ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ତେଜୁଛି ଅଗ୍ନିପଥ ନିଆଁ : ଆଜି ଜନ୍ତରମନ୍ତରରେ କଂଗ୍ରେସର ଧାରଣା

ନୂଆଦିଲ୍ଲୀ ୧୯/୦୬: ଅଗ୍ନିପଥ ଯୋଜନାକୁ ବିରୋଧ କରି ସାରା ଦେଶର ଜଳୁଛି ପ୍ରତିବାଦର ନିଆଁ । ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଡେଉଁଛି ଆନ୍ଦୋଳନ । ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ତେଲେଙ୍ଗାନା ଆଦି ପ୍ରାୟ ୧୪ଟି ରାଜ୍ୟରେ ହିଂସାତ୍ମକ ରୂପ ନେଇଛି ଆନ୍ଦୋଳନ । ବିଶେଷ କରି ବିହାରରେ ଏହାର ଉଗ୍ର ରୂପ ଦେଖିବାକୁ ମିଳିଛି । କଂଗ୍ରେସ ମଧ୍ୟ ସରକାରଙ୍କ ଏହି ଯୋଜନା ବିରୋଧରେ ରବିବାର ରାଜରାସ୍ତାକୁ ଓହ୍ୱାଇବ ବୋଲି କହିଛି । ଅଗ୍ନିପଥ ଯୋଜନାକୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସରିଲା ନାସାଲ୍ କୋଭିଡ୍ ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲ୍; ଅନୁମତି ମିଳିଲେ ଲଞ୍ଚ ହେବ୍ ବିଶ୍ୱର ପ୍ରଥମ ନାସାଲ ଭ୍ୟାକ୍ସିନ୍

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ କ୍ଲିନିକାଲି ପ୍ରମାଣିତ ନାସାଲ କୋଭିଡ୍ ଭ୍ୟାକ୍ସିନର ଚିକିତ୍ସାଳୟ(କ୍ଲିନିକାଲି ଟ୍ରାଏଲ୍)ରେ ପରୀକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଭାରତୀୟ ବାୟୋଟେକ୍ ଡା. କ୍ରିଷ୍ଣା ଇଲ୍ଲା ସୂଚନା ଦେଇଛନ୍ତି। ସେ କହିଛନ୍ତି ” ତଥ୍ୟ ବିଶ୍ଳେଷଣ ଜାରି ରହିଛି। ସରିଲା ପରେ ଆମ ସବୁ ତଥ୍ୟ ପରିଚାଳକ ସଂସ୍ଥାନ(ରେଗୁଲେଟୋରୀ ଏଜେନ୍ସି)କୁ ଦେବୁ। ଯଦି ସବୁକିଛି ଠିକ୍‌ଠାକ୍ ରହିବ ତେବେ ନାସାଲ ଭ୍ୟାକ୍ସିନକୁ ଲଞ୍ଚ କରିବାକୁ ଆମକୁ ଅନୁମତି ମିଳିବ ଓ ଏହା ବିଶ୍ୱରେ ପ୍ରଥମ […]

ଦେଶ ବିଦେଶ ମନୋରଞ୍ଜନ

ବାପା-ଝିଅଙ୍କ ଡ୍ୟାନ୍ସ ଯୋଡି ଜବରଦସ୍ତ, ସମସ୍ତଙ୍କୁ କରୁଛି ଦିଓ୍ୱାନା

ମୁମ୍ବାଇ ୧୯।୦୬ : ପ୍ରତ୍ୟେକ ବାପାମାଆ ସେମାନଙ୍କର ପିଲାମାନଙ୍କର ବିବାହ ପାଇଁ ଅନେକ ସ୍ୱପ୍ନ ଦେଖନ୍ତି ।କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେମାନଙ୍କ ପିଲାମାନଙ୍କର ବିବାହର ସମସ୍ତ ଦାୟିତ୍ବ ପୂରଣ କରିବା ଏବଂ ସେମାନଙ୍କ ବିବାହରେ ମଜା ଉଠାଇବା । ଏହିପରି ଗୋଟିଏ ପିତାଙ୍କୁ ଦେଖିବାକୁ ମିଳିଛି । ଯିଏ ନିଜ ଝିଅ ବାହାଘରରେ ଖୁବ୍‌ ନାଚିଛନ୍ତି । ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ସମଗ୍ର ବିଷୟ ଜାଣିବା ପୂର୍ବରୁ, […]

ଖେଳ ଦେଶ ବିଦେଶ

ଇଂଲଣ୍ଡ ଗସ୍ତରୁ ଟି-୨୦ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଭାରତ : ଦ୍ରାବିଡଙ୍କ ମାଷ୍ଟରପ୍ଲାନ୍ କହିଲେ ଗାଙ୍ଗୁଲି

ନୂଆଦିଲ୍ଲୀ ୧୯/୦୬: କୋଚ୍ ରାହୁଲ ଦ୍ରାବିଡଙ୍କ ଅଧିନରେ ଭାରତ ଏବେ ଭିନ୍ନ ଭିନ୍ନ ସିରିଜ୍ ଖେଳୁଛି । ଏହାସହ ଦଳର ଲକ୍ଷ୍ୟ ଟି୨୦ ବିଶ୍ୱକପ୍ ଉପରେ ରହିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ପରେ ଭାରତ ଇଂଲଣ୍ଡ ଗସ୍ତ କରିବ ଓ ସେଠାରେ ହିଁ ବିଶ୍ୱକପର ପ୍ରକୃତ ମିଶନ ଆରମ୍ଭ ହୋଇଯିବ । ଏବେ ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି ମଧ୍ୟ ଟିମ୍ ଇଣ୍ଡିଆର ବିଶ୍ୱକପ ମିଶନ ଉପରେ ନିଜର ମତ ଦେଇଛନ୍ତି । କିପରି […]

ଖେଳ ଦେଶ ବିଦେଶ

ରବିବାର ଫାଇନାଲ୍ ଫାଇଟ୍ : ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ବିଜୟ ଲକ୍ଷ୍ୟରେ ପନ୍ତ ସେନା

ବେଙ୍ଗାଲୁରୁ,୧୯/୦୬: ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ସିରିଜ ନିର୍ଣ୍ଣାୟକ ପଞ୍ଚମ ଟି-ଟ୍ୱେଣ୍ଟି । ଉଭୟ ଦଳ ଇତି ମଧ୍ୟରେ ୨ଟି ଲେଖାଏଁ ମ୍ୟାଚ୍‌ ଜିତିସାରିଛନ୍ତି । ଫଳରେ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ଘରୋଇ ଗ୍ରାଉଣ୍ଡରେ ଭାରତ ପୂର୍ବରୁ କେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜ ଜିତିନାହିଁ । ୨୦୧୫ରେ ଦକ୍ଷିଣ ଆଫ୍ରିକା ଏଠାରେ ୩ମ୍ୟାଚ୍‌ ବିଶିଷ୍ଟ ସିରିଜକୁ ୨-୦ରେ ଜିତିଥିଲା । ୨୦୧୯ରେ ଅନୁଷ୍ଠିତ ସିରିଜ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୫୧ କୋଭିଡ୍ ସଂକ୍ରମିତ

ଭୁବନେଶ୍ୱର ୧୯।୦୬ : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୦ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୬ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୮୫୧କୁ ବୃଦ୍ଧି […]

ଅପରାଧ ରାଜ୍ୟ

ଟ୍ରାଭେଲ ମାଲିକଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ବଙ୍ଗୀୟ ମହିଳାଙ୍କୁ ମାଡମାରିବା ସହ ଦୁର୍ବ୍ୟବହାର

ପୁରୀ ୧୯।୦୬ : ପୁରୀ ସିଟି ରୋଡ ସ୍ଥିତ ଏକ ଟୁର ଆଣ୍ଡ ଟ୍ରାଭେଲ ମାଲିକ ବଙ୍ଗୀୟ ମହିଳାଙ୍କୁ ମାଡମାରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ‌।‌ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି କଲିକତାର ଶୀତଲ। ଖବର ଅନୁଯାୟୀ, ଶନିବାର ରାତିରେ ଶିତଲ ପୁରୀ ବୁଲିବାକୁ ଆସି ଚକାଡୋଳା ଟ୍ରାଭେଲ ମାଲିକ ଠାରୁ ସ୍କୁଟି ଭଡାରେ ନେଇଥିଲେ। ତେବେ ସ୍କୁଟି ଅବସ୍ଥା ଖରାଫ ଥିବାରୁ ସେ ଟ୍ରାଭେଲ ମାଲିକଙ୍କୁ କହିବା ସହ ଟଙ୍କା କାଟିବା ପାଇଁ କହିଥିଲେ। ପର୍ଯ୍ୟଟକଙ୍କ […]

ଅପରାଧ ରାଜ୍ୟ

ଡିଲ୍‌ ବେଳେ ମାଡିବସିଲା ଏସ୍‌ଟିଏଫ୍‌, ଦୁଇ ବଜ୍ରକାପ୍ତା ବେପାରୀ ଗିରଫ

ସୋନପୁର ୧୯।୦୬ : ବଜ୍ରକାପ୍ତା ବିକ୍ରି ପାଇଁ ଡ଼ିଲ୍ ବେଳେ ଧରିଲା ଏସଟିଏଫ୍‌। ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ସମ୍ମୁଖରେ ବଜ୍ରକାପ୍ତା ବିକ୍ରି ପାଇଁ ଡ଼ିଲ ସମୟରେ ଦୁଇ ଦଲାଲଙ୍କୁ ଧରିଛି STFl ଏଥିସହ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରି ବିନିକା ବନବିଭାଗ କାର୍ଯ୍ୟାଳୟକୁ ଅଣାଯାଇଛି l ଖବର ଅନୁଯାୟୀ, ଡୁଙ୍ଗୁରିପାଲି ଥାନା ସମ୍ମୁଖରେ ଶନିବାର ରାତି ପ୍ରାୟ ୯ଟା ସମୟରେ ବଜ୍ରକାପ୍ତାକୁ ବିକ୍ରି କରିବା ପାଇଁ ଡ଼ିଲ ହେଉଥିବା ବେଳେ ଏସଟିଫ ପଞ୍ଝା ରେ ଦୁଇଜଣ […]

ଅପରାଧ ରାଜ୍ୟ

ଘରୋଇ କଳିରୁ ସର୍ବନାଶ ! ବୋହୂର ଠେଙ୍ଗା ମାଡ଼ରେ ଶ୍ୱଶୁର ମୃତ

ସାନଖେମୁଣ୍ଡି ୧୯।୦୬: ବୋହୂର ଠେଙ୍ଗା ମାଡ଼ରେ ଶ୍ବଶୁର ମୃତ। ଗଞ୍ଜାମ ଜିଲ୍ଲା ଆସିକା ଥାନା କିଶୋରଚନ୍ଦ୍ର ପଲ୍ଲୀ ଗାଁରେ ଅଭାବନୀୟ ଘଟଣା l ମୃତ ଶ୍ବଶୁର ହେଲେ ୫୫ ବର୍ଷିୟ ସୀମାଞ୍ଚଳ ନାୟକ l ତେବେ ଏବେ ଯାଏଁ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘରୋଇ କଳହରୁ ଏଭଳି ଘଟିଥିବା ସନ୍ଦେହ କରାଯାଉଛି । ଆସିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି l ବୋହୂକୁ ଅଟକ ରଖି ପଚରାଉଚାର […]

ଖେଳ ଦେଶ ବିଦେଶ

ଇଂଲଣ୍ଡ ଗସ୍ତରୁ ଟି-୨୦ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଭାରତ : ଦ୍ରାବିଡଙ୍କ ମାଷ୍ଟରପ୍ଲାନ୍ କହିଲେ ଗାଙ୍ଗୁଲି

ନୂଆଦିଲ୍ଲୀ ୧୯/୦୬: କୋଚ୍ ରାହୁଲ ଦ୍ରାବିଡଙ୍କ ଅଧିନରେ ଭାରତ ଏବେ ଭିନ୍ନ ଭିନ୍ନ ସିରିଜ୍ ଖେଳୁଛି । ଏହାସହ ଦଳର ଲକ୍ଷ୍ୟ ଟି୨୦ ବିଶ୍ୱକପ୍ ଉପରେ ରହିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ପରେ ଭାରତ ଇଂଲଣ୍ଡ ଗସ୍ତ କରିବ ଓ ସେଠାରେ ହିଁ ବିଶ୍ୱକପର ପ୍ରକୃତ ମିଶନ ଆରମ୍ଭ ହୋଇଯିବ । ଏବେ ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି ମଧ୍ୟ ଟିମ୍ ଇଣ୍ଡିଆର ବିଶ୍ୱକପ ମିଶନ ଉପରେ ନିଜର ମତ ଦେଇଛନ୍ତି । କିପରି […]