ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

୨ଟି ଚୋରା କୋଇଲା ବୋଝେଇ ପିକଅପ୍ ଭ୍ୟାନ୍ ଜବତ, ଚାଳକ ଫେରାର

ଚାନ୍ଦବାଲି ୨୨।୬: ଭଦ୍ରକ ଜିଲ୍ଲା ଚାନ୍ଦବାଲି ସଦର ପଟ୍ରୋଲ ପମ୍ପ୍ ନିକଟରେ ୨ଟି ଚୋରା କୋଇଲା ବୋଝେଇ ପିକଅପ୍‌ ଭ୍ୟାନକୁ ଜବଦ କଲା ଚାନ୍ଦବାଲି ପୋଲିସ । ଚାନ୍ଦବାଲି ଥାନା ଅଧିକାରୀ କରୁଣାକର ରାଉତ ବୁଧବାର ବଳମ୍ବିତ ରାତିରେ ୨ଟି ଚୋରା କୋଇଲା ବୋଝେଇ ପିକଅପ୍ ଭ୍ୟାନ୍‌କୁ ଜବତ କରିଛି । କୋଇଲା ଗାଡ଼ି ଧାମରା ରେଳପଥରୁ ଚୋରା କୋଇଲା ନେଇ ଯଶୀପୁର ଅଞ୍ଚଳରୁ ବାହାରି ଚାନ୍ଦବାଲି ଆସୁଥିବା ସମୟରେ ଚାନ୍ଦବାଲି ପୋଲିସ ଖବର ପାଇ ଚୋରା […]

ଅପରାଧ ରାଜ୍ୟ

ଅଧିକ ଯୌତୁକ ଦାବି କରି ସ୍ତ୍ରୀକୁ ପୋଡି ମାରିଦେଲା ସ୍ବାମୀ ! ଥାନାରେ ଏତଲା

ସୋର ୨୨।୬: ସ୍ତ୍ରୀକୁ ସ୍ବାମୀ ପୋଡି ମାରିଦେଇଥିବା ଅଭିଯୋଗ ହୋଇଛି । ଏଭଳି ଅବାଭନୀୟ ଘଟଣା ସୋର ଅଞ୍ଚଳରେ ଦେଖିବାକୁ ମିଳିଛି । ଅଧିକ ଯୌତୁକ ଦାବି କରି ପୋଡି ମାରିଦେଇଥିବା ଅଭିଯୋଗ ଆଣୁଛନ୍ତି ମୃତ ମହିଳାଙ୍କ ମଉସା । ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ମଧୁସୂଦନପୁର ଗ୍ରାମର ତରୋଜ ପଣ୍ଡାଙ୍କ ସହ ୨୦୧୨ ମସିହାରେ ସିମୁଳିଆ ଥାନା ଖୀରକୋଣା ଗ୍ରାମର ବିଷ୍ଣୁମୋହନ ପଣ୍ଡାଙ୍କ ଝିଅ ସୁଜାତା ପଣ୍ଡାଙ୍କରର ହିନ୍ଦୁ ରୀତିନୀତି ଅନୁସାରେ ବିବାହ […]

ଅପରାଧ ରାଜ୍ୟ

ଗାଁ ଦାଣ୍ଡରେ ବୁଲିଲା ଭୁଜାଲି : ଜମିଜମା ବିବାଦରୁ ଆକ୍ରମଣ, ଜଣେ ଶିଶୁଙ୍କ ସମେତ ୪ ଗୁରୁତର

ସୋର ୨୨।୬: ଗାଁ ଦାଣ୍ଡରେ ବୁଲିଲା ଭୁଜାଲି ଓ ରଡ଼ । ଜମିଜମା ବିବାଦ ଉଗ୍ରରୂପ ନେବା ସହ ରଡ଼ ଓ ଭୁଜାଲି ଆକ୍ରମଣରେ ଶିଶୁ ସମେତ ୪ ଗୁରୁତର ହୋଇଛନ୍ତି । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଓହଡ଼ ଗ୍ରାମରେ ଘଟିଛି ଏଭଳି ଘଟଣା । ସୂଚନାଯୋଗ୍ୟ ଯେ, ଓହଡ଼ ଗାଁର ଗୌରାଙ୍ଗ ଦାସ ଓ ହରେକୃଷ୍ଣ ଦାସ ଦୁଇ ଭାଇଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଜମିଜମା ବିବାଦ ଲାଗି ରହିଥିଲା । ମଙ୍ଗଳବାର […]

ଅପରାଧ ରାଜ୍ୟ

ଘରେ କେହି ନଥିବା ବେଳେ ତାଲା ଭାଙ୍ଗି ପଶିଲେ ଚୋର, ଲୁଟିନେଲେ ଟଙ୍କା ଓ ସୁନାଗହଣା ସହ ମୂଲ୍ୟବାନ ଜିନିଷ

ଗଜପତି ୨୨।୬: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଶ୍ୟାମ ବିହାରରେ ଚୋରୀ । ଏହି ଅଞ୍ଚଳର ପ୍ରକାଶ ଚୌଧୁରୀଙ୍କ ଘରେ କେହି ନଥିବା ସୁଯୋଗ ନେଇ ଘରର ତାଲା ଭାଙ୍ଗି ସୁନାଗହଣା, ଟଙ୍କା ସହ ମୂଲ୍ୟବାନ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଛି । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ମଙ୍ଗଳବାର ରାତି ପ୍ରାୟ ୮ଟା ସମୟରେ ଘରୁ ଲୁଟ୍ ହୋଇଛି । ସେହି ସମୟରେ ପରିବାର ଲୋକେ ବ୍ୟବସାୟ ଉଦ୍ଦେଶ୍ୟରେ ବାହାରକୁ ଯାଇଥିଲେ । ରାତି […]

ଅପରାଧ ରାଜ୍ୟ

ଡେଲ୍‌ଟା ଛକ ସ୍କର୍ପିଓ ପୋଡି ଘଟଣା, ୪ ଜଣଙ୍କୁ ଅଟକ ରଖିଛି ଖଣ୍ଡଗିରି ପୋଲିସ

ଭୁବନେଶ୍ୱର ୨୧।୦୬: ଭୁବନେଶ୍ବର ଡେଲ୍‌ଟା ଛକରେ ସ୍କର୍ପିଓ ପୋଡି ଘଟଣା । ୪ ଜଣଙ୍କୁ ଅଟକ ରଖି ଖଣ୍ଡଗିରି ପୋଲିସର ପଚରାଉଚରା । ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ । ଖବର ଅନୁଯାୟୀ, ସୋମବାର ରାତିରେ ଡେଲଟା ଛକଗାଡି ଭଙ୍ଗାରୁଜା ସହ ଗଣ୍ଡଗୋଳ ହୋଇଥିଲା । ଏଥିର ଗାଡି ଗାଡ଼ି ଜାଳି ଦେଇଥିଲେ କିଛି ଯୁବକ । ଅକ୍ଷୟ ନାୟକଙ୍କ ଗାଡି ଚଲାଉଥିବା ଯୁବକଙ୍କୁ ତାର ବକେୟା ଟଙ୍କା ନଦେଉ […]

ଅପରାଧ ରାଜ୍ୟ

ଶବ ନେବାକୁ ମିଳିଲାନି ଆମ୍ବୁଲାନ୍ସ, କାନ୍ଧେଇ କାନ୍ଧେଇ ଘରକୁ ବୋହିନେଲେ ପରିବାରଲୋକ

ଟାଙ୍ଗୀ ୨୧।୬: ଟାଙ୍ଗୀ ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣେ ମହିଳାଙ୍କୁ ଚିକିତ୍ସା ପୂର୍ବରୁ ଡାକ୍ତର ମୃତ ଘୋଷଣା କରିଥିଲେ । ମହିଳାଙ୍କ ପରିବାର ଲୋକେ ମୃତଦେହକୁ ଘରକୁ ନେବାକୁ ଚାହୁଁଥିବା ବେଳେ ମେଡିକାଲ କ୍ୟାମ୍ପସ୍‌ରେ ଥିବା ଘରୋଇ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଦାଦାଗିରି ଆରମ୍ଭ ହୋଇଥିଲା । ଫଳରେ ମୃତ ମହିଳାଙ୍କ ପରିବାରଲୋକ ଶବକୁ କାନ୍ଧରେ ଘରକୁ ନେବାପାଇଁ ବାଧ୍ୟ ହୋଇଥିଲେ । ସୂଚନାଯୋଗ୍ୟ ଯେ, ନୟାଗଡ଼ ଜିଲ୍ଲା ପଟିଆ-ମାଳ ଗ୍ରାମର ଦାମ ନାୟକଙ୍କ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଯେଉଁ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ସବୁ ଓମିକ୍ରନ୍ ଭାରିଆଣ୍ଟର : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର ୨୧।୬: ରାଜ୍ୟରେ କୋଭିଡ୍ ସଂକ୍ରମଣ ଲଗାତାର ଉପର ମୁହାଁ ହେଉଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ରାଜ୍ୟରେ ଆଜିଠୁ ଇଣ୍ଟିଗ୍ରେଟେଡ଼ ସର୍ଭିଲାନ୍ସ ଆରମ୍ଭ ହୋଇଛି । କୋଭିଡ୍ ସଂକ୍ରମଣ ସହ ଟିବି, ଫାଇଲେରିଆ, ମ୍ୟାଲେରିଆ, ଡ଼ାଇରିଆ, ଡେଙ୍ଗୁ ଭଳି ରୋଗ ଚିହ୍ନଟ ପାଇଁ ଡୋର୍ ଟୁ ଡୋର୍ ସର୍ଭିଲାନ୍ସ କରାଯାଉଛି । ଗତ ୧୫ ଦିନରେ ରାଜ୍ୟରେ ସଂକ୍ରମଣ ସିଙ୍ଗଲ ଡିଜିଜ୍‌ରେ ରହୁଥିଲା । ଏବେ ତାହା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଟିମ୍‌ ଇଣ୍ଡିଆକୁ ଝଟ୍‌କା, କରୋନା ସଂକ୍ରମିତ ହେଲେ ରବିଚନ୍ଦ୍ରନ୍‌ ଅଶ୍ୱିନୀ

ମୁମ୍ବାଇ ୨୧।୦୬ : ଇଂଲଣ୍ଡ ଗସ୍ତ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା । ଭାରତୀୟ ଟିମ୍‌ର ଷ୍ଟାର ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ୱିନୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ସେ ଅଭ୍ୟାସ୍‌ ମ୍ୟାଚ୍‌ରୁ ବାଦ୍‌ ପଡିବା ସମ୍ଭାବନା ରହିଛି । ମିଳିଥିବା ଖବର ଅନୁଯାୟୀ, ୟୁକେ ଅଭିମୁଖେ ଗସ୍ତ କରିସାରିଛି ଟିମ୍‌ ଇଣ୍ଡିଆ । କିନ୍ତୁ ଏଥିରେ ରବିଚନ୍ଦ୍ରନ ଅଶ୍ୱିନୀ ଗସ୍ତ ଯାଇନାହାନ୍ତି । କାହିଁକି ନା ଟିମ୍‌ ଗସ୍ତ ପୂର୍ବରୁ ସମସ୍ତ ସଦସ୍ୟଙ୍କର କୋଭିଡ଼ ପରୀକ୍ଷଣ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ମାଲକାନଗିରି ସୀମାନ୍ତରେ ମାଓ ହିଂସା, ରାସ୍ତା ନିର୍ମାଣରେ ନିୟୋଜିତ ଥିବା ଗାଡିକୁ ପୋଡିଲେ

ମାଲକାନଗିରି ୨୧।୦୬ : ମାଲକାନଗିରି ସୀମାନ୍ତ ତେଲେଙ୍ଗାନାରେ ପୁଣି ମାଓ ହିଂସା । ଭଣ୍ଡାରି କୋତ୍ତାଗୂଡେମ ଜିଲ୍ଲାରେ ଗାଡି ପୋଡିଦେଲେ ମାଓବାଦୀ । ଖବର ଅନୁଯାୟୀ, ଚେରଲା ଥାନା ଗୋରକୋଣ୍ଡା ଗାଁ ନିକଟରେ ବନ ବିଭାଗ ତରଫରୁ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା । ଠିକ ଏହି ସମୟରେ ନକ୍ସଲ ମାନେ ସେଠାରେ ପହଞ୍ଚି ଏକ ପ୍ରୋକଲିନ ମେସିନକୁ ନିଆଁ ଲଗାଇ ପୋଡି ଦେଇଛନ୍ତି । ପୁର୍ବରୁ ଏହି ରାସ୍ତା କାମକୁ ବିରୋଧ କରି ଆସୁଥିଲେ ଲାଲ୍ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୫୩ କୋଭିଡ୍ ସଂକ୍ରମିତ

ଭୁବନେଶ୍ୱର ୨୧।୦୬ : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୩ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୫ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୯୫୦କୁ ବୃଦ୍ଧି ପାଇଛି […]