୩ ଗିରଫ ସହ ୧୦୫ କେଜି ଗଞ୍ଜେଇ ଜବତ
କନ୍ଧମାଳ- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୁଣି ବଡ଼ ସଫଳତା ପିକଅପ୍ ଡାଲା ଗାଡ଼ି ସହ ୧୦୫ କେଜି ଗଞ୍ଜେଇ ଜବତ କରିଛି ଫିରିଙ୍ଗିଆ ପୁଲିସ ଏଥିସହ ୩ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି । ଖରିଫ ଅଭିଯୁକ୍ତ କୁମାର ମଣ୍ଡଳ ,ରାମଯାନ ଖାନ ପଶ୍ଚିମବଙ୍ଗ ଓ ଟୁନା ପ୍ରଧାନ ବାଦଗଡ୍ ଗଞ୍ଜାମ । ଗତ କାଲି ସକାଳ ୧୦ ଟା ସମୟରେ ଫିରିଙ୍ଗିଆ ପୋଲିସ କୁ ଗଞେଇ ଚାଲାଣ ହେଉଥିବା ନେଇ ସୂଚନା ମିଳିଥିବା […]