୟନ୍ତ କିଛି କପଲ ନୂଆ ଜୀବନ ଆରମ୍ଭ କରିଛନ୍ତି। ଏହି ସମୟରେ ଏବେ ଆଉ ଏକ କପଲ୍‌ଙ୍କ ବିବାହ ଖବର ସାମ୍ନାକୁ ଆସୁଛି। ଦକ୍ଷିଣ ଚଳଚ୍ଚିତ୍ରର ଜଣାଶୁଣା ଅଭିନେତ୍ରୀ ନୟନତାରା ତାଙ୍କ ପ୍ରେମିକା ବିଗ୍ନେଶ ଶିବନ ବିବାହ କରିବା ଯାଉଛନ୍ତି। ହେଲେ ଏବିଷୟରେ ଦୁହିଁଙ୍କ ତରଫରୁ […]

ଦେଶ ବିଦେଶ ମନୋରଞ୍ଜନ

ଖୁବ୍‌ ଶୀଘ୍ର ଆରମ୍ଭ ହେବ ‘କବୀର ସିଂ’ର ସିକ୍ବେଲ୍‌, ନିର୍ମାତା କଲେ ଖୁଲାସା

ନୂଆଦିଲ୍ଲୀ ୨୮।୦୫ : ସାହିଦ କପୁରଙ୍କ କ୍ୟାରିୟରରେ ସବୁଠାରୁ ସୁପର ଡୁପର ହିଟ୍‌ ଫିଲ୍ମ ହେଉଛି ‘କବୀର ସିଂ’। ଯାହା ବକ୍ସ ଅପିସ୍‌ରେ ଧମାଲ କରବା ପରେ ୨୫୦ କୋଟିର କ୍ଲବରେ ସାମିଲ୍‌ ହୋଇଥିଲା। ଏହି ଚଳଚ୍ଚିତ୍ର ଦର୍ଶକଙ୍କ ଠାରୁ ଅପାର ପ୍ରେମ ପାଇଥିଲା । ରିଲିଜ୍ ହେବା ମାତ୍ରେ ‘କବୀର ସିଂ’ ଅନେକ ଫିଲ୍ମର ରେକର୍ଡ ଭାଙ୍ଗି ଥିଲା। ଏହା ପ୍ରଥମ ବ୍ଲକବଷ୍ଟର ଫିଲ୍ମ ବୋଲି ପ୍ରମାଣିତ ହୋଇଥିଲା। ଏହା ଦକ୍ଷିଣର ଚଳଚ୍ଚିତ୍ର ‘ଅର୍ଜୁନ ରେଡ୍ଡୀ’ର […]

ଦେଶ ବିଦେଶ ମନୋରଞ୍ଜନ

ନୂଆ ଲୁକ୍‌ରେ ନଜର ଆସିଲେ ରଣଦୀପ୍‌ ହୁଡ୍ଡା, ରିଲିଜ୍‌ ହେଲା ଫିଲ୍ମ ‘ସ୍ବତନ୍ତ୍ର ବୀର ସାବରକର’ର ଫାଷ୍ଟ ଲୁକ୍‌

ମୁମ୍ବାଇ ୨୮।୦୫: ବଲିଉଡ ଜଣାଶୁଣା କଳାକାର ରଣଦୀପ ହୁଡା ତାଙ୍କ ଅଭିନୟ ବଳରେ ଲୋକପ୍ରିୟ ହୋଇପାରିଛନ୍ତି। ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ସ୍ବତନ୍ତ୍ର ବୀର ସାବରକର ଫାଷ୍ଟ ଲୁକ୍‌ ରିଲିଜି ହୋଇଛି । ଏଥିରେ ରଣଦୀପ ମୁଖ୍ୟ ଭୂମିକାରେ ଥିବା ବେଳେ ଏକ କଳା କ୍ୟାପ୍ ଏବଂ ଗୋଲ ଚଷମା ପିନ୍ଧି ଥିବାର ଦେଖିବାକୁ ମିଳିଛି। ସ୍ୱାଧୀନତା ସଂଗ୍ରାମୀ ବୀର ସାବରକରଙ୍କ ୧୩୯ ତମ ଜନ୍ମ ବାର୍ଷିକୀ ଅବସରରେ ଫିଲ୍ମର ଫାଷ୍ଟ ଲୁକ୍‌ ସେୟାର କରାଯାଇଛି । […]

ଦେଶ ବିଦେଶ ମନୋରଞ୍ଜନ

ଶାହାରୁଖ ହଟାଇଲେ ୨୫ ଲକ୍ଷର ନୂଆ ‘ମନ୍ନତ’ ନେମ୍‌ପ୍ଲେଟ୍‌, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ ୨୮ ।୦୫ : ଶାହରୁଖ ଖାନଙ୍କ ଘର ମନ୍ନତ କିଛି ଦିନ ପୂର୍ବରୁ ବହୁ ଚର୍ଚ୍ଚାରେ ଥିଲେ। ଏହି ଆଲୋଚନାର କାରଣ ଥିଲା ତାଙ୍କ ଘରର ନୂଆ ନେମ୍‌ ପ୍ଲେଟ୍ । ଅନେକ ୟୁଜର୍ସ ସୋସିଆଲ ମିଡିଆରେ ତାଙ୍କ ଘରେ ନୂଆ ନେମ୍‌ପ୍ଲେଟର ଫଟୋ ସେୟାର କରିଥିଲେ। କୁହାଯାଇଥିଲା ଯେ ତାହାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ରହିଛି। ତେବେ ବର୍ତ୍ତମାନ କୁହାଯାଉଛି ଯେ ଶାହରୁଖ ଖାନଙ୍କ ଘରର ନୂଆ ନାମପ୍ଲେଟ ଆଉ ନାହିଁ। […]

ଅପରାଧ ଦେଶ ବିଦେଶ

ଭିନ୍ନକ୍ଷମ ଶିଶୁକୁ ଦୁର୍ବ୍ୟବହାର ଘଟଣା; ଇଣ୍ଡିଗୋକୁ ୫ ଲକ୍ଷ ଟଙ୍କା ଫାଇନ କଲା ଡିଜିସିଏ

ନୂଆଦିଲ୍ଲୀ: ଝାରଖଣ୍ଡ ରାଞ୍ଚି ବିମାନବନ୍ଦରରେ ଭିନ୍ନକ୍ଷମ ଶିଶୁ ଓ ପରିବାରକୁ ଦୁର୍ବ୍ୟବହାର ଅଭିଯୋଗରେ ଇଣ୍ଡିଗୋକୁ ୫ ଲକ୍ଷ ଟଙ୍କା ଫାଇନ କଲା ବେସାମରିକ ବିମାନ ଚଳାଚଳ ବିଭାଗ ବା ଡିଜିସିଏ। ଏନେଇ ଡିଜିସିଏ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଯେଉଁଥିରେ କୁହାଯାଇଛି “ତଦନ୍ତ ପରେ ଜଣାପଡ଼ିଥିଲା ଯେ ଇଣ୍ଡିଗୋର ଗ୍ରାଉଣ୍ଡ ଷ୍ଠାଫ୍ ପିଲାକୁ ଖରାପ ବ୍ୟବହାର କରିଥିଲେ। ହେଲେ ପରେ ମାମଲାକୁ ବଢ଼ାଇ ଦିଆଯାଇଥିଲା।“ ଭିନ୍ନକ୍ଷମଙ୍କ କ୍ଷେତ୍ରରେ ତାଙ୍କୁ ଟିକେ ଅଧିକ ବୁଝାଇବାକୁ ପଡ଼ିଥାଏ। କିନ୍ତୁ […]

ଅପରାଧ ରାଜ୍ୟ

ପୌରପାଳିକା କାଉନସିଲ ମିଟିଂରେ ଉପାଧ୍ୟକ୍ଷାଙ୍କୁ ଅସମ୍ମାନକୁ ନେଇ ଉତ୍ତେଜନା, ଥାନାରେ ଏତଲା

ଭଦ୍ରକ ୨୮।୦୫ : କାଉନ୍‌ସିଲ ମିଟିଂରେ ପୌରପାଳିକା ଉପାଧ୍ୟକ୍ଷାଙ୍କୁ ଅସମ୍ମାନ ଅଭିଯୋଗକୁ ନେଇ ତୁମୁଳକାଣ୍ଡ । ଉଭୟ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ପୌରପାଳିକାର ନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଉପାଧ୍ୟକ୍ଷାଙ୍କ ପୁଅ ତଥା ପୂର୍ବତନ କାଉନ୍‌ସିଲର ପ୍ରବୀର ଜେନାଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ସେପଟେ ଅସମ୍ମାନ ଅଭିଯୋଗରେ ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି ଉପାଧ୍ୟକ୍ଷା ଖବର ଅନୁଯାୟୀ, ଶନିବାର ଭଦ୍ରକ ପୌରପାଳିକାର କାଉନସିଲ ମିଟିଂ ବେଳେ […]

ଅପରାଧ ରାଜ୍ୟ

କଟକରେ ପୁଣି ନକଲି ସସ୍‌ ଜବତ, ଜଣେ ଅଟକ

କଟକ ୨୮।୦୫ : କଟକରେ ପୁଣି ନକଲି ସସ୍‌ ଗୋଦାମ ଠାବ । ମାଲଗୋଦାମରେ ଥିବା ଏକ ନକଲି ସସ୍‌ ଗୋଦାମ ଉପରେ ଆଜି ପୋଲିସ ପକ୍ଷରୁ ଚଢାଉ ହୋଇଛି । ଏହି ଚଢାଉରେ ବିପୁଳ ପରିମାଣର ନକଲି ସସ୍‌ ସହ ଚାଓମିନ୍‌ ଜବତ ହୋଇଛି । ଖବର ଅନୁଯାୟୀ, ମାଲଗୋଦାମରେ ଏକ ନକଲି ସସ୍‌ ଗୋଦାମ ଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏନେଇ ଶନିବାର ଦିନ ମାଲଗୋଦାମ ପୋଲିସ ଉକ୍ତ ନକଲି […]

ଅପରାଧ ରାଜ୍ୟ

ଚୋରା ବନ୍ଧୁକ ରାକେଟକୁ ଧରିଲା ପୁରୀ ପୋଲିସ,୭ ବେପାରୀ ଗିରଫ

ପୁରୀ ୨୮।୦୫: ପୁରୀ ପୋଲିସ କବ୍‌ଜାରେ ସାତ ଜଣିଆ ଆନ୍ତଃ ରାଜ୍ୟ ବନ୍ଧୁକ ବେପାରୀ ଗ୍ୟାଙ୍ଗ । ପୁରୀ ସହରରେ ବିଭିନ୍ନ ହତ୍ୟାକାଣ୍ଡ ଓ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ଥିଲେ ଏହି ଗ୍ୟାଙ୍ଗ । ସେମାନଙ୍କ ନିକଟରୁ ୪ଟି ବନ୍ଧୁକ, ୪ଟି ଜୀବନ୍ତ ଗୁଳି, ୨ଟି ମୋବାଇଲ ଓ ୨୫୦୦ ଟଙ୍କା ଜବତ କରିଛି ପୋଲିସ । ତେବେ ଏହି ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ତଥା ୭ଟି ମାମଲାରେ ସଂପୃକ୍ତ ଥିବା ସଦର ଥାନା ଅଞ୍ଚଳ ରେଣ୍ଡାଗଡର […]