ଗୋରୁ ମାଫିଆଙ୍କ ଭୁଜାଲି ମାଡରେ କନେଷ୍ଟବଳ ଗୁରୁତର, ହସ୍ପିଟାଲରେ ଭର୍ତ୍ତି
ଜଳେଶ୍ବର ୧।୭: ଗୋରୁ ଗାଡି ଡ୍ରାଇଭରଙ୍କ ଭୁଜାଲି ଆକ୍ରମଣରେ ଗାଡ଼ିରୁ ଡ଼େଇଁ ପୋଲିସ କନେଷ୍ଟବଳ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସର ତଦନ୍ତ ଜାରି ରହିଛି । ସୂଚନାଯୋଗ୍ୟ ଯେ, ବାଲେଶ୍ବ ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥ ଦେଇ ଗୋରୁ ମାଫିଆଙ୍କ ଦ୍ବାରା ପ୍ରତ୍ୟେକ ଦିନ ଶହ ଶହ ଗୋରୁ ଟ୍ରକ୍ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଛି । ଜିଲ୍ଲା ପୋଲିସ ଏହା ଉପରେ ରୋକ୍ ଲଗାଇବା ପାଇଁ […]