ଅପରାଧ ଦେଶ ବିଦେଶ

ପଶ୍ଚିମବଙ୍ଗ ହିଂସା ଘଟଣା: ୨୦୦ରୁ ଅଧିକ ଗିରଫ, ୪୨ ମାମଲା ରୁଜୁ କଲା ପୋଲିସ୍‌

କୋଲକାତା, ୧୨/୦୬ : ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ନିଲମ୍ୱିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ବୟାନ୍‌କୁ ନେଇ ପଶ୍ଚିମବଙ୍ଗରେ ହୋଇଥିବା ହିଂସାରେ ୨୦୦ରୁ ଅଧିକ ଲୋକଙ୍କୁ ଗରିଫ କରାଯାଇଛି । ଏଥି ସହିତ ବିରୋଧ ପ୍ରଦର୍ଶନରେ ସାମିଲଥିବା ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ୪୨ଟି ମାମଲା ରୁଜୁ କରିଛି ପୋଲିସ୍‌ । ଏନେଇ ସୋମବାର ଡିଜିପି ମନୋଜ ମାଲଭିୟ ସୂଚନା ଦେଇଛନ୍ତି । ପିଟିଆଇର ରିପୋର୍ଟ ଅନୁସାରେ ପଶ୍ଚିମବଙ୍ଗରେ ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି । କୋଲକାତା […]

ଅପରାଧ ରାଜ୍ୟ

ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣା : ତଦନ୍ତ ପରିସରଭୁକ୍ତ ହେବେ ଆଠଗଡ ଡିଏଫଓ

ଭୁବନେଶ୍ବର ୧୩।୬: ଆଠଗଡ ବଡମ୍ବାରେ ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣାରେ ଆଠଗଡ ଡିଏଫଓ ତଦନ୍ତ ପରିସରଭୁକ୍ତ ହେବେ । ଭୁଲ କରିଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣାରେ ଏବେ ସୁଦ୍ଧା ୫ ଜଣଙ୍କୁ ଗିରଫ କରାଯାଇଛି । ଏଥିରେ ଜଣେ ରେଞ୍ଜର ୨ ଜଣ ଫରେଷ୍ଟର ଓ ୨ ଜଣ ଫରେଷ୍ଟ ଗାର୍ଡ ଗିରଫ ହୋଇଛନ୍ତି । ଏହି ଘଟଣାରେ ୨ଜଣ ଫରେଷ୍ଟ ଗାର୍ଡ […]

ଅପରାଧ ରାଜ୍ୟ

PUBG ନେଲା ଜୀବନ : ବାପା ଗେମ୍‌ ଖେଳିବାକୁ ମନା କରିବାରୁ ଆତ୍ମହତ୍ୟା କଲା ପୁଅ

ନୂଆଦିଲ୍ଳୀ ୧୩।୦୬ : PUBG ମୋବାଇଲ୍ ଗେମ୍ କ୍ରେଜ୍‌ ଏତେ ଖରାପ ଯେ ଛୋଟ ପିଲା ସହ ଏବେକା ଯୁବ ପିଢିଙ୍କୁ ନିଶା ହୋଇଯାଇଛି । ଖେଳରେ ଏତେ ମାତୁଛନ୍ତି କି ତାଙ୍କ ଏହି ଗେମ୍‌ ବ୍ୟତୀତ ଆଉ କିଛି ଦେଖାଯାଉ ନାହିଁ । ଯାହା ଫଳରେ ସେମାନେ ଭୟଙ୍କର ପଦକ୍ଷେପ ନେଉଛନ୍ତି। ନିଜ ଜୀବନକୁ ବିପଦରେ ପକାଉଥିବା ବେଳେ ଅନ୍ୟମାନଙ୍କ ଜୀବନ ନେବାକୁ ମଧ୍ୟ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ପାଟନା ଜିଲ୍ଲାର ଅଥମାଲଗୋଲା ଠାରୁ ଏକ […]

ଅପରାଧ ରାଜ୍ୟ

ବନ୍ଧୁକ ମୁନରେ ଲୁଟ୍, ଆକ୍ରମଣ କରି ବ୍ୟବସାୟୀଙ୍କଠୁ ଲୁଟିନେଲେ ୫ଲକ୍ଷ ଟଙ୍କା

ଆଠଗଡ ୧୩।୬: ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ଲୁଟ୍ । ୫ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଆଠଗଡ ଥାନା ଅନ୍ତର୍ଗତ ଜେନାପଦା ଶାଳବଣୀ ଜଙ୍ଗଲ ତାରିଣୀ ମନ୍ଦିର ରାସ୍ତାରୁ ଲୁଟ୍ ହୋଇଛି । ସୂଚନାଯୋଗ୍ୟ ଯେ, କଟକ ମାଲଗୋଦାମକୁ ଏକ ଆଇଚରରେ ଯାଉଥିବା ବେଳେ ଆଠଗଡ ଥାନା ଅନ୍ତର୍ଗତ ଜେନାପଦା ଶାଳବଣୀ ଜଙ୍ଗଲ ତାରିଣୀ ମନ୍ଦିର ରାସ୍ତାରେ ଅଟକାଇଥିଲେ ଦୁର୍ବୃତ୍ତ । ବ୍ୟବସାୟୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ୫ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ୫ଟି ବାଇକ୍ […]

ଅପରାଧ ରାଜ୍ୟ

ଚୋରା ଚାଲାଣ ପାଇଁ ଚାଲିଥିଲା ପ୍ରସ୍ତୁତି, ଚଢାଉ କରି ୭୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ ୧୩।୦୬ : ୭୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଲମତାପୁଟ ପୋଲିସ୍ ଚଢାଉ କରିଥିଲା। ନନ୍ଦପୁର SDPOଙ୍କ ନେତୃତ୍ଵରେ ଲମତାପୁଟ ପୋଲିସ ନୁଆପୁଟ ନଦୀ ଘାଟରେ ଚଢାଉ କରି ବିପୁଳ ଗଞ୍ଜେଇ ଜବତ କରିଛି । ଖବର ଅନୁଯାୟୀ, ଜବତ ହୋଇଥିବା ଗଞ୍ଜେଇକୁ ଆନ୍ଧ୍ର ସୀମାନ୍ତ ବର୍ତ୍ତୀ ଅଞ୍ଚଳରୁ ଡଙ୍ଗା ସାହାଯ୍ୟରେ ଜଲାପୁଟ ଜଳଭଣ୍ଡାର ଦେଇ ନୁଆପୁଟ ଘାଟରେ ଗଛିତ କରି ଅନ୍ୟରାଜ୍ୟକୁ ଚୋରା ଚାଲାଣ […]

ଅପରାଧ ରାଜ୍ୟ

ଚୋରା ଚାଲାଣ ପାଇଁ ଚାଲିଥିଲା ପ୍ରସ୍ତୁତି, ଚଢାଉ କରି ୭୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ ୧୩।୦୬ : ୭୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଲମତାପୁଟ ପୋଲିସ୍ ଚଢାଉ କରିଥିଲା। ନନ୍ଦପୁର SDPOଙ୍କ ନେତୃତ୍ଵରେ ଲମତାପୁଟ ପୋଲିସ ନୁଆପୁଟ ନଦୀ ଘାଟରେ ଚଢାଉ କରି ବିପୁଳ ଗଞ୍ଜେଇ ଜବତ କରିଛି । ଖବର ଅନୁଯାୟୀ, ଜବତ ହୋଇଥିବା ଗଞ୍ଜେଇକୁ ଆନ୍ଧ୍ର ସୀମାନ୍ତ ବର୍ତ୍ତୀ ଅଞ୍ଚଳରୁ ଡଙ୍ଗା ସାହାଯ୍ୟରେ ଜଲାପୁଟ ଜଳଭଣ୍ଡାର ଦେଇ ନୁଆପୁଟ ଘାଟରେ ଗଛିତ କରି ଅନ୍ୟରାଜ୍ୟକୁ ଚୋରା ଚାଲାଣ […]

ଅପରାଧ ରାଜ୍ୟ

୧୫ଦିନ ହେଲା ପାନୀୟ ଜଳ ଯୋଗାଣ ଠପ୍, ପ୍ରତିବାଦରେ ଏନଏଚ ଅବରୋଧ କଲେ ଗ୍ରାମବାସୀ

କଳାହାଣ୍ଡି ୧୩।୬: କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ୍ ସଦର କୋକସରା ଗ୍ରାମରେ ୧୫ଦିନ ହେବ ପାନୀୟ ଜଳ ଯୋଗାଣ ପୁରା ଠପ୍ ହୋଇଯାଇଛି । ନା ପିଇବା ପାଇଁ ସଫା ପାଣି ଟୋପେ ମିଳୁଛି ନା ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ପାଣି ଅଛି । ପାଇପ୍ ଯୋଗେ ଯେଉଁ ପାଣି ଯୋଗାଣ ହେଉଥିଲା ତାହା ଲୋକଙ୍କୁ ନିଅଣ୍ଟ ହେଉଥିବା ବେଳେ କିଛି ଦିନ ହେବ ତାହା ମଧ୍ୟ ବନ୍ଦ ହୋଇଯାଇଛି । ଫଳରେ ଲୋକ ନାହିଁ ନଥିବା […]

ଅପରାଧ ରାଜ୍ୟ

ଜମିବାଡି ବିବାଦରୁ ପେଟ୍ରୋଲ ଢାଳି ଜାଳିଦେଲେ ଘର, ମହିଳାଙ୍କୁ ଆକ୍ରମଣ ଅଭିଯୋଗ

କୋଣାର୍କ ୧୩।୬: ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ବାଙ୍ଗୁରିଗାଁ ପଞ୍ଚାୟତରେ ଜମିବାଡ଼ି ବିବାଦକୁ ଉତ୍ତେଜନା । ସେହି ପଞ୍ଚାୟତର ଶ୍ରୀଚନ୍ଦନପୁର ଗାଁର କିଛି ଲୋକ ପେଟ୍ରୋଲ ଢାଳି ଶଙ୍କିଆପଦା ଗାଁର ଜଣେ ବ୍ୟକ୍ତିଙ୍କ ଦୁଇ ବଖରା ଘର ଜାଳିଦେବା ସହ ତାଙ୍କ ବୋହୂଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସଂପୃକ୍ତ ବ୍ୟକ୍ତି । ଅଭିଯୋଗ ପରେ କାକଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି କାକଟପୁର ଚମ୍ପାହାର ଅଗ୍ନିଶମ […]

ଅପରାଧ ରାଜ୍ୟ

ଘରୁ ମିଳିଲା ଲକ୍ଷ୍ମଣଙ୍କ ମୃତଦେହ, ବେକରେ ରଶି ଲଗାଇ ଝୁଲିପଡିଲେ..

ପାଟଣା ୧୩।୦୬ : ଘର ଭିତରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ । ମୃତକ ଲକ୍ଷ୍ମଣ ବାନ୍ଦ୍ରା, ବୟସ ୨୦ ବୋଲି ଜଣାପଡିଛି । କେନ୍ଦୁଝର ଜିଲ୍ଲା ପାଟଣା ଥାନା ବାଉଁଶନାଳ ଗାଁରେ ଘଟିଛି ଏହି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଲକ୍ଷ୍ମଣ ବାନ୍ଦ୍ରା ନିଜ ଶୋଇବା ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ […]

ଅପରାଧ ଦେଶ ବିଦେଶ

ବାସମତି ଚାଉଳ ପ୍ୟାକେଟରେ ଚରସ, କଚ୍ଛ ଉପକୂଳରୁ ଧରିଲା ବିଏସଏଫ୍

ନୂଆଦିଲ୍ଲୀ,୧୩/୦୬: ଗୁଜରାଟରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ୧୦ ପ୍ୟାକେଟ୍‌ ଚରସ ଜବତ କରିଛି । ବାସମତି ଚାଉଳ ପ୍ୟାକେଟ୍‌ରେ ଏହା ଯାଉଥିଲା । ଗୁଜରାଟର କଚ୍ଛ ଜିଲ୍ଲା ନିକଟବର୍ତ୍ତୀ ଜାଖାଉ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଏହାକୁ ଠାବ କରାଯାଇଛି । ‘କୋବ୍ରା ବ୍ରାଣ୍ଡ୍‌ କୋହିନୂର’ ବାସମତି ଚାଉଳ ପ୍ୟାକେଟ୍‌ ମଧ୍ୟରେ ଏହାକୁ ଲୁଚାଯାଇ ଚାଲାଣ କରାଯାଉଥିଲା । ପାକିସ୍ତାନରୁ ଏହା ଆସିଥିବା ଅନୁମାନ କରାଯାଉଛି । ବିଏସ୍‌ଏଫ୍‌ ଭୁଜ ଏହାକୁ ଜବତ କରିଥିବା ଜଣାପଡ଼ିଛି । […]