ଅପରାଧ ରାଜ୍ୟ

ମହଙ୍ଗା ପଡିଲା ବିବାହର ପ୍ରତିଶୃତି ଦେଇ ସମ୍ପର୍କ ରଖିବା, ବନ୍ଧାହେଲେ ତପନ

ଭୁବନେଶ୍ୱର ୩୦।୦୬ : ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ଯୁବକଙ୍କ ପାଇଁ ପଡିଲା ମହଙ୍ଗା । ଗିରଫ ହେଲେ ପଣ୍ଡାକୁଦିଆ ବସ୍ତିର ଯୁବକ ତପନ କୁମାର ଦିଗଲ । ଘଟଣାରେ ଆହୁରି ତଦନ୍ତ କରୁଛି ପୋଲିସ । ଖବର ଅନୁଯାୟୀ, ଜଣେ ୧୭ ବର୍ଷୀୟ ନାବାଳିକା ସହ ତପନ ବିବାହ ପୂର୍ବରୁ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ନେଇ ଭରତପୁର ଥାନାରେ ଅଭିଯୋଗ ହୋଇଥିଲା। ଏପିରିକି ତପନ ଶାରୀରିକ ସମ୍ପର୍କ ରଖି ନାବାଳିକାକୁ ତିନି […]

ଅପରାଧ ରାଜ୍ୟ

ଅସହ୍ୟ କଲାଣି କୁକୁଡା ଫାର୍ମ, ସ୍ଥାନାନ୍ତର ଦାବିରେ ଘେରାଓ ସହ ପଞ୍ଚାୟତବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଢେଙ୍କାନାଳ ୩୦।୬: ଜନବସତି ନିକଟରେ ବଡ଼ ଧରଣର କୁକୁଡା ଫାର୍ମକୁ ନେଇ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ନଠୁଆ ପଞ୍ଚାୟତରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ନାଠୁଆ ଓ ଚାଉଳିଆ ପଞ୍ଚାୟତର ଲୋକମାନେ ଗୁରୁବାର ଏହି କୁକୁଡ଼ା ଫାର୍ମକୁ ଘେରାଓ କରିଛନ୍ତି । ଫାର୍ମ ସମ୍ମୁଖରେ ନାରାବାଜି ଦେଇ ବିକ୍ଷୋଭ ପ୍ରଦର୍ଶନ ସାଙ୍ଗକୁ ଗଣଧାରଣରେ ବସିଛନ୍ତି ପଞ୍ଚାୟତବାସୀ । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ନାଠୁଆ ପଞ୍ଚାୟତର ଜନବସତି […]

ଅପରାଧ ରାଜ୍ୟ

ଡାକ୍ତରଖାନାରେ ଡାକ୍ତରଙ୍କୁ ମାଡ ମାରି ଯୁବକ ଅଟକ

ବାସୁଦେବପୁର ୩୦।୬: ଭଦ୍ରକ ଜିଲ୍ଲା ବାସୁଦେବପୁର ଡାକ୍ତରଖାନାରେ ବୁଧବାର ମଧ୍ୟ ରାତ୍ରରେ ଜଣେ ଯୁବକ ଡାକ୍ତରଙ୍କୁ ମାଡ ମାରିବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବ୍ରାହ୍ମଣୀ ଗାଁ ଅଂଚଳର ଅଶୋକ ପାଣିଗ୍ରାହୀଙ୍କ ପୁଅ ଧ୍ରୁବ ବୁଧବାର ରାତିରେ ଭଉଣୀର ରକ୍ତଚାପ ବଢିଯିବାରୁ ରାତି ପ୍ରାୟ ଅଢେଇଟା ସମୟରେ ୧୦୮ ଆମ୍ବୁଲାନ୍ସ ସାହାଯ୍ୟୟରେ ବାସୁଦେବପୁର ଡାକ୍ତରଖାନା ନେଇ ଆସିଥିଲେ । ଡାକ୍ତରଖାନାରେ ଡାକ୍ତର ଅମରେନ୍ଦ୍ର ଜାନା ଶୋଇଥିବା ସମୟରେ ଧ୍ରୁବ ଡାକ୍ତରଙ୍କୁ ଡାକିଥିଲେ । ଡାକ୍ତର […]

ଅପରାଧ ରାଜ୍ୟ

SBI ଏଟିଏମ୍‌ରୁ ଟଙ୍କା ଲୁଟ୍, ଗ୍ୟାସ୍ କଟରରେ କାଟିଦେଇଛନ୍ତି ସଟର

ଆନନ୍ଦପୁର ୩୦।୬: କେନ୍ଦୁଝର ଘଷିପୁରା ଥାନା ଧକୋଠା ଜାତୀୟ ରାଜପଥ ୨୦ ପାର୍ଶ୍ବରେ ଥିବା ଏସବିଆଇ ଏଟିଏମରୁ ଲୁଟ୍ । ବୁଧବାର ବିଳମ୍ବିତ ରାତିରେ କିଛି ଦୃର୍ବୃତ୍ତ ଏଟିଏମ୍ ଥିବା ବ୍ଲିଡିଂର ଲାଇନ୍ କାଟିବା ପରେ ଗ୍ୟାସ୍ କଟର ସାହାଯ୍ୟରେ ସଟର କାଟିବା ସହ ଏଟିଏମକୁ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି । ତେବେ ଏଟିଏମରୁ କେତେ ଟଙ୍କା ଲୁଟ୍ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଗୁରୁବାର ସକାଳୁ ଭଡା ଘରେ ଚାଲିଥିବା ଏହି […]

ଅପରାଧ ରାଜ୍ୟ

ଲାଞ୍ଚ ନେଇ ଧରାପଡିଲେ ପଞ୍ଚାୟତ ପିଇଓ, ବିଲ୍‌ ପାସ କରିବାକୁ ନେଉଥିଲେ ୬ହଜାର ଟଙ୍କା

ବ୍ରହ୍ମପୁର ୩୦।୦୬ : ଲାଞ୍ଚ ନେଇ ଧରାପଡିଲେ ପଞ୍ଚାୟତ ପିଇଓ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ୍ ତୁତୁବୁଡି ପଞ୍ଚାୟତ ପିଇଓ ରାଜେନ୍ଦ୍ର କୁମାର ବେହେରା । ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ । ଖବର ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘର ବାବଦର ଶେଷ ପର୍ଯ୍ୟାୟର ୩୦ ହଜାର ଟଙ୍କା ରିଲିଜ୍ କରିବାକୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏକକାଳୀନ କେ ନୂଆଗାଁ ଥାନା ଅନ୍ତର୍ଗତ ବନମାଳି […]

ଅପରାଧ ରାଜ୍ୟ

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ତାମିଲନାଡୁରେ ଓଡିଆ ଯୁବକଙ୍କ ମୃତ୍ୟୁ

ବୌଦ୍ଧ ୩୦।୬: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ତାଲବେଡା ଗ୍ରାମର ଜଣେ ଯୁବକ ଦାଦନ ଖଟିବାକୁ ସୁଦୁର ତାମିଲନାଡୁ ଯାଇଥିବା ବେଳେ ଟ୍ରକ୍ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ତାଲବେଡା ଗ୍ରାମର ଇତିହାସ ରଣାଙ୍କ ପୁଅ ମୁକେଶ ରଣା ୪ ମାସ ପୂର୍ବେ ଦାଦନ ଖଟିବାକୁ ଯାଇ ସୁଦୂର ତାମିଲନାଡୁ ବେମ୍ବିସେଲ ସହରର ଏକ ଚିଙ୍ଗୁଡ଼ି କାରଖାନାରେ କାମ କରୁଥିଲେ। ବୁଧବାର ତାଙ୍କର ଜଣେ […]

ଅପରାଧ ରାଜ୍ୟ

ମୋରଡାରେ ନାବାଳିକାଙ୍କୁ କଚାଡି ମାରିଲା ଦନ୍ତା, କାନ୍ଥ ତଳେ ଚାପି ହୋଇ ବୃଦ୍ଧଙ୍କ ମୃତ୍ୟୁ

ମୋରଡା ୩୦।୬: ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ୍ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି । ହାତୀ ଉପଦ୍ରବରେ ବ୍ୟାପକ କ୍ଷୟକ୍ଷତି ଘଟୁଥିବା ବେଳେ ଅକାଳରେ ନୀରିହ ଜୀବନ ଯାଉଛି । ସୂଚନାଯୋଗ୍ୟ ଯେ, ବୁଧବାର ଏକ ଦନ୍ତା ହାତୀ ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ମୋରଡା ବ୍ଲକ୍‌ର ହଳଦୀପାଳ ପଞ୍ଚାୟତ ଅନ୍ତର୍ଗତ ସମାଇଡ଼ିହି ଗ୍ରାମରେ ପଶି ଲୋକଙ୍କୁ ଆତଙ୍କିତ କରିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ଏହା ସହ ଜଣେ ନାବାଳିକାଙ୍କୁ କଚାଡି ଜୀବନରୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୫୫ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୩୦।୬ : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୫୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୧ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୬୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୬ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୯୭୫୭କୁ ବୃଦ୍ଧି ପାଇଛି […]

ଅପରାଧ ରାଜ୍ୟ

ନରସିଂହପୁରରେ ଗୁଳିବିଦ୍ଧ ଦନ୍ତାର ମୃତ୍ୟୁ ଘଟଣା : ଆଉ ୨ ଜଣକୁ ଗିରଫ କଲା ବନ ବିଭାଗ

ଆଠଗଡ ୩୦।୬: ନରସିଂହପୁର ପଶ୍ଚିମ ବନାଞ୍ଚଳ ଅନ୍ତର୍ଗତ ଜୟପୁର ଜଙ୍ଗଲ ଖୋଲ ବିଟ୍ ତାମେରା ନାଳ ନିକଟରେ ଗୁଳିବିଦ୍ଧ ଦନ୍ତା ମୃତ୍ୟୁ ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତମାନେ ହେଲେ ନରସିଂହପୁର ଥାନା କାଠଖୁଣ୍ଟ ଗ୍ରାମର ୫୩ ବର୍ଷ ବୟସ୍କ ବୁଦ୍ଧିମାନ ରାଉତ ଓରଫ ବୁଦ୍ଧିଆ ଏବଂ ଜୟପୁର ଅନନ୍ତ ପ୍ରସାଦ ଗ୍ରାମର ୨୮ ବର୍ଷ ବୟସ୍କ ଜଳନ୍ଧର ନାୟକ ଓରଫ ଜଳିଆ । ପୂର୍ବରୁ ଏହି ଘଟଣାରେ […]

ଅପରାଧ ରାଜ୍ୟ

ଭକ୍ତଙ୍କ ଭାବନା ସହ ସାଂଘାତିକ ଖେଳ : ମାଂସକାଟିବାକୁ ରଥଖଳାରୁ ବୋହିନେଲେ ବଳକା କାଠଗଣ୍ଡି, ଫଟୋ ଭାଇରାଲ…

ପୁରୀ ୩୦/୦୬: ରଥ ନିର୍ମାଣ ନିମନ୍ତେ ଆସୁଥିବା କାଠ ସହ ଲକ୍ଷଲକ୍ଷ ଭକ୍ତଙ୍କ ଭାବାବେଗ ଜଡ଼ିତ ରହିଛି । ମନ୍ତ୍ରପାଠରେ ପୂଜାର୍ଚ୍ଚନା କରାଯିବା ପରେ ରଥକାଠ ଅନୁକୂଳ ହୋଇ ରଥନିର୍ମାଣ ଆରମ୍ଭ ହୋଇଥାଏ । ତେବେ ଏହି ପବିତ୍ର ରଥକାଠର ଅପବ୍ୟବହାର ହେଉଥିବା ଦେଖାଯାଉଛି। ଯାହା ଭକ୍ତଙ୍କ ମନରେ କ୍ଷୋଭ ଭାବନା ସୃଷ୍ଟି କରିଛି । ୩ ରଥ ନିର୍ମାଣ ପରେ ବଳକା କାଠ ପୁରୀରେ ଥିବା ମାଂସ ଦୋକାନୀ ନେଉଛନ୍ତି । ଏହି ଗୋଲେଇ କାଠଗଣ୍ଡି […]