ପୁରୁଷ ବେଶରେ ଆସି ହୀରା ମୁଦି ଲୁଟିନେଲେ ଯୁବତୀ
ପୁରୀ : ପୁରୀରେ ଆୟୋଜିତ ଆଇସିଆଇସିଆଇ ବ୍ୟାଙ୍କ ମାର୍କେଟିଂ ବିଭାଗର ପନ୍ଦର ଦିନିଆ କ୍ୟାମ୍ପରେ ଯୋଗ ଦେବାକୁ ଆସିଥିବା ଟ୍ରେନରଙ୍କର ସ୍କୁଟିର ଡିକି ଭାଙ୍ଗି ଜଣେ ଲୁଟେରା ଏକ ହୀରା ମୁଦି ସହ ଜରୁରୀ କାଗଜପତ୍ର ଲୁଟି ନେଇଛି। ତେବେ ସିସି କ୍ୟାମେରା ଫୁଟେଜ୍ରେ ଏହି ଲୁଟ୍ର ଦୃଶ୍ୟ ରେକର୍ଡିଂ ହୋଇଥିବା ବେଳେ ଏହାକୁ ନେଇ ନେଇ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଛନ୍ତି ଜଣେ ଯୁବତୀ। ଗୁରୁତ୍ବପୂର୍ଣ୍ଣ ହେଉଛି, ଜଣେ ଯୁବତୀ ପୁରୁଷ ବେଶରେ ଆସି ଏହି […]