ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସକାଳେ ଉଠି ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ; ନହେଲେ ବିଗିଡ଼ି ଯିବ ଆପଣଙ୍କ ସାରାଦିନ

ଭୁବନେଶ୍ୱର ୧୩/୦୬ : ଶାସ୍ତ୍ରରେ କୁହାଯାଇଛିଯେ ସକାଳର ଆରମ୍ଭ ଶୁଭକାମ ସହିତ କରିବା ଆବଶ୍ୟକ। ଯେପରି ଆଖି ଖୋଲିବା ମାତ୍ରେ ଭଗବାନଙ୍କ ଦର୍ଶନ କରିବା, ତାଙ୍କୁ ପ୍ରଣାମ କରିବା, ନିଜର ହାତ ପାପୁଲିକୁ ଦେଖିବା ଇତ୍ୟାଦି। ସକାଳେ କରାଯାଇଥିବା କାର୍ଯ୍ୟ ବ୍ୟକ୍ତିକୁ ସକରାତ୍ମକ ଶକ୍ତି ଦେଇଥାଏ। ଏହା ସହିତ ଦିନଟି ଭଲରେ ବିତିଥାଏ। ସେଥିପାଇଁ ସକାଳେ କରାଯାଇଥିବା କାମକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ସକାଳେ କଣ କରିବା ଦରକାର ଓ କଣ କରିବା ଆବଶ୍ୟକ ନୁହେଁ ଏସବୁ […]

ଅପରାଧ ରାଜ୍ୟ

ଖେଳୁଥିବା ବେଳେ ଆବର୍ଜନା କୁଣ୍ଡରେ ପଡିଗଲେ ବର୍ଷକର ଶିଶୁ, ମୃତ ଘୋଷଣା କଲେ ଡାକ୍ତର

ଉମରକୋଟ ୧୪।୬: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବେଲଗାଁ ପଞ୍ଚାୟତର ମୋହଣ୍ଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘରେ କେହି ନଥିବା ବେଳେ ନିଜ ଘର ପଛପଟରେ ଥିବା ଆବର୍ଜନା କୁଣ୍ଡର ପାଣିରେ ପଡି ଏକ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ, ମୋହଣ୍ଡି ଗ୍ରାମର ବୁଦୁରାମ ଗଣ୍ଡ ସବୁଦିନ ଭଳି ମଙ୍ଗଳବାର ମଧ୍ୟ ମାଲିକଙ୍କ ଟ୍ରାକ୍ଟର ନେଇ ଜମିକୁ କାମ କରିବା ପାଇଁ ଯାଇଥିଲେ । ସ୍ତ୍ରୀ ଫୁଲ […]

ଅପରାଧ ରାଜ୍ୟ

ପରିସ୍ରା କରିବାକୁ ନେଇ ତୁମୂଳକାଣ୍ଡ, ଭାଇବୋହୂକୁ ମାଡ ମାରି କଲେ ଲହୁଲୁହାଣ

ଉଦଳା ୧୪।୬: ସାମାନ୍ୟ ପରିସ୍ରା କରିବାକୁ ନେଇ ତୁମୁଳକାଣ୍ଡ । ଭାଇବୋହୂକୁ ଅତି ନିର୍ଦ୍ଦୟ ଭାବେ ମାଡ ମାରି କଲେ ଲହୁଲୁହାଣ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଅଂଚଳରେ । ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଂଚଳର ପ୍ରମୋଦ ଚନ୍ଦ୍ର ଦାସଙ୍କ ନାବାଳକ ପୁଅ ନିଜ ଘର ବାହାରେ ପରିସ୍ରା କରୁଥିଲେ । ଏହାକୁ ନେଇ ପ୍ରମୋଦଙ୍କ ଦୁଇ ଭାଇ କାର୍ତ୍ତିକ ଚନ୍ଦ୍ର ଦାସ, ରନ କୁମାର ଦାସ ଉଭୟ ପ୍ରମୋଦଙ୍କ […]

ଅପରାଧ ରାଜ୍ୟ

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମିଳିନି ପରିଚୟ

ବିନିକା ୧୪।୬: ଗଛରେ ଝୁଲୁଛି ଅଜଣା ମହିଳାଙ୍କ ମୃତଦେହ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଆଦର୍ଶ ବିଦ୍ୟାଳୟ ପଛପଟେ ଥିବା ମହାନଦୀ କୂଳରେ ଏକ ଗଛରେ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ଜଣେ ଅଜଣା ମହିଳା ବେକରେ ଶାଢ଼ୀ ଲଗାଇ ଝୁଲୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲୋକ ଦେଖି ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ମୃତଦେହକୁ […]

ଅପରାଧ ରାଜ୍ୟ

ଆମ୍ୱ ଗଛରୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଢେଙ୍କାନାଳ ୧୪/୦୬ : ଆମ୍ବ ଗଛରେ ବୃଦ୍ଧଙ୍କ ମୃତଦେହ। ଏକ ଆମ୍ବଗଛରେ ଝୁଲୁଛି ଏହି ମୃତଦେହ। ଢେଙ୍କାନାଲ ସହର ସିମିଳିଆରେଥିବା ଏକ ଆମ୍ବ ବଗିଚାରେ ଝୁଲନ୍ତା ଅବସ୍ଥାରେ ଏହି ମୃତଦେହ ଦେଖି ଲୋକମାନେ ପୋଲିସକୁ ଖବର ଦେଇଥିଲେ। ଟାଉନ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି। ମୃତକଙ୍କ କୌଣସି ପରିଚୟ ମିଳିପାରିନାହିଁ। ମୃତ ବୃଦ୍ଧ ବ୍ୟକ୍ତିଙ୍କର ପ୍ରାୟ ୬୫ରୁ ୭୦ବର୍ଷ ହେବ ଓ ସେ ପ୍ୟାଣ୍ଟ ସାର୍ଟ ପିନ୍ଧିଛନ୍ତି। ଟାଉନ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ […]

ଦେଶ ବିଦେଶ ମନୋରଞ୍ଜନ

ନୋରା ଫତେହିଙ୍କ ଚାଲି ଦେଖି ଥଟ୍ଟା କଲେ ଫ୍ୟାନ୍ସ, ମଲାଇକାଙ୍କ ସହ କଲେ କମ୍ପେୟାର: କହିଲେ ଜଣାନାହିଁ ଚାଲି

ମୁମ୍ବାଇ ୧୪/୦୬: ବଲିଉଡ ଅଭିନେତ୍ରୀ ନୋରା ଫତେହୀଙ୍କ ପାଇଁ ପ୍ରଶଂସକଙ୍କ କ୍ରେଜ୍ ଆକାଶ ଛୁଇଁବା ସଂଗେ ସମାନ । ନୋରାଙ୍କ ନୃତ୍ୟ ସହ ତାଙ୍କ ସୌନ୍ଦର୍ଯ୍ୟ ଏବଂ ଷ୍ଟାଇଲ ଏବଂ କଥାକୁ ଲୋକେ ଖୁବ ଚର୍ଚ୍ଚା କରନ୍ତି । ନୋରାଙ୍କ ଏକ ନୂଆ ଭିଡିଓ ଏବେ ଭାଇରାଲ ହେଉଛି । ତେବେ ଏଥର କିନ୍ତୁ ଫ୍ୟାନ୍ସମାନଙ୍କର ପ୍ରିୟ ନୋରା ଜବରଦସ୍ତ ଟ୍ରୋଲ ହେବାରେ ଲାଗିଛନ୍ତି । ଜାଣନ୍ତୁ କାରଣ କଣ? କାହିଁକି ଟ୍ରୋଲ ହେଲେ ନୋରା: ନୋରା […]

ଅପରାଧ ରାଜ୍ୟ

ବାରହା ଶିକାର ବେଳେ କଳାପାଟ ସଂରକ୍ଷିତ ଜଙ୍ଗଲରୁ ୪ ଶିକାରୀ ଗିରଫ

ତେଲକୋଇ ୧୪।୬: ବାରହା ଶିକାର ବେଳେ ୪ ବାରହା ଶିକାରୀ ଗିରଫ । ସୋମବାର ବିଳମ୍ବିତ ରାତିରେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାରରେ ହୁକ ପକାଇ ବାରହା ଶିକାର କରୁଥିବା ବେଳେ ୪ ଜଣ ଶିକାରୀଙ୍କୁ ଧରିଲେ ବନ କର୍ମଚାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ତେଲକୋଇ ରେଞ୍ଜ ତାଳପଦା ଫରେଷ୍ଟ ବିଟର କଳାପାଟ ସଂରକ୍ଷିତ ଜଙ୍ଗଲରେ । ତେବେ ରଜପର୍ବ ଥିବାରୁ ବନ୍ୟଯନ୍ତୁ ଶିକାର ପାଇଁ ଶିକାରୀମାନେ ସଜବାଜ […]

ଅପରାଧ ରାଜ୍ୟ

କାଳୀ ମନ୍ଦିର ସାମ୍ନାରେ ପଡିଛି ମୃତଦେହ, କାରଣ ଖୋଜୁଛି ପୋଲିସ

ଖଲ୍ଲିକୋଟ ୧୪।୦୬: କାଳୀ ମନ୍ଦିର ସମ୍ମୁଖରେ ପଡିଛି ଯୁବକଙ୍କ ମୃତଦେହ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଜାତୀୟ ରାଜପଥ ନିକଟ କାଳୀ ମନ୍ଦିର ସମ୍ମୁଖରୁ ଠାବ ହୋଇଛି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ଛତ୍ରପୁର ବିଦ୍ୟାଧର ନଗର ଅଞ୍ଚଳ ବାବୁଲା ବେହେରା ଏବଂ ତାଙ୍କ ନିଜ ଘର ଗଞ୍ଜାମ କାଇଁଚପୁର ବୋଲି ଜଣାପଡିଛି । ଖବର ଅନୁଯାୟୀ, ଆଜି ସକାଳୁ ମନ୍ଦିର ନିକଟରେ ଜଣେ ଯୁବକଙ୍କ ମୃତଦେହ ପଡିଥିବାର […]

ଅପରାଧ ରାଜ୍ୟ

ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡ : ଖାଇସାରି ପାଣି ପିଇଲାନି ଛାତ୍ର, ତତଲା ଟାଇଲ୍‌ରେ ଆଣ୍ଠେଇ ଚଲାଇଲେ ପିଅନ

ବାରିପଦା ୧୪।୦୬ : ବିଦ୍ୟାଳୟରେ ଶିଶୁକୁ ଅମାନବୀୟ ଦଣ୍ଡ । ଶିକ୍ଷକ ବଦଳରେ ରୋଷେୟା ଦେଲେ ଦଣ୍ଡ । ଖାଇସାରି ପାଣି ପିଇଲାନି ବୋଲି ୬ବର୍ଷର ବାଳକକୁ ତତଲା ଟାଇଲରେ ଆଣ୍ଠେଇ ଚଲାଇଲେ ହଷ୍ଟେଲ ପିଅନ। କେବଳ ଏତିକି ନୁହେଁ ପିଠିରେ ବସିଛି ବାଡିର ଚିହ୍ନ। ୮ ଦିନ ପରେ ବି ଲିଭିନି ମାଡ଼ର ଦାଗ । ଏବେ ଆଣ୍ଠୁରୁ ବାହାରୁଛି ପୂଜ। ନା ଚାଲି ପାରୁଛି ନା ବୁଲି ପାରୁଛି ନିଷ୍ପାପ ଶିଶୁଟି। ବାରିପଦା ସାରସକଣା […]

ଅପରାଧ ରାଜ୍ୟ

କାର୍ଯ୍ୟାଳୟ ଭିତରେ ଝୁଲୁଛି ମୃତଦେହ, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ଟାଙ୍ଗୀ ୧୪।୬: କାର୍ଯ୍ୟାଳୟ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଟାଙ୍ଗୀ ନାଚୁଣୀ ସ୍ଥିତ ପିପୁଲ୍ସ ଫୋରମ୍ DCB ବ୍ୟାଙ୍କ କାର୍ଯ୍ୟାଳୟ ମଧ୍ୟରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ସୋମବାର ସନ୍ଧ୍ୟା ସମୟରୁ ଏହି କାର୍ଯ୍ୟାଳୟ ମଧ୍ୟରେ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ମୃତକ ଜଣଙ୍କ ହେଉଛନ୍ତି ତପନ ପଲେଇ । ମୃତକ ଜଣଙ୍କ ଏହି ସଂସ୍ଥାର କର୍ମଚାରୀ ଥିଲେ । ତପନଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହାର […]