ଅଭିନେତ୍ରୀ ମୀନାଙ୍କ ସ୍ୱାମୀ ବିଦ୍ୟାସାଗରଙ୍କ ପରଲୋକ, ଅନେକ ସଂକ୍ରମଣରେ ପୀଡିତ ଥିଲେ
ନୂଆଦିଲ୍ଳୀ ୨୯।୦୬: ସାଉଥ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ମୀନାଙ୍କ ସ୍ୱାମୀ ବିଦ୍ୟାସାଗରଙ୍କ ପରଲୋକ। ସୋମବାର ଚେନ୍ନାଇରେ ତାଙ୍କର ଦେହାନ୍ତ ହୋଇଛି। ଖବର ଅନୁଯାୟୀ, ତାଙ୍କର ଫୁସ୍ଫୁସ୍ ଅନେକ ସଂକ୍ରମଣ ହୋଇଥିଲା। ଏହାକୁ ନେଇ ଗତ କିଛି ମାସ ଧରି ଚିକିତ୍ସା ଚାଲିଥିଲା। ମୃତ୍ୟୁ ବେଳକୁ ବିଦ୍ୟାସାଗରଙ୍କ ପ୍ରାୟତଃ ବୟସ ୪୮ ବର୍ଷ ହୋଇଥିଲା । ମୀନାଙ୍କ ସ୍ୱାମୀଙ୍କ ମୃତ୍ୟୁକୁ ନେଇ ସରତ କୁମାର ଟ୍ୱିଟରରେ ସେୟାର କରିଛନ୍ତି। ବିଦ୍ୟାସାଗର ବାଙ୍ଗାଲୋରର ଜଣେ ବ୍ୟବସାୟୀ ଥିଲେ। ଦୁହେଁ ୨୦୦୯ […]