ଟିମ୍ ଇଣ୍ଡିଆ ପାଇଁ ଗୁଡ୍ ନ୍ୟୁଜ୍, ପଞ୍ଚମ ଟେଷ୍ଟ ପୂର୍ବରୁ ଇଂଲଣ୍ଡର ଷ୍ଟାର୍ ବୋଲର ଏକାଦଶରୁ ଆଉଟ୍
ନୂଆଦିଲ୍ଲୀ ୨୩।୦୬ : ଆସନ୍ତା ମାସରୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ଅନ୍ତିମ ଟେଷ୍ଟ ମ୍ୟାଚ୍ । ଏହାପୂର୍ବରୁ ଗୁରୁବାର ଦିନ ଅଭ୍ୟାସ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । କିନ୍ତୁ ଏହାପୂର୍ବରୁ ଇଂଲଣ୍ଡ ଟିମ୍କୁ ଲାଗିଛି ଜୋରଦାର୍ ଝଟ୍କା । ପ୍ରଥମ ଟେଷ୍ଟରୁ ବାଦ୍ ପଡିବେ ଇଂଲଣ୍ଡ ଟିମ୍ର ଷ୍ଟାର ବୋଲର ଜେମ୍ସ ଆଣ୍ଡରସନ୍ । ଖବର ଅନୁଯାୟୀ, ଜୁଲାଇ ୧ରୁ ଭାରତ-ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ଟେଷ୍ଟ ମ୍ୟାଚ୍ । ୨୦୨୧ରେ ପାଞ୍ଚିଟିକିଆ ଟେଷ୍ଟ ସିରିଜ୍ […]