କେଶରୀ ମଲ୍ରେ ପୁଣି ଅଗ୍ନିକାଣ୍ଡ, ପ୍ରଥମ ଓ ଦ୍ୱିତୀୟ ମହଲାରେ ଲାଗିଛି ନିଆଁ
ଭୁବନେଶ୍ୱର ୧୨।୦୬: କେଶରୀ ମଲ୍ରେ ପୁଣି ଅଗ୍ନିକାଣ୍ଡ । ଭୁବନେଶ୍ୱର କେଶରୀ ମଲ୍ର ପ୍ରଥମ ଓ ଦ୍ୱିତୀୟ ମଲ୍ରେ ଭୟାବହ ଅଗ୍ନିକାଣ୍ଡ ଲାଗିଛି । ନିଆଁ ଲିଭା ପାଇଁ ଉଦ୍ୟମ ଜାରି ରହିଛି । ଖବର ଅନୁଯାୟୀ, ରଜ ପାଇଁ କେଶରୀ ମଲ୍ରେ ପ୍ରବଳ ଭିଡ ଲାଗିରହିଥିଲା । ହଠାତ୍ ଏହି ସମୟରେ କେଶରୀ ମଲ୍ର ପ୍ରଥମ ଓ ଦ୍ୱିତୀୟ ମଲ୍ରେ ନିଆଁ ଲାଗିଥିବାର ଖବର ମିଳିଥିଲା । ଯାହାକୁ ଶୁଣି ମଲ୍ରେ ଥିବା ଲୋକଙ୍କ ମନରେ […]