ଅପରାଧ ରାଜ୍ୟ

ଘରୋଇ କଳହର କରୁଣ ପରିଣତି, ପତ୍ନୀଙ୍କୁ ଗୁଳିକରି ମାରିଦେଲା ମଦ୍ୟପ ସ୍ୱାମୀ

ବୌଦ୍ଧ ୦୧/୦୬: ଦେଶୀ ବନ୍ଧୁକରେ ପତ୍ନୀଙ୍କୁ ଗୁଳିକରି ହତ୍ୟାକଲା ମଦ୍ୟପ ସ୍ୱାମୀ । ଅଭିଯୁକ୍ତକୁ କାବୁ କରି ପୋଲିସର ଜିମାଦେଲେ ଗ୍ରାମବାସୀ । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଗେରେଡ଼ିସାହି ଗ୍ରାମର ରୋହିତ ମଲ୍ଲିକ ଓ ପତ୍ନୀ ଗୀତାଞ୍ଜଳି ମଲ୍ଲିକଙ୍କ ମଧ୍ୟରେ ଘରୋଇ କଳହ ହେବ ସହିତ ସାମାନ୍ୟ ବଚସା ହୋଇଥିଲା । ଉଭୟଙ୍କ ମଧ୍ୟରେ ଅନେକ ସମୟ ଧରି ସ୍ଵାମୀର ମଦ ପିଇବାକୁ ନେଇ ବଚସା ଲାଗି ରହିଥିବା ବେଳେ ଏଥିରେ ଉତକ୍ଷୀପ୍ତ […]

ଅପରାଧ ରାଜ୍ୟ

ପୋଖରୀରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ୨ ଦିନ ହେବ ଥିଲେ ନିଖୋଜ

ସୋର ୧।୬: ପୋଖରୀରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ବାଲେଶ୍ବର ଜିଲ୍ଲା ସୋର ଥାନା ନଟାପଡା ପଂଚାୟତ ତିଳିଦା ଗାଁର ସନାତନ ମଲ୍ଲିକଙ୍କ ପୁଅ ବସନ୍ତ ଗତ ଦୁଇ ଦିନ ହେବ ନିଖୋଜ ଥିଲେ । ସନାତନ ପରିବାର ପକ୍ଷରୁ ବସନ୍ତ ନିଖୋଜ ଥିବା ସୋର ଥାନାରେ ଅଭିଯୋଗ କରିଥିଲେ । ମଙ୍ଗଳବାର ରାତିରେ ବସନ୍ତଙ୍କ ଶବ ଗ୍ରାମ ରାଧାକୃଷ୍ଣ ପୋଖରୀରେ ଭାସୁଥିବା ତାଙ୍କ ପରିବାର ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା । ଖବର […]

ଅପରାଧ ରାଜ୍ୟ

ଖଣି କମ୍ପାନୀରେ ରେଡ୍‌, ଅଫିସ ଓ ବାସଭବନରେ ଚଢାଉ କରୁଛି ଆୟକର ବିଭାଗ

ବଡବିଲ ୦୧।୦୬ : ଖଣି କମ୍ପାନୀରେ ଚଢାଉ । ଟି.ପି. ସାଓ ଏଣ୍ଡ ଆର୍‌.ପି ସାଓ ନାମକ ଖଣି କମ୍ପାନୀରେ ଆୟକର ବିଭାଗ ପକ୍ଷରୁ ରେଡ୍‌ ଚାଲିଛି । ଅଫିସ ଓ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଖବର ଅନୁଯାୟୀ, ବୁଧବାର ଦିନ ଆୟକର ବିଭାଗ ପକ୍ଷରୁ କେନ୍ଦୁଝର ଜିଲ୍ଲା ଯୋଡ଼ା ଗଣେଷ ଭବନ ନିକଟସ୍ଥ କାର୍ଯ୍ୟାଳୟ ସମେତ କମ୍ପାନୀରେ ଝାଡ଼ଖଣ୍ଡ, ଚାଇଁବାସା ସ୍ଥିତ ଅଫିସରେ ରେଡ୍‌ କରୁଛି ଆୟକର ବିଭାଗ […]

ଅପରାଧ ରାଜ୍ୟ

ରାତି ଅଧରେ ପାଣି ମାଗିଲେ, ନଦେବାରୁ ହୋଟେଲ କର୍ମଚାରୀଙ୍କୁ ହାଣିଲେ ଦୁର୍ବୃତ୍ତ

ବାଲିପାଟଣା ୦୧।୦୬: ରାତି ଅଧରେ ପାଣି ମାଗିଲେ । ନଦେବାରୁ ଜଣେ ହୋଟେଲ କର୍ମଚାରୀଙ୍କୁ ହାଣି ପକାଇଲେ ଦୁର୍ବୃତ୍ତ । ଆକ୍ରମଣରେ ୨ ଜଣ ହୋଟେଲ କର୍ମଚାରୀ ଲହୁଲୁହାଣ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି । ଭୁବନେଶ୍ୱର ଉପକଣ୍ଠ ପାହାଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧୨.୩୦ ରେ ପାହାଳରେ ଥିବା ଏକ ହୋଟେଲରେ ଦୁଇ ଜଣ ଦୁର୍ବୃତ୍ତ ମଦ ପିଇବା […]

ଅପରାଧ ରାଜ୍ୟ

ପୋଲ ନିକଟରୁ ଅଟୋ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଚୌଦ୍ବାର ୧।୬: ୫୫ ନମ୍ବର ଜାତୀୟ ରାଜପଥ ଚୌଦ୍ଵାର ଚାଉଳିଆ ପୋଲ ନିକଟରେ ଜଣଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ଚୌଦ୍ଵାର ଓଟିଏମ୍ କଲୋନୀ ଦୁର୍ଗାବଜାର ଅଞ୍ଚଳର ଲୋକନାଥ ବିଶ୍ଵାଳ। ମୃତକ ଜଣେ ଅଟୋ ଡ଼୍ରାଇଭର ବୋଲି ଜଣାପଡ଼ଛି । ସୂଚନାଯୋଗ୍ୟ ଯେ, ଲୋକନାଥ ମଙ୍ଗଳବାର ରାତି ପ୍ରାୟ ୧୦ଟାରେ ନିଜ ଅଟୋ ଯୋଗେ ମାର୍ବଲ ନେଇ କଟିକଟା ଅଞ୍ଚଳକୁ ଯାଇଥିଲେ । ସେଠାରେ ମାର୍ବଲ ଦେଇ ସାଥିରେ କିଛି […]

ଅପରାଧ ରାଜ୍ୟ

ମୋଷ୍ଟ ୱାଣ୍ଟେଡ୍‌ କୁର୍ବାନ୍‌ ଗ୍ୟାଙ୍ଗ୍‌ର ୩ ଗିରଫ

ଭୁବନେଶ୍ବର/ଜଟଣୀ : ରାଜଧାନୀ ସମେତ ଜଟଣୀ, ଖୋର୍ଦ୍ଧା, ବେଗୁନିଆ, ନିରାକାରପୁର, ଚାନ୍ଦପୁର ଓ ଜଙ୍କିଆ ଆଦି ଅଞ୍ଚଳରେ ସଶସ୍ତ୍ର ଡକାୟତି କରୁଥିବା କୁଖ୍ୟାତ୍ କୁର୍ବାନ୍ ଗ୍ୟାଙ୍ଗ୍‌ର ୩ ଜଣଙ୍କୁ ଗିରଫ କରିଛି ଜଟଣୀ ଥାନା ପୁଲିସ। ସେମାନେ ହେଲେ ଜଟଣୀ ଥାନା ବେଣାପଞ୍ଜରୀ ଅଞ୍ଚଳର ସେକ୍‌ ଆଇବାଦୁଲ୍‌ ଓରଫ କୁର୍ବାନ(୨୧), ମହମ୍ମଦ ସାମସେର୍‌(୩୨) ଓ ପିପିଲି ଦାନଗହିରୀ ହାଟସାହି ଅଞ୍ଚଳର ମହମ୍ମଦ ନୁରୁଲ୍‌ ହୁଡ୍ଡା ଓରଫ ଧଡ଼ିଆ(୫୭)। ପୁଲିସ ସେମାନଙ୍କଠାରୁ ଗୋଟିଏ ବୋଲେରୋ, ଗୋଟିଏ ପିକ୍‌ ଅପ୍‌ […]

ଅପରାଧ ରାଜ୍ୟ

ଯାଜପୁର: ନରବଳି ମାମଲାରେ ଗୁଣିଆକୁ ଆଜୀବନ କାରାଦଣ୍ଡାଦେଶ

ଯାଜପୁର: ଯାଜପୁର ଜିଲ୍ଲାର କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ଗାଁରେ ଘଟିଥିବା ଏକ ନରବଳି ମାମଲାର ଶୁଣାଣି କରି ଗୁଣିଆକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ। ଦୋଷୀ ଦୀପକ ବାରିକକୁ ଦଣ୍ଡାଦେଶ ମିଳିଛି। ୨୦୧୫ ମସିହା ଫେବ୍ରୁଆରି ମାସ ୨୬ ତାରିଖରେ ଏକ ନରବଳି ଘଟଣା ଘଟିଥିଲା। ଏହି ଘଟଣାରେ ଯାଜପୁର କୁଆଖିଆ ଥାନାରେ ୨୯/୨୦୧୫ ରେ ଏକ ମାମଲା ରୁଜୁ ହୋଇ ବିଚାରାଧୀନ ଥିଲା। ଆଜି ଏହି ଘଟଣାରେ ଯାଜପୁର ଅତିରିକ୍ତ ଜିଲ୍ଲା […]

ଅପରାଧ ରାଜ୍ୟ

ବିନା ଟେଣ୍ଡରରେ ସିଏମ୍‌ସି ଅର୍ଥ ହରିଲୁଟ୍: ୬ ବର୍ଷରେ ୭ଶହ କୋଟି!

କଟକ : କଟକ ମହାନଗର ନିଗମ (ସିଏମ୍‌ସି)ରେ ଆଉଟସୋର୍ସିଂ ନାମରେ ବ୍ୟାପକ ହରିଲୁଟ୍ ଚାଲିଛି। ବିନା ଟେଣ୍ଡରରେ ଚାଲିଥିବା ଏହି କାରବାରରେ ଗଲା ୬ ବର୍ଷ ଭିତରେ ସିଏମ୍‌ସି ଲୋକ (କର୍ମଚାରୀ) ଯୋଗାଉଥିବା ସଂସ୍ଥାକୁ ୭୦୦ କୋଟିରୁ ଅଧିକ ଟଙ୍କା ଦେଇସାରିଲାଣି। ୨୦୧୨ରେ ଶେଷଥର ଟେଣ୍ଡର ହୋଇଥିଲେ ବି ୨୦୧୬ରୁ ଆଜି ପର୍ଯ୍ୟନ୍ତ ବିନ‌ା ଟେଣ୍ଡର ଏସବୁ ଟଙ୍କା ଖର୍ଚ୍ଚ ହୋଇଛି। ଗଲା ୬ ବର୍ଷ ଭିତରେ ଏଥିପାଇଁ ତିନି ତିନି ଥର ଟେଣ୍ଡର ଆହ୍ବାନ କରାଯାଇଥିବାବେଳେ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମାଟ୍ରିକ୍ ଖାତା ମୂଲ୍ୟାୟନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ: କ୍ରୀଡ଼ା ଶିକ୍ଷୟିତ୍ରୀ ଦେଖୁଛନ୍ତି ଓଡ଼ିଆ ଖାତା

କଟକ, (ସୁଶାନ୍ତ କୁମାର ସ୍ବାଇଁ): କ୍ରୀଡା ଶିକ୍ଷୟିତ୍ରୀ ଦେଖୁଛନ୍ତି ମାଟ୍ରିକ୍ ଛାତ୍ରଛାତ୍ରୀଙ୍କ ଓଡ଼ିଆ ଖାତା। ଯୋଗ୍ୟତା ଏବଂ ଶିକ୍ଷାଦାନ ଅଭିଜ୍ଞତା ଆଧାରରେ ମାଟ୍ରିକ ପରୀକ୍ଷା ଖାତା ଦେଖାରେ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ମାଟ୍ରିକ ଖାତା ଦେଖାର ସୁଯୋଗ ମିଳେ। କିନ୍ତୁ ଏ କ୍ଷେତ୍ରରେ ସବୁ ନିୟମକୁ ଜଳାଞ୍ଜଳି ଦେଇ ଜଣେ କ୍ରୀଡ଼ା ଶିକ୍ଷୟିତ୍ରୀଙ୍କୁ ଖାତା ମୂଲ୍ୟାୟନ କାର୍ଯ୍ୟ ଦିଆଯିବା ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି। ସଂପୃକ୍ତ ଶିକ୍ଷୟିତ୍ରୀ ଏବେ ରେଭେନ୍‌ସା କଲିଜିଏଟ୍ ମୂଲ୍ୟାୟନ କେନ୍ଦ୍ରରେ ଖାତା […]

ଅପରାଧ ରାଜ୍ୟ

ବାକିରେ ମାଗିଲେ ଗୁଟ୍‌ଖା, ନଦେବାରୁ ଦୋକାନୀଙ୍କୁ ଠେଙ୍ଗାରେ ପିଟିଲେ ଶଳା-ଭିଣୋଇ

ଆନନ୍ଦପୁର ୩୧।୦୫ : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁର ଥାନା ତରିମୂଳ ଗାଁରେ ଅଭାବନୀୟ ଘଟଣା । ବାକିରେ ଗୁଟ୍‌ଖା ନଦେବାରୁ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ । ଶଳା-ଭିଣୋଇଙ୍କ ଠେଙ୍ଗାମାଡ଼ରେ ଦୋକାନୀ ଗୁରୁତର ହୋଇଛନ୍ତି। ଖବର ଅନୁଯାୟୀ, ଘଷିପୁରା ଥାନା ତରିମୂଳ ଗାଁର ବିଦ୍ୟାଧର ସେଠୀଙ୍କ ଦୋକାନକୁ ଶଳା ଭିଣୋଇ ଚନ୍ଦ୍ରଶେଖର ବଳ ଓ ଡିସ୍କୋ ଗୁଟ୍‌ଖା ଖାଇବାକୁ ଆସିଥିଲେ। ସେମାନେ ବିଦ୍ୟାଧରଙ୍କୁ ବାକିରେ ଗୁଟ୍‌ଖା ମାଗିଥିଲେ। କିନ୍ତୁ ବିଦ୍ୟାଧର ବାକିରେ ଦେବାକୁ ମନାକରିବାରୁ, ଦୁହେଁ […]