ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଭୁବନେଶ୍ୱର ରେଳ ଷ୍ଟେସନରୁ ନିଖୋଜ ସ୍ୱିଟି ହାୱଡ଼ାରେ ଠାବ, ପୁରୁଷ ବନ୍ଧୁ ସହ ନଜର ଆସିଥିବା ସିସିଟିଭିରୁ ସୁରାକ୍

ଭୁବନେଶ୍ୱର ୨୫/୦୬: ଭୁବନେଶ୍ୱର ରେଳ ଷ୍ଟେସନରୁ ଜଣେ ଇଜିନିୟରିଂ ଛାତ୍ରୀ ସ୍ୱିଟି ରାୟ ନିଖୋଜ ଘଟଣାରେ ଜିଆରପି ମିଳିଲା ସୁରାକ। ପଶ୍ଚିମବଙ୍ଗ ହାୱଡ଼ା ଷ୍ଟେସନର ସିସିଟିଭି ଫୁଟେଜ୍‌ରୁ ସ୍ୱିଟି ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଠାବ କରିଛି ଜିଆରପି । ଏବେ ସେମାନେ ଚିତ୍ତପୁର ଟାଉନ୍‌ରେ ଥିବା ଜଣାପଡ଼ିଛି । ତାଙ୍କୁ ଟ୍ରେସ କରିବା ପାଇଁ ପୋଲିସ ୨ଟି ଟିମ୍ ତଦନ୍ତ ଚଲାଇଥିବା ଜଣାପଡିଛି। ସ୍ୱିଟିଙ୍କ ଘର ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜୟପୁରର ଜେସର ରୋଡ୍‌ରେ […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଟିମ୍ ଇଣ୍ଡିଆ ବିପକ୍ଷରେ ଅର୍ଦ୍ଧଶତକ ଲଗାଇଲେ ପନ୍ତ : ସ୍କୁପ୍ ସଟ୍ ଦେଖି ଫ୍ୟାନ୍ସ ବି ଚକିତ

ନୂଆଦିଲ୍ଲୀ ୨୫/୦୬: ଭାରତୀୟ ଓ୍ୱିକେଟ୍ କିପର ଋଷଭ ପନ୍ତ ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଖରାପ ପ୍ରଦର୍ଶନ କରିଥିଲେ । ସେ ଟି୨୦ ସିରିଜରେ ମାତ୍ର ୫୮ ରନ୍ କରିଥିଲେ । ଏହାପରେ ତାଙ୍କୁ ଖୁବ୍ ସମାଲୋଚନା କରାଯାଉଥିଲା । କିନ୍ତୁ ଏବେ ଓ୍ନାର୍ମଅଫ୍ ମୁକାବିଲାରେ ସେ ଅର୍ଦ୍ଧଶତକ ଲଗାଇ ସମାଲୋଚକଙ୍କୁ ମୁହାଁତୋଡ ଜବାବ ଦେଇଛନ୍ତି । ରିପୋର୍ଟ ଅନୁସାରେ, ଇଂଲଣ୍ଡ ଗସ୍ତରେ ଭାରତୀୟ ଟିମ୍ ଏବେ ଓ୍ୱାର୍ମଅଫ୍ ମ୍ୟାଚ୍ ଖେଳୁଛି । ଏହି ମୁକାବିଲା […]

ଅପରାଧ ରାଜ୍ୟ

ଅଜଣା ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା, ହତ୍ୟା ପରେ ଜଙ୍ଗଲରେ ଫିଙ୍ଗିଦେଇଥିଲେ !

ଆଠଗଡ ୨୫/୦୬: ଆଠଗଡ଼ ଥାନା ଜେନାପଦା ଶାଳବଣୀ ଜଙ୍ଗଲ ମଧ୍ୟରେ ଜଣେ ଅଜଣା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାରେ ଏଯାଏଁ ପରିଚୟ ମିଳିପାରି ନାହିଁ । ମହିଳାଙ୍କୁ କେହି ହତ୍ୟା କରି ଜଙ୍ଗଲରେ ଫୋପାଡି ଦେଇଥିବା ଆଶଙ୍କା କରାଯାଉଛି । ସୂଚନା ଥାଉକି, ଆଠଗଡ଼ ଥାନା ୬୫ ନମ୍ବର ରାଜ୍ୟ ରାଜପଥ ଜେନାପଦା ଶାଳବଣୀ ଜଙ୍ଗଲ ମଧ୍ୟରେ ଜଣେ ମହିଳାଙ୍କ ଗଳିତ ମୃତଦେହ ସ୍ଥାନୀୟ ଲୋକ ଦେଖି ଆଠଗଡ଼ ପୋଲିସକୁ ଖବର ଦେବାପରେ ପୋଲିସ ଘଟଣା […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଅନବସର ଦର୍ଶନ, ଖିରିଖିଆ ଠାକୁରଙ୍କ ଆଶିଷ ପାଇବାକୁ ଶ୍ରଦ୍ଧାଳୁଙ୍କ ଭିଡ

ବ୍ରହ୍ମଗିରି ୨୫/୦୬: ୧୧ ଦିନରେ ମହାପ୍ରଭୁ ଶ୍ରୀ ଅଲାରନାଥ ଙ୍କ ଅନବସର ଦର୍ଶନ । ଅଲାରନାଥଙ୍କ ଅନବସର ଦର୍ଶନକୁ ରହିଲା ଆଉ ୩ ଦିନ । ଆଜି ଅନବସର ଦ୍ୱାଦଶୀ ତିଥିରେ ଦର୍ଶନ କରିବା ପାଇଁ ଦ୍ୱାର ଖୋଲା ହେବାଠାରୁ ଗହଳି ଆରମ୍ଭ ହେବା ସହ ବ୍ୟାରିକେଡ ଲମ୍ବା ଲାଇନରେ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଛି । ସ୍ନାନ ବେଦୀରେ ଅତ୍ୟଧିକ ସ୍ନାନ ପରେ ଶ୍ରୀଜୀଉଙ୍କୁ ଜ୍ୱର ହେବା ପରେ ଏବେ ସେବାୟତଙ୍କ ଓଷ ଲାଗିହେବା […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିସିସିଆଇକୁ ଚେକ୍ ଦେବ ପିସିବି ! ଜୟ ଶାହଙ୍କ ନିଷ୍ପତ୍ତିକୁ ଆଇସିସିରେ କରିବ ଚ୍ୟାଲେଞ୍ଜ୍

ନୂଆଦିଲ୍ଲୀ ୨୫/୦୬: ପାକିସ୍ତାନ କ୍ରିକେଟ୍ ବୋର୍ଡ ବିସିସିଆଇକୁ ଚେକ୍ ଦେବାକୁ ପ୍ରକ୍ରିୟା ଆରମ୍ଭ କରିଛି । ନିକଟରେ ବିସିସିଆଇ ସମ୍ପାଦକ ଜୟ ଶାହ ଦେଇଥିବା ମନ୍ତବ୍ୟକୁ ନେଇ ପିସିବି ବିସିସିଆଇକୁ ଘେରିବା ପାଇଁ ଆଗକୁ ବଢିଛନ୍ତି ରମିଜ ରାଜା । ଜୟ ଶାହ କହିଥିଲେ ଯେ, ଆସନ୍ତା ବର୍ଷା ଆଇପିଏଲ ଅଢେଇ ମାସ ଧରି ଚାଲିବ । ଏଥିପାଇଁ ଆଇସିସିର ଫ୍ୟୁଚର୍ ଟୁର୍ ପ୍ରୋଗ୍ରାମ୍ ଅଢେଇ ମାସ ପ୍ରଭାବିତ ହୋଇପାରେ । ଏବେ ପିସିବି ଜୟ ଶାହଙ୍କ […]

ଅପରାଧ ରାଜ୍ୟ

ନକଲି ସିମେଣ୍ଟ କାରଖାନା ଠାବ, ୭ ଅଟକ

ଯାଜପୁର ୨୫।୦୬: ନକଲି ସିମେଣ୍ଟ କାରଖାନା ଠାବ। କଳିଙ୍ଗନଗର ଥାନା ଗୋଲାଗାଁ ନିକଟରେ ଠାବ ହେଲା ନକଲି ସିମେଣ୍ଟ କାରଖାନା । ୨୦୦ ବସ୍ତାରୁ ଅଧିକ ନକଲି ସିମେଣ୍ଟ ବସ୍ତା ଜବତ କଲା ପୋଲିସ। କାରବାରରେ ସମ୍ପୃକ୍ତି ଥିବା ୭ ଜଣ ଥାନାରେ ଅଟକ ରଖିଛି ପୋଲିସ। ଖବର ଅନୁଯାୟୀ, ଯାଜପୁର କଳିଙ୍ଗନଗର ଗୋଲାଗାଁ ନିକଟରେ ଏକ ନକଲି ସିମେଣ୍ଟ କାରଖାନା ଚାଲୁଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏନେଇ କଳିଙ୍ଗନଗର ଥାନା ପୋଲିସ […]

ଅପରାଧ ରାଜ୍ୟ

କଖାରୁ ଗଛ ଓପଡାକୁ ନେଇ ତୁମୁଳକାଣ୍ଡ, ନାତିର ଠେଙ୍ଗା ମାଡରେ ଆଈର ମୃତ୍ୟୁ

ସମ୍ବଲପୁର ୨୫/୦୬: ନାତିର ଠେଙ୍ଗା ମାଡରେ ଆଈର ମୃତ୍ୟୁ । କଖାରୁ ଗଛ ଓପାଡି ଦେବାରୁ ଆଇକୁ ଠେଙ୍ଗାରି ପିଟି ହତ୍ୟା । ସମ୍ବଲପୁର କିସିଣ୍ଡା ଥାନା ବଲମ ପିତାବଳୀପଡାରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ଜଣକ ହେଲେ ସୁକାନ୍ତୀ ମୁଣ୍ଡା । ଗତକାଲି ରାତିରେ ଏହି ଘଟଣା ଘଟିଥିବାବେଳେ ପୋଲିସ ୨ ଜଣ ନାତିଙ୍କୁ ଗିରଫ କରିଛି । ନାତି ପରମେଶ୍ବରଙ୍କ ସ୍ତ୍ରୀ ଏକ କଖାରୁ ଗଛ ଲଗାଇଥିବାବେଳେ ତାକୁ କିଏ ଓପାଡି […]

ଅପରାଧ ରାଜ୍ୟ

ରାଉରକେଲାରେ ଏନ୍‌କାଉଣ୍ଟର : ଅପରାଧୀ ଗୁରୁତର, AK-47 ଜବତ

ରାଉରକେଲା ୨୫।୦୬: ରାଉରକେଲାରେ ଏନକାଉଣ୍ଟର। ରାଉରକେଲା ଚାନ୍ଦିପୋଷ ଥାନା ଅଞ୍ଚଳରେ ଏନ୍‌କାଉଣ୍ଟର । ଏହି ଏନକାଉଣ୍ଟରରେ ଜଣେ କୁଖ୍ୟାତ ଅପରାଧୀ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ RGHରେ ଭର୍ତ୍ତି କରାଯାଇଛି । ତେବେ ଗୁରୁତର ଅପରାଧୀ ହେଲେ ବିଶ୍ବଜିତ ସାହୁ । ତାଙ୍କ ବାମ ଗୋଡରେ ବାଜିଛି ଗୁଳି ।ଏହାସହ ଅନ୍ୟ ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଏନ୍‌କାଉଣ୍ଟରରେ ଅପରାଧୀ ଠାରୁ ଗୋଟିଏ AK-47 ରାଇଫଲ୍, ଗୋଟିଏ ପିସ୍ତଲ, ୧୫ରୁ […]

ଅପରାଧ ରାଜ୍ୟ

ମଦ କାଉଣ୍ଟର ପଛ ପଟୁ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ପଟ୍ଟାମୁଣ୍ଡାଇ ୨୫।୬: ମଦ କାଉଣ୍ଟର ପଛ ପଟୁ ଯୁବକଙ୍କ ମୃତଦେହ ଠାବ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳରେ ପଡିଛି ଯୁବକଙ୍କ ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ରାଜନଗର ସ୍ଥିତ ଏକ ମଦ କାଉଣ୍ଟର ପଛ ପଟେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଇଲା । ମୃତଦେହ ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା ଘଟଣା : ଡିଏସପି ସସପେଣ୍ଡ୍, ତଦନ୍ତ କରିବେ ଏଡିଜିପି

ନୂଆଦିଲ୍ଲୀ ୨୫/୦୬: କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ୱାଏନାଡ କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣାରେ ରାଜ୍ୟ ସରକାର ଆକ୍ସନ ନେଇଛନ୍ତି । ସରକାର ଆକ୍ରମଣ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆହୁରି ମଧ୍ୟ ତଦନ୍ତ ପାଇଁ ଏଡିଜିପିଙ୍କୁ ଦାୟିତ୍ୱ ଦେଇଛନ୍ତି । ଏହାସହ କଲପେଟ୍ଟା ଡିଏସକିଙ୍କୁ ମଧ୍ୟ ସରକାର ନିଲମ୍ବନ କରିଛନ୍ତି । କେରଳ ସିଏମଓ ଅନୁସାରେ, ଏଡିଜିପି ମାମଲାର ଯାଞ୍ଚ କରିବେ । ଏକ ସପ୍ତାହ ମଧ୍ୟରେ ତାଙ୍କୁ ରିପୋର୍ଟ ଦେବାକୁ […]