ଦେଶ ବିଦେଶ ମନୋରଞ୍ଜନ

ଦୀପିକାଙ୍କୁ ଭେଟିବାର ନିଶା: କପଲ କିଣିଲେ ଏତିକି ଲକ୍ଷ ଟଙ୍କାର ଟିକେଟ୍‌

ମୁମ୍ବାଇ୧୬।୦୬: ସାଧାରଣତଃ ପ୍ରଶଂସକଙ୍କ ଭଲପାଇବା ଯେକୌଣସି ସେଲିବ୍ରିଟିଙ୍କ ପାଇଁ ବହୁତ କିଛି । ଦର୍ଶକମାନେ ସେମାନଙ୍କର ପ୍ରିୟ ଷ୍ଟାରଙ୍କୁ ଭେଟିବା ପାଇଁ କିଛି କରିବାକୁ ପ୍ରସ୍ତୁତ ଥାନ୍ତି । ଏଭଳି ପରିସ୍ଥିତିରେ, ବର୍ତ୍ତମାନ ଫିଲ୍ମଫେୟାର ଆୱାର୍ଡ ସମୟରେ ଏକ କପଲଙ୍କୁ ଦେଖିବାକୁ ମିଳିଥିଲା ​​। ଯିଏ କି ଦୀପିକାଙ୍କ ବହୁତ ବଡ ଫ୍ୟାନ୍‌ । ସେମାନେ ସେମାନଙ୍କଙ୍କ ପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଭେଟିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ଫିଲ୍ମଫେୟାର ଆୱାର୍ଡ […]

ଖେଳ ଦେଶ ବିଦେଶ

ଆୟାର୍ଲାଣ୍ଡ ବିପକ୍ଷ ସିରିଜରେ ମିଳିଲାନି ସୁଯୋଗ, ଟ୍ୱିଟରରେ ନିରାଶା ବ୍ୟକ୍ତ କଲେ ଏହି ଷ୍ଟାର୍ ବ୍ୟାଟର୍

ନୂଆଦିଲ୍ଲୀ ୧୬/୦୬: ଆୟାର୍ଲାଣ୍ଡ ବିପକ୍ଷ ଦୁଇ ଟିକିଆ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏହି ସିରିଜରେ ଦଳର ନେତୃତ୍ୱ ନେବେ ହାର୍ଦ୍ଦିକ ପାଣ୍ଡ୍ୟା । ୧୭ ସଦସ୍ୟ ବିଶିଷ୍ଟ ଟିମରେ ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ରାହୁଲ ତ୍ରିପାଠୀଙ୍କୁ ପ୍ରଥମ ଥର ପାଇଁ ଟିମରେ ସ୍ଥାନ ମିଳିଛି । ସେହିପରି ସଞ୍ଜୁ ସାମସନ୍ ଓ ସୂର୍ଯ୍ୟକୁମାର ଯାଦବ ଦଳକୁ ଫେରିଛନ୍ତି । ତେବେ ଏପରି କିଛି ଖେଳାଳି ଅଛନ୍ତି, ଯେଉଁମାନଙ୍କୁ […]

ଅପରାଧ ରାଜ୍ୟ

ବନବିଭାଗର ଚଢାଉ, ଲକ୍ଷାଧିକ ଟଙ୍କାର ଶାଗୁଆନ୍‌ କାଠ ଜବତ

ମାଲକାନଗିରି ୧୬।୦୬ : ବନବିଭାଗ ଚଢାଉ । ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଗୁଆନ୍‌ କାଠ ଜବତ । ମାଲକାନଗିରି ବନ ବିଭାଗ ତରଫରୁ ଏହି ଚଢାଉ କରାଯାଇଛି । ଘଟଣାରେ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି ବନବିଭାଗ । ଖବର ଅନୁଯାୟୀ, ଜିଲ୍ଲାର ଏମ.ଭି.୧୯ ଗ୍ରାମର ବଳରାମ ହିଆଲଙ୍କ ଘରେ ଚୋରା କାଠ ରହିଥିବା ନେଇ ବନ ବିଭାଗକୁ ସୁଚନା ମିଳିଥିଲା । ଏହା ପରେ ମାଲକାନଗିରି ଡି.ଏଫ.ଓଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ବନାଞ୍ଚଳ ଅଧିକାରୀ […]

ଅପରାଧ ରାଜ୍ୟ

ଦିନ ଦ୍ବିପ୍ରହରରେ ବୁଲିଲା ଖଣ୍ଡା ଓ ଭୁଜାଲି, ମହିଳାମାନଙ୍କ ମଧ୍ୟରେ ସଂଘର୍ଷ

ବାରିପଦା ୧୬।୬: ଦିନ ଦୁଇ ପ୍ରହରରେ ବୁଲିଲା ଭୁଜାଲି । ଭୁଜାଲିରେ ଆକ୍ରମଣ କରିଚାଲିଲେ ମହିଳା। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ସଦର ଥାନା ସିନ୍ଦୁରଗୌରା ଅଞ୍ଚଳରେ । ସୂଚନାଯୋଗ୍ୟ ଯେ, ଘରୋଇ ହିଂସାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିଲା । କାଳୀକାପୁରର ଜଣେ ମହିଳାଙ୍କର ସିନ୍ଦୁରଗୌରା ଅଞ୍ଚଳରେ ବିବାହ ହୋଇଥିଲା । ଦୁଇ ପରିବାର ମଧ୍ୟରେ କୌଣସି କାରଣରୁ ଅଶାନ୍ତି ସୃଷ୍ଟି ହୋଇଥିଲା । ଝିଅ […]

ଅପରାଧ ରାଜ୍ୟ

ନୀଳକଣ୍ଠେଶ୍ବର ମନ୍ଦିରରୁ ଲୁଟ୍ ଉଦ୍ୟମ ପଣ୍ଡ, ୩ ଲୁଟେରାକୁ କାବୁ କଲେ ଗ୍ରାମବାସୀ

ମହାକାଳପଡା ୧୬।୬: ମନ୍ଦିରରୁ ଲୁଟ୍ ଉଦ୍ୟମ ପଣ୍ଡ । ୩ ଲୁଟେରାଙ୍କୁ ଅଟକ ରଖି ପୋଲିସ ଜିମାଦେଲେ ଗ୍ରାମବାସୀ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅନ୍ତର୍ଗତ ବଳିପାଳ ପଞ୍ଚାୟତର କଳପଡା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅନ୍ତର୍ଗତ ବଳିପାଳ ପଞ୍ଚାୟତର କଳପଡା ଗ୍ରାମରେ ଥିବା ନୀଳକଣ୍ଠେଶ୍ବର ମହାଦେବ ମନ୍ଦିରରୁ ଚୋରି ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ମନ୍ଦିରରରେ ଥିବା ଦାନପାତ୍ରକୁ ଭାଙ୍ଗି ୩ ଜଣ […]

ଅପରାଧ ଦେଶ ବିଦେଶ

ଅଗ୍ନିପଥ ଯୋଜନାକୁ ବିରୋଧ କରି ହିଂସା : ଷ୍ଟେସନରେ ଭଙ୍ଗାରୁଜା, ଟ୍ରେନରେ ନିଆଁ ଲଗାଇଲେ ଉତ୍ତ୍ୟକ୍ତ ଛାତ୍ର

ନୂଆଦିଲ୍ଲୀ ୧୬/୦୬: ବିହାରରେ ନିଆଁ । କେନ୍ଦ୍ର ସରକାରଙ୍କ ଅଘ୍ନିପଥ ଯୋଜନାକୁ ଜୋରଦାର ବିରୋଧ । ସେନାରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ବିହାରରେ ବ୍ୟାପକ ହିଂସାକାଣ୍ଡ ଘଟିଛି । କିଛି ରାଜନୈତିକ ଦଳ ଓ ଯୁବକ ସଙ୍ଗଠନ ଏହି ଯୋଜନା ବିରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। କେବଳ ବିହାର ନୁହେଁ ଗୁରୁଗ୍ରାମରେ ଏହାକୁ ତୀବ୍ର ବିରୋଧ କରାଯାଉଛି। ବିହାରର ବକ୍ସର, ଜାହାନାବାଦରେ ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଛାତ୍ରମାନେ […]

ଅପରାଧ ରାଜ୍ୟ

ଦୁଇ ଯୁବକଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ରାୟଗଡ଼ା ୧୬।୬: ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ରାୟଗଡ଼ା ଜିଲ୍ଲା କୁମ୍ଭିକୋଟା ଫାଣ୍ଡି ଅନ୍ତର୍ଗତ ପିଚୁଡି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ରାୟଗଡ଼ା ଜିଲ୍ଲା କୁମ୍ଭିକୋଟା ଫାଣ୍ଡି ଅନ୍ତର୍ଗତ ପିଚୁଡି ଗାଁରେ ଏକ ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇ ଜଣ ପିଚୁଡି ଓ ଉକାପାଡୁ ଗ୍ରାମର ବୋଲି ଜଣାପଡିଛି । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଅସୁସ୍ଥ ମହାପ୍ରଭୁଙ୍କୁ ସୁସ୍ଥ କରିବାକୁ ଲାଗିପଡିଛନ୍ତି ସେବକ : ଶୁକ୍ଳ ବସ୍ତ୍ର ପରିଧାନ କଲେ ଶ୍ରୀଜିଉ, ଲାଗି ହେଲା ଧଳାଫୁଲ

ପୁରୀ ୧୬।୦୬ : ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ମହାପ୍ରଭୁ । ଭଗବାନଙ୍କ ଅସୁସ୍ଥତାରେ ଯେମିତି ଶ୍ରୀମନ୍ଦିରରେ ନିରବତା ଛାଇଯାଇଛି। ମହାପ୍ରଭୁଙ୍କ ସୁସ୍ଥତା ପାଇଁ ସେବକମାନେ ଦିନରାତି ଏକ କରି ଦେଇଛନ୍ତି। ଅସୁସ୍ଥ ଶ୍ରୀବିଗ୍ରହଙ୍କୁ ଦଇତାପତି ସେବକମାନେ ଶୁକ୍ଳବସ୍ତ୍ର ଲାଗି କରାଇଛନ୍ତି। ଖଣ୍ଡିଏ ମାତ୍ର ଶୁକ୍ଳ ବସ୍ତ୍ରରେ ମହାପ୍ରଭୁ ଅଣସର ପିଣ୍ଡିରେ ବିଶ୍ରାମ ନେଇଛନ୍ତି। ସମସ୍ତ ଦଇତାପତି ମଧ୍ୟ ଶୁକ୍ଳ ବସ୍ତ୍ର ପରିଧାନ କରି ସେବାରେ ଯୋଗ ଦେଇଛନ୍ତି। ଶୁକ୍ଲ ବସ୍ତ୍ର ସହ […]

ଅପରାଧ ରାଜ୍ୟ

ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗର ୬ଗିରଫ, ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠାରୁ ଲୁଟ୍ କରିଥିଲେ

କରଞ୍ଜିଆ ୧୬/୦୬: ୬ ଆନ୍ତରାଜ୍ୟ ଡକାୟତଙ୍କୁ ଧରିଲା କରଞ୍ଜିଆ ପୋଲିସ, ଗତ ଏପ୍ରିଲ ୧୪ ତାରିଖରେ ୪୯ ନମ୍ବର ଜାତୀୟ ରାଜପଥ ମୂର୍ଗାପାଟ ପେଟ୍ରୋଲ ପମ୍ପ ନିକଟରୁ ଜଣେ ବ୍ୟବସାୟୀଙ୍କ ଠାରୁ ବନ୍ଧୁକ ମୁନରେ ୩୦ହଜାର ଟଙ୍କା ଲୁଟ ଘଟଣାରେ ୬ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍ଗରେ ସାମିଲ ହୋଇ ବିଭିନ୍ନ ଜାଗାରେ ଲୁଟ କରିଥିବା ନେଇ ପୋଲିସ ସୂଚନା ଦେଇଛି । ସେହିପରି […]

ଅପରାଧ ରାଜ୍ୟ

ବନ୍ଧୁକରୁ ଗୁଳି ଫୁଟାଇ ଧମକାଇଲେ, ଗିରଫ କଲା ପୋଲିସ

ଉଦଳା ୧୬।୬: ବନ୍ଧୁକ ଦେଖାଇ ଧମକାଇଲେ । ଗୁଳି ଫୁଟାଇ ଗିରଫ ହେଲେ ଯୁବକ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ନଛିପୁର ଗ୍ରାମରେ । ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ନଛିପୁର ଗ୍ରାମର ପୂଜା ସିଂଙ୍କ ଝିଅ ଏବଂ ଭଉଣୀ ଗ୍ରାମ ନିକଟରେ ଏକ ଗଛ ମୂଳରେ ଛିଡା ହୋଇ କୋଳି ଖାଉଥିଲେ । ଏହି ସମୟରେ ଉକ୍ତ ଗ୍ରାମର କାଳିଆ ସେନାପତି ସେଠାରେ ପହଞ୍ଚି ଉଭୟଙ୍କୁ ଗାଳି ଗୁଲଜ କରିବା ସହ ଏକ ଦେଶୀ […]