ନିଶାସକ୍ତ ଅବସ୍ଥାରେ ଝିଅର ବେକ କାଟିଲା, ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ
ଭୁବନେଶ୍ବର ୯।୬: ରାଜଧାନୀରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଝିଅର ବେକ କାଟିଲା ପରେ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଗୁରୁତର ଅବସ୍ଥାରେ ଝିଅକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଘାଟିକିଆରେ ଏଭଳି ଅଭାବନୀୟ ଘଟଣା ଘଟିଛି । ନିଶାସକ୍ତ ଅବସ୍ଥାରେ ୫ବର୍ଷ ଝିଅର ବେକ କାଟି ହତ୍ୟା ଉଦ୍ୟମ କରିବା ପରେ ସ୍ତ୍ରୀକୁ ସ୍ବାମୀ ହତ୍ୟା କରିଛି । ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ଲୋକ ଗୁରୁତର […]