ଅପରାଧ ରାଜ୍ୟ

ଜମିବାଡି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ, ଥାନାରେ ଏତଲା

ସାଲେପୁର ୨।୭: ଜମିବାଡି ବିବାଦକୁ ନେଇ ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ । ଆକ୍ରମଣରେ ପରିବାର ଲୋକେ ଗୁରୁତର ହୋଇଛନ୍ତି । ଏ ନେଇ ଫାଣ୍ଡିରେ ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଜଗତପୁର ଥାନା ପାଗା ଫାଣ୍ଡି ଅନ୍ତର୍ଗତ ସିଙ୍ଗମାପୁର ଗ୍ରାମରେ । ତପନ କୁମାର ଜେନା ଏବଂ ତାଙ୍କ ପରିବାର ଲୋକେ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଜମିବାଡି ବିବାଦକୁ ନେଇ ଗାଁର ତପନ କୁମାର ଜେନାଙ୍କୁ ପଡୋଶୀ […]

ଅପରାଧ ରାଜ୍ୟ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଇକ୍ ପୋଡି, ଦୋକାନ ବାହାରେ ରଖିଥିବା ଗାଡି ଜାଳିଦେଲେ ଦୁର୍ବୃତ୍ତ

କଣ୍ଟାବାଞ୍ଝି ୨।୭: କଣ୍ଟାବାଞ୍ଝି ସହର ବେହେରା ପଡାର ଏକ ଦୋକାନ ବାହାରେ ଥିବା ବାଇକକୁ ଜାଳିଦେଲେ ଦୁର୍ବୃତ୍ତ । ଶୁକ୍ରବାର ବିଳମ୍ବିତ ରାତିରେ ଏଭଳି ଅଭାବୀନୟ ଘଟଣା ଘଟିଥିବା ବେଳେ ବାଇକ୍ ଜାଳୁଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବାଇକ୍ ମାଲିକ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିବା ବେଳେ ଘଟଣାସ୍ଥଳକୁ ପୋଲିସ ଏଯାଏଁ ପହଞ୍ଚି ନାହିଁ । ପୂର୍ବ ଶତ୍ରୁତା ଯୋଗୁଁ ଏଭଳି ଘଟଣା ଘଟିଥିବା ବୋଲି ସନ୍ଦେହ କରାଯାଉଛି । ବାଇକ୍ ମାଲିକଙ୍କ କହିବା […]

ଦେଶ ବିଦେଶ ମନୋରଞ୍ଜନ

‘ସାବାସ୍‌ ମିଠୁ’ର ବଜେଟ୍‌ ଖୁଲାସା କଲେ ତାପସୀ, ଅଭିନେତାଙ୍କ ଫି’ ଠାରୁ ଅଭିନେତ୍ରୀଙ୍କର ରହିଛି ଅଧିକା

ମୁମ୍ବାଇ ୦୨। ୦୭: ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ତାପସୀ ପନ୍ନୁ ବର୍ତ୍ତମାନ ଶୀର୍ଷରେ। ବ୍ୟକ୍ତଗତ ଜୀବନ ହେଉ କିମ୍ବା ବୃତ୍ତିଗତ ସବୁବେଳେ ଆଲୋଚନାରେ ରୁହନ୍ତି । ସେ ତାଙ୍କର ଚମତ୍କାର ଅଭିନୟ ପାଇଁ ଲୋକଙ୍କ ହୃଦୟ ଜିତି ପାରିଛନ୍ତି। ସାଉଥ ଇଣ୍ଡଷ୍ଟ୍ରି ପରେ ଏବେ ବଲିଉଡରେ ଧମାଲ କରୁଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ। ଏହି ଫିଲ୍ମଟି ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ର ପୂର୍ବତନ କ୍ୟାପ୍ଟେନ୍‌ ମିତାଲି ରାଜ୍‌ଙ୍କ ବାୟୋପିକ୍‌ ଉପରେ ଆଧାରିତ। ନିକଟରେ ଫିଲ୍ମରୁ ତାପସୀଙ୍କର ଫାଷ୍ଟ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ୍ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ ୦୨/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ପୋଷ୍ଟ ପଡିଲା ମହଙ୍ଗା । ଜଣଙ୍କୁ ବାନ୍ଧିଲା ପୋଲିସ । ଏପରି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ବଦାୟୁ ଜିଲ୍ଲାର ସହସଓ୍ୱାନ୍ ଅଞ୍ଚଳରେ । ସହସଓ୍ୱାନ ଥାନା ଆଇଆଇସି ସଞ୍ଜୀବ କୁମାର ଶୁକ୍ଳାଙ୍କ କହିବାନୁସାରେ, ଜଣେ ଯୁବକ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନତ ପୋଷ୍ଟ କରିଥିଲେ । ଯାହା ପରେ ତାଙ୍କ ନାଁରେ ଏତଲା ହୋଇଥିଲା । ତାଙ୍କୁ ଗିରଫ କରାଯାଇଛି । ଗିରଫ ଯୁବକ […]

ଅପରାଧ ରାଜ୍ୟ

ମୋବାଇଲ୍ ଦୋକାନରେ କଳାକନା ବୁଲାଇଲେ ଲୁଟେରା, ଲୁଟିନେଲେ ପ୍ରାୟ ୨୫ଲକ୍ଷ ଟଙ୍କାର ଫୋନ୍

ସୁବର୍ଣ୍ଣପୁର ୨।୭: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ସଦର ଅଞ୍ଚଳ ତ୍ରିବେଣୀ ଛକଠାରେ ଥିବା ପଣ୍ଡା ଅଡିଓ ଓ ଭିଡିଓ ଦୋକାନରୁ ଚୋରି । ଶୁକ୍ରବାର ବିଳମ୍ବିତ ରାତିରେ ଦୋକାନର ସଟର କାଟି ଦୋକାନ ଭିତରୁ ସମସ୍ତ ମୂଲ୍ୟବାନ ଆଣ୍ଡ୍ରଏଡ୍ ମୋବାଇଲ ଫୋନ୍ ଚୋରି କରି ନେଇଥିବା ନେଇ ଥାନରେ ଅଭିଗୋଗ ହୋଇଛି । ଚୋରି ହୋଇଥିବା ମୋବାଇଲର ବଜାର ମୂଲ୍ୟ ହାରାହାରି ୨୦ରୁ ୨୫ଲକ୍ଷ ହେବ ବୋଲି ଦୋକାନ ମାଲିକ ସୂଚନା ଦେଇଛନ୍ତି । ଗତ […]

ମନୋରଞ୍ଜନ ରାଜ୍ୟ

ଓଡିଆ ଦର୍ଶକଙ୍କୁ ଜୀ ସାର୍ଥକର ଭେଟି, ରବିବାର ଦେଖିବାକୁ ମିଳିବ ‘ସିନେ ମହାମିଳନ’

ଭୁବନେଶ୍ୱର ୦୨/୦୭: ଜୀ ସାର୍ଥକ ଓଡିଆ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛି “ସିନେ ମହାମିଳନ” । ଏଇ ରବିବାର ସଂଧ୍ୟା ୬ଟା ୩୦ରେ ଏହାର ପ୍ରସାରଣ ହେବ । ଏହି ମହାମଞ୍ଚରେ ଓଡିଶା ସିନେ ଇଣ୍ଡଷ୍ଟ୍ରିର ସବୁ ମେଗାଷ୍ଟାରମାନଙ୍କୁ ଦେଖିବାକୁ ପାଇବେ । ଯେଉଁମାନେ ଦର୍ଶକଙ୍କୁ ଭରପୁର ମନୋରଂଜନ ଯୋଗାଇବେ । ସିଦ୍ଧାନ୍ତ, ବାବୁସାନ, ଅରିନ୍ଦମ, ସବ୍ୟସାଚ୍ଚୀ,ଶ୍ରୀତମ ଦାସ, ବୁଦ୍ଧାଦିତ୍ୟ, ସ୍ୱରାଜ, ଜ୍ୟୋତି, ଦେବାଶୀଷ, ଆକାଶ, ପୁପିନ୍ଦର ଓ ରାକେଶଙ୍କ ସହ ମହାଶ୍ୱେତା ରାୟ, ଅନୁ ଚୌଧୁରୀ, […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୭୦୯୨ କରୋନା ପଜିଟିଭ୍

ନୂଆଦିଲ୍ଲୀ ୦୨/୦୭: ଉପର ମୁହାଁ କରୋନା ଗ୍ରାଫ୍। ଦେଶରେ ପୁଣି ବଢିଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ପରେ ୧୦ ହଜାର ତଳକୁ ଖସିବା ପରେ ପୁଣି ବଢିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ […]

ଅପରାଧ ରାଜ୍ୟ

ପୋଖରୀରେ ଭାସୁଛି ମହିଳାଙ୍କ ମୃତଦେହ, ହତ୍ୟା ପରେ ଫିଙ୍ଗିଦେଇଥିବା ସନ୍ଦେହ

କରଞ୍ଜିଆ ୦୨/୦୭: ଅଜଣା ମହିଳାଙ୍କୁ ହତ୍ୟା କରି ସାରିବା ପରେ ଶାଢୀରେ ଏକ ପଥର ବାନ୍ଧି ଏକ ପୋଖରୀ ଭିତରକୁ ଫିଙ୍ଗିଦେଲେ ଦୁର୍ବୃତ୍ତ, ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ହାଣ୍ଡିପୁହାଁଣ ଗାଁର ଜଙ୍ଗଲ ନିକଟରେ ଥିବା ଏକ ପୋଖରୀରେ ଆଜି ସକାଳେ ମୃତ ଦେହକୁ ଭାସୁଥିବା ଦେଖି ଗାଁ ଲୋକେ ସଙ୍ଗେସଙ୍ଗେ ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଯଶୀପୁର ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମହିଳାଙ୍କ ଗଳିତ ମୃତଦେହକୁ ପୋଖରୀରୁ ଉଦ୍ଧାର କରିଥିଲେ […]

ଦେଶ ବିଦେଶ ରାଶିଫଳ ସ୍ପେଶାଲ ରିପୋର୍ଟ

ବୁଧଙ୍କ ରାଶି ପରିବର୍ତ୍ତନ: ଏହି ରାଶି ବ୍ୟକ୍ତିଙ୍କର ଚମକିବ ଭାଗ୍ୟ , ଆରମ୍ଭ ହେବ ଭଲ ଦିନ

ନୂଆଦିଲ୍ଲୀ ୦୨।୦୭ : ବୁଧବାର ରାଶି ଅର୍ଥାତ୍ ଆଜି ଜୁଲାଇ ୨ରେ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଏହି ଦିନ ବୁଧ ମିଥୁନରେ ପ୍ରବେଶ କରିବ। ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ରାଶି ଗୁଡିକ ପରିବର୍ତ୍ତନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଗ୍ରହମାନଙ୍କର ରାଶି ଗୁଡ଼ିକର ପରିବର୍ତ୍ତନ ସମସ୍ତ ରାଶିର ଉପରେ ଭଲ ଏବଂ ଖରାପ ପ୍ରଭାବ ପକାଇଥାଏ ।ବୁଧ ମିଥୁନରେ ପ୍ରବେଶ କରିବା ମାତ୍ରେ କିଛି ରାଶିର ଚିହ୍ନ ପାଇଁ ଭଲ ଦିନ ଆରମ୍ଭ […]

ଅପରାଧ ରାଜ୍ୟ

ଟ୍ରକରୁ ୪୮୦ କେଜି ଗଞ୍ଜେଇ ଜବତ, ଟ୍ରକ ସହ ଜଣେ ଗିରଫ

ମୁନିଗୁଡା ୦୨/୦୭: ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସ ଟ୍ରକ ସହ ୪୮୦ କେଜି ଗଞ୍ଜେଇ ଜବତ କରି ଜଣକୁ ଗିରଫ କରିଥିବାରେ ସଫଳ ହୋଇଛି । ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବିଶେଷ ସୁତ୍ରରୁ ଖବର ପାଇ ଏସଡିପିଓ ଆକାଶ ଚନ୍ଦ୍ର ସାହୁ ଓ ଆଇଆଇସି ସୁଜ୍ଞାନୀ ସାହୁଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଚଢାଉ କରିଥିଲା । ମୁନିଗୁଡା ଖୋଲା ଜିମ୍ ନିକଟରେ ଗାଡିଯାଞ୍ଚ ବେଳେ ସେହି ସମୟରେ ଦୃତ ଗତିରେ ଯିବାକୁ ଚେଷ୍ଟା କରୁଥିବା […]