ବାଜିରେ ଶ୍ରମିକଙ୍କ ଜୀବନ: ଫୁଙ୍ଗୁଳା ଦେହରେ ପଙ୍କ ଭିତରେ ପଶି କରୁଛନ୍ତି କାମ
କଟକ : ପାଇଖାନା ଟାଙ୍କି, ଗଭୀର ସମ୍ପ୍ ବା ଗଭୀର ଆର୍ବଜନାପୂର୍ଣ୍ଣ ଡ୍ରେନ୍ ସଫା ହେବା ବେଳେ ପୂର୍ବରୁ ଅନେକ ଦୁର୍ଘଟଣା ଘଟିଛି। ଶ୍ବାସରୁଦ୍ଧ ହୋଇ ଶ୍ରମିକଙ୍କ ପ୍ରାଣହାନୀ ଘଟିଛି। ଏହା ସତ୍ତ୍ବେ ଆଜି ପୁଣି ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କାଳିଆବୁଦା କାଳୀମନ୍ଦିର ସମ୍ମୁଖ ଆବର୍ଜନାପୂର୍ଣ୍ଣ ଗଭୀର ସମ୍ପରୁ ପଙ୍କୋଦ୍ଧାର ସମୟରେ। ସୁରକ୍ଷା ଦୃଷ୍ଟିରୁ ଯେଉଁଠି ମେସିନ ଲାଗିବା କଥା, ସେଠାରେ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି। ଫୁଙ୍ଗୁଳା ଦେହରେ, ବିନା କୌଣସି ସୁରକ୍ଷା […]