ଦେଶ ବିଦେଶ ମନୋରଞ୍ଜନ

ସୁସ୍ମିତା ସେନ୍‌ଙ୍କ ଭାଇ-ଭାଉଜ୍‌ଙ୍କ ସମ୍ପର୍କରେ ଫାଟ, ରାଜୀବଙ୍କୁ ଛାଡପତ୍ର ଦେବେ ଚାରୁ!

ମୁମ୍ବାଇ ୨୩।୦୬: ଟିଭି ଅଭିନେତ୍ରୀ ଚାରୁ ଅସୋପା ଏବଂ ରାଜୀବ ସେନ୍ ଅନେକ ଥର ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଥାଆନ୍ତି। ବିବାହର କିଛି ସମୟ ପରେ ସୁସ୍ମିତା ସେନ୍‌ଙ୍କ ଭାଇ ରାଜୀବଙ୍କ ଜୀବନରେ ଉତ୍ତେଜନା ଦେଖାଦେଇଥିଲା। ଯାହା ବିଷୟରେ ଖୁବ୍ ଆଲୋଚନା ହେଉଥିଲା। ବାସ୍ତବରେ, ବିବାହ ପୂର୍ବରୁ, ରାଜୀବ ଏବଂ ଚାରୁ ଡେଟ କରୁଥିଲେ। ବିବାହ କରିବା ପରେ ସେମାନଙ୍କ ଜୀବନରେ ସବୁକିଛି ଠିକ୍ ଚାଲିଥିଲା। ହେଲେ ହଠାତ୍‌ ଦୁହିଁଙ୍କ ମଧ୍ୟରେ ମତଭେଦ ହେବାର ଖବର […]

ଦେଶ ବିଦେଶ ମନୋରଞ୍ଜନ

ରାକ୍ଷୀ ଏବେ ଚାହୁଁଛନ୍ତି ୧୬ ବର୍ଷର ବୟଫ୍ରେଣ୍ଡ, ଆଦିଲ୍‌ଙ୍କୁ ନେଇ କହିଲେ ଏପରି କଥା

ମୁମ୍ବାଇ୨୩।୦୬: ବଲିଉଡ୍‌ର କନ୍‌ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାୱନ୍ତ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ପୁଣିଥରେ ଆଲୋଚନାର ବିଷୟ ପାଲଟିଛନ୍ତି ରାକ୍ଷୀ। ତାହା ପୁଣି ପ୍ରେମିକ ଆଦିଲଙ୍କ କାରଣରୁ। ରାକ୍ଷୀଙ୍କ ଜୀବନରେ ଆଦିଲଙ୍କ ଆସିବା ଦିନଠାରୁ, ସେ ତାଙ୍କ ସହିତ ସବୁଠାରେ ସ୍ପଷ୍ଟ ହେଉଛନ୍ତି । କିନ୍ତୁ ବର୍ତ୍ତମାନ ରାକ୍ଷୀଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଆଦିଲଙ୍କ ହାତ ଧରି ୧୬ ବର୍ଷର ପ୍ରେମିକ ବିଷୟରେ କହୁଛନ୍ତି। ନିକଟରେ ବିମାନବନ୍ଦରରେ ରାକ୍ଷୀଙ୍କୁ ଦେଖିବାକୁ ମିଳିଥିଲା […]

ଅପରାଧ ରାଜ୍ୟ

ଜମିଜମା ବିବାଦକୁ କେନ୍ଦ୍ରକରି ଗଣ୍ଡଗୋଳ, କଟୁରୀରେ ମରଣାନ୍ତକ ଆକ୍ରମଣ

ସାଲେପୁର ୨୩।୬: ଜମିଜମା ବିବାଦକୁ କେନ୍ଦ୍ରକରି ପରିବାର ଲୋକଙ୍କୁ ଆକ୍ରମଣ । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁର ଥାନା ରାଘବପୁର ଗ୍ରାମରେ। ଗାଁର ବସନ୍ତ ଦାସଙ୍କ ପୁତ୍ର ବାସୁଦେବ ଦାସ ସେହି ଗ୍ରାମର ନିର୍ମଳ ପ୍ରତାପ, ସୁବାସ ପ୍ରତାପ ଓ ବର୍ଷା ପ୍ରତାପଙ୍କୁ କଟୁରୀରେ ମରଣାନ୍ତକ ଆକ୍ରମଣ କରିଥିବା ନେଇ ସାଲେପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ସାଲେପୁର ପୋଲିସ ବସନ୍ତ ଦାସ ଓ ବାସୁଦେବ ଦାସକୁ ଥାନାରେ ଅଟକ ରଖି […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୭୩ କୋଭିଡ୍ ସଂକ୍ରମିତ

ଭୁବନେଶ୍ୱର ୨୩।୦୬ : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୪ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୧ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୯୦୬୮କୁ ବୃଦ୍ଧି ପାଇଛି […]

ଅପରାଧ ରାଜ୍ୟ

ବସ୍ତିରେ ବିଭତ୍ସ ହତ୍ୟା, ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ମାର୍ଶାଘାଇ ୨୩।୦୬: ବସ୍ତିରେ ବିଭତ୍ସ ହତ୍ୟା । ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ । କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ତେଣ୍ଡାକୁଡ଼ା ଗାଁରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ମୃତକଙ୍କ ନାମ ପ୍ୟାରୁନ୍‌ ବିବି ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ୱାମୀଙ୍କୁ ଅଟକ ରଖିଛି । ଖବର ଅନୁଯାୟୀ, ପାଟକୁରା ଥାନା ତେଣ୍ଡାକୁଡ଼ା ଗାଁର ସୟଦ ମାନାନା ଅଲ୍ଲୀ ବୁଧବାର ବିଳମ୍ଵିତ ରାତିରେ ଏକ ଟାଙ୍ଗିଆରେ ତାଙ୍କ ସ୍ତ୍ରୀ ପ୍ୟାରୁନ ବିବିଙ୍କୁ […]

ରାଜ୍ୟ ରାଶିଫଳ

ଜୁନ୍‌ ୨୩ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ– କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ବନ୍ଧୁ ସହାୟତାରୁ ଉପକୃତ ହେବେ । ସ୍ୱଚ୍ଛ ଆୟର ସୂଚନା ମିଳୁଛି । ବ୍ୟବସାୟ ସୁରୁଖୁରୁରେ ଚାଲିବ । ସୁସ୍ଥ ଓ ନିରାମୟ ରହିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩ । ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ । ରୋଗୀ- ଅସାଧ୍ୟ ରୋଗରୁ ମୁକ୍ତ ହେବେ । ଛାତ୍ରଛାତ୍ରୀ- ପାଠପଢାରେ […]

ଅପରାଧ ରାଜ୍ୟ

ବେଆଇନ୍ କରତକଳ ଉପରେ ଚଢାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ସହ କାଠ ଜବତ

ବାଲିପାଟଣା ୨୩/୦୬: ବେଆଇନ୍ କରତକଳ ଉପରେ ଚଢାଉ । ବାଲିପାଟଣା ବନାଞ୍ଚଳ ଅଧିନ ସରିପୁର ଏବଂ ଡେଙ୍ଗ ଠାରେ ଥିବା ୨ଟି କରତକଳ ଉପରେ ଫରେଷ୍ଟ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଚଢାଉରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଶଂ ଜବତ ହୋଇଛି । ଏହା ସହ ଲକ୍ଷାଧିକ ଟଙ୍କାର ଶାଗୁଆନ୍ ଭଳି ବହୁ ମୂଲ୍ୟବାନ୍ କାଠ ମଧ୍ୟ ଜବତ ହୋଇଛି । ବାଲିପାଟଣା ବନାଞ୍ଚଳ ଅଧିନରେ ଅନେକ ବେଆଇନ୍ କରତକଳ ଗଢି ଉଠିଛି । ଏହାକୁ ନେଇ […]

ଅପରାଧ ରାଜ୍ୟ

ରାଜସ୍ଥାନରେ ଲଜ୍ଜା : ତିନି ପିଲାର ମାଙ୍କ ସହ ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଅଟୋ ଡ୍ରାଇଭର ଏବଂ ୩ ସାଥୀ ଫେରାର

ଜୟପୁର ୨୨।୦୬ : ରାଜସ୍ଥାନ ଉଦୟପୁରରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ ତଥା ତିନି ପିଲାଙ୍କର ମାଆଙ୍କ ସହ ଗଣଦୁଷ୍କର୍ମ ହୋଇଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଟୋ ଡ୍ରାଇଭର ଓ ତାଙ୍କର ୩ ଜଣ ସାଥୀ ସାମିଲ ଥିବା ସୂଚନା ମିଳିଛି । ଏବେବି ସମସ୍ତ ଅଭିଯୁକ୍ତ ଫେରାର ଅଛନ୍ତି । ସେପଟେ ଆପବିତି ଥାନାରେ ଅଟୋ ଡ୍ରାଇଭର ଓ ତାଙ୍କର ୩ ଜଣ ସାଥୀଙ୍କ ନାଁରେ ଗଣଦୁଷ୍କର୍ମ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ମହାରାଷ୍ଟ୍ର ମହାନାଟକ: CM ଉଦ୍ଧବ ଠାକରେ କରୋନା ସଂକ୍ରମିତ

ମହାରାଷ୍ଟ୍ର ୨୨/୦୬ : ମହାରାଷ୍ଟ୍ର ମହାନାଟକ ମଧ୍ୟରେ ଗୋଟିଏ ପରେ ଗୋଟିଏ ଘଟଣା ଘଟିଥିବା ନଜର ଆସୁଛି । ଏହାରି ଭିତରେ ମହାରାଷ୍ଟ୍ର ସିଏମ ଉଦ୍ଧବ ଠାକରେ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସୂଚନା କଂଗ୍ରେସ ନେତା କମଲନାଥ ସ୍ପଷ୍ଟ କରିଛନ୍ତି । ଏହା ପୂର୍ବରୁ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ ବି କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କମଲନାଥଙ୍କୁ କଂଗ୍ରେସ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଧିକ ଯୌତୁକ ଦାବି କରି ସ୍ତ୍ରୀକୁ ପୋଡି ମାରିଦେଲା ସ୍ବାମୀ ! ଥାନାରେ ଏତଲା

ସୋର ୨୨।୬: ସ୍ତ୍ରୀକୁ ସ୍ବାମୀ ପୋଡି ମାରିଦେଇଥିବା ଅଭିଯୋଗ ହୋଇଛି । ଏଭଳି ଅବାଭନୀୟ ଘଟଣା ସୋର ଅଞ୍ଚଳରେ ଦେଖିବାକୁ ମିଳିଛି । ଅଧିକ ଯୌତୁକ ଦାବି କରି ପୋଡି ମାରିଦେଇଥିବା ଅଭିଯୋଗ ଆଣୁଛନ୍ତି ମୃତ ମହିଳାଙ୍କ ମଉସା । ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ମଧୁସୂଦନପୁର ଗ୍ରାମର ତରୋଜ ପଣ୍ଡାଙ୍କ ସହ ୨୦୧୨ ମସିହାରେ ସିମୁଳିଆ ଥାନା ଖୀରକୋଣା ଗ୍ରାମର ବିଷ୍ଣୁମୋହନ ପଣ୍ଡାଙ୍କ ଝିଅ ସୁଜାତା ପଣ୍ଡାଙ୍କରର ହିନ୍ଦୁ ରୀତିନୀତି ଅନୁସାରେ ବିବାହ […]