ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୦୩।୦୭ : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୨ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୪୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୪୯ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୦୫୩୮କୁ ବୃଦ୍ଧି ପାଇଛି […]

ଅପରାଧ ରାଜ୍ୟ

ଟୁଙ୍ଗୁରୁ ପାଇଁ ଅଟୋ ଡ୍ରାଇଭର ବଦନାମ୍‌, ସମାଧାନ ନହେଲେ ରାସ୍ତାକୁ ଓହ୍ଲାଇବ ସ୍ମାର୍ଟ ସିଟି ଅନଲାଇନ ଅଟୋ ଗ୍ରୁପ

ଭୁବନେଶ୍ବର ୦୩।୦୭ : ଏବେ ଚାରିଆଡେ ଟୁଙ୍ଗୁରୁ-ବର୍ଷାଙ୍କ ପ୍ରେମକାହାଣୀ । ଗାଁଠୁ ସହର ଯାଏଁ ସବୁଆଡେ ଚର୍ଚ୍ଚା । ଉଭୟଙ୍କୁ ନେଇ ସୋସିଆଲ୍‌ ମିଡିଆରେ ଘୁରି ବୁଲୁଛି ବିଭିନ୍ନ ବ୍ୟଙ୍ଗାତ୍ମକ ଶଦ୍ଦ ଏବଂ ଫଟୋ । ଏହା ସହ କିଛି ସଙ୍ଗୀତ ନିର୍ଦ୍ଦେଶକମାନେ ଟୁଙ୍ଗୁରୁ ଓ ବର୍ଷାକୁ ନେଇ ଜାରି ରଖିଛନ୍ତି ନିଜର ଆଲବମ୍ । ଯାହାକୁ ନେଇ ରାଜରାସ୍ତାରେ ଏବେ ମହିଳାମାନଙ୍କୁ କମେଣ୍ଟର ଶିକାର ହେବାକୁ ପଡ଼ୁଛି । ଖାଲି ମହିଳା ନୁହେଁ ଅଟୋ ଡ୍ରାଇଭରମାନେ […]

ଅପରାଧ ରାଜ୍ୟ

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା, ହଷ୍ଟେଲ୍‌ ଛାଡିଲେ ୬ ଛାତ୍ରୀ

ଭୁବନେଶ୍ୱର ୦୩।୦୭ : ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ପୋଲିସ ତନାଘନା। ରୁଚିକାଙ୍କ ଆତ୍ମହତ୍ୟା ପରେ ୬ ଜଣ ଛାତ୍ରୀ ହଷ୍ଟେଲ ଛାଡ଼ି ଚାଲିଯିବା ଘଟଣାରେ ପୋଲିସ ତନାଘନା ଆରମ୍ଭ କରିଛି। ସେହିପରି କାରୁବାକି ହଷ୍ଟେଲ୍ ୱାର୍ଡେନ୍ ଓ ସୁପରିଟେଣ୍ଡେଣ୍ଟଙ୍କୁ ପଚରାଉଚରା କରାଯାଉଛି। କମିଶନରେଟ୍ ପୋଲିସ ଜୋନ୍ -୪ ACP ଓ ବଡ଼ଗଡ଼ ଥାନା ଅଧିକାରୀ ପଚରାଉଚରା କରୁଛନ୍ତି। ହଷ୍ଟେଲ ରେଜିଷ୍ଟର୍ ଚେକ୍ କରିଛି ପୋଲିସ। ରୁଚିକାଙ୍କ ବାପା କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଜୁଲାଇ ୫ରେ ମାଟ୍ରିକ୍‌ ରେଜଲ୍ଟ ! ସୋମବାର ହୋଇପାରେ ଘୋଷଣା

ଭୁବନେଶ୍ୱର ୦୩।୦୭: ଆସନ୍ତା ୫ତାରିଖରେ ପ୍ରକାଶ ପାଇପାରେ ମାଟ୍ରିକ୍‌ ରେଜଲ୍ଟ । ଏନେଇ ଆସନ୍ତାକାଲି ବିଧିବଦ୍ଧ ଭାବେ ହୋଇପାରେ ଘୋଷଣା । ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ଜୁଲାଇ ପ୍ରଥମ ସପ୍ତାହରେ ମାଟ୍ରିକ୍‌ ରେଜଲ୍ଟ ପ୍ରକାଶ ପାଇବ ବୋଲି ଘୋଷଣା କରିଥିଲେ । ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୯ରୁ ଆରମ୍ଭ ହୋଇଥିଲା ମାଟ୍ରିକ୍ ପରୀକ୍ଷା । ମେ ୧୦ ତାରିଖ ଯାଏଁ ଚାଲିଥିଲା ପରୀକ୍ଷା । ଚଳିତବର୍ଷ ୫ଲକ୍ଷ ୩୮ ହଜାର ପିଲା ପରୀକ୍ଷା ଦେଇଛନ୍ତି । ମାଟ୍ରିକ୍ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସ୍କୁଲ ଛାତରୁ ଗଳିଲା ପାଣି, ଭାସିଲା ଶ୍ରେଣୀଗୃହ

ଆଠଗଡ ୨।୭: ସ୍ମାର୍ଟ ସ୍କୁଲର ସ୍ମାର୍ଟ ବ୍ୟବସ୍ଥା ! ଛାତରୁ ପାଣି ଗଳିବାରୁ ଭାସିଲା ଶ୍ରେଣୀଗୃହ । ଏମିତି ଘଟଣା ଦେଖିବାକୁ ମିଳିଛି ନରସିଂହପୁର ଅନନ୍ତନାରାୟଣ ଉଚ୍ଚ ବିଦ୍ୟାଳୟରେ । ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପାଠ ପଢ଼ିଲେ । ପାଣି ଗଳିବା ଯୋଗୁଁ ସ୍କୁଲର କମ୍ପ୍ୟୁଟର ସହ ଆସବାବ ପତ୍ର ନଷ୍ଟ ହୋଇଯାଇଛି । ଏହି ସ୍ମାର୍ଟ କ୍ଲାସରୁମ୍ ୪୫ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ସୂଚନା ମିଳିଛି । ତେବେ ସାମାନ୍ୟ ବର୍ଷାରେ ସ୍କୁଲ […]

ଅପରାଧ ରାଜ୍ୟ

ପୋଲିସ କବ୍‌ଜାରେ ଦୁଇ ଚୋର, ୪ଟି ପାଣି ମଟର ଜବତ

ବାଲିପାଟଣା ୨।୭: ବାଲିପାଟଣା ପୋଲିସ କବ୍ଜାରେ ଦୁଇ ମଟର ଚୋର । ଗିରଫ ଦୁଇ ଚୋର ହେଉଛନ୍ତି ଖଜୁରିଆପଡ଼ା ଗ୍ରାମର ଦିପୁନା ଭୋଇ ଏବଂ ଭଗବତପଡା ଗ୍ରାମର ବୃନ୍ଦାବନ ଭୋଇ । ପୋଲିସ ୨ ଚୋର ନିକଟରୁ ୪ଟି ପାଣି ମଟର ଜବତ କରିଛି । ସୂଚନାଯୋଗ୍ୟ ଯେ, ବାଲିପାଟଣା ଥାନା ଖଜୁରିଆପଡ଼ା ଗ୍ରାମ ଏବଂ ଏହାର ଆଖପାଖ ଗ୍ରାମରୁ ବାରମ୍ବାର ମଟର ଚୋରି ହେଉଥିଲା । ପୋଲିସରେ ଅଭିଯୋଗ ପରେ ଏହି ୨ ଜଣିଆ ମଟର […]

ଖେଳ ଦେଶ ବିଦେଶ

ଆଣ୍ଡରସନଙ୍କ ବଲରେ ଦମଦାର୍ ସଟ୍ ଖେଳିଲେ ପନ୍ତ, ହସିଲେ ଇଂଲଣ୍ଡ ବୋଲର…

ନୂଆଦିଲ୍ଲୀ ୦୨/୦୭: ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଏଜବେଷ୍ଟନ୍ ଟେଷ୍ଟରେ ଭାରତ ପ୍ରଥମେ ବହୁତ ଖରାପ ଆରମ୍ଭ କରିଥିଲା । ୧୦୦ ରନରେ ହିଁ ଦଳର ୫ ଓ୍ୱିକେଟ୍ ପତନ ଘଟିଥିଲା । ଚେତେଶ୍ୱର ପୂଜାରା, ବିରାଟ କୋହଲିଙ୍କ ଭଳି ବଡବଡ ପ୍ଲେୟାର ଫେଲ୍ ହୋଇଥିଲେ । ଯେତେବେଳେ ଦଳ ବ୍ୟାକଫୁଟରେ ଥିଲା ସେତେବେଳେ ଓ୍ୱିକେଟକିପର ବ୍ୟାଟର ଋଷଭ ପନ୍ତ ଦମଦାର୍ ବ୍ୟାଟିଂ କରିଥିଲେ । ପନ୍ତ ନିଜ ଷ୍ଟାଇଲକେ ଖେଳିଥିଲେ । ସେ ଇଂଲଣ୍ଡ ବୋଲର ଜେମ୍ସ […]

ଅପରାଧ ରାଜ୍ୟ

ଇଣ୍ଡିଗୋରେ ଚାଲାଣ ହେଉଥିଲା ଗଞ୍ଜେଇ: ୫୧କେଜି ସବୁଜ ଜହର ଜବତ, ଜଣେ ଗିରଫ

ଫୁଲବାଣୀ ୦୨/୦୭: କନ୍ଧମାଳରେ ଥମୁନି ଗଞ୍ଜେଇ କାରବାର । ପ୍ରାୟ କିଛି ଦିନର ବ୍ୟବଧାନରେ ବିପୁଳ ପରିମାଣର ଗଞଜେଇ ଜବତ କରୁଛି ପୋଲସି । ଏହି ପରିପ୍ରେକ୍ଷୀରେ ଫୁଲବାଣୀ ସଦର ପୋଲିସକୁ ମିଳିଛି ପୁଣି ସଫଳତା । ସଦର ପୋଲିସ ଗୌଡପଡାଠାରେ ଏକ ଇଣ୍ଡିଗୋ କାର ସହ ୫୧ କେଜି ଚୋରା ଗଂଜେଇ ଜବତ କରିଛି । ଏଥିରେ ସ୍ଥାନୀୟ ପେଂଜି ସାହିର ରମେଶ ନାମକ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୩୧ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୦୨।୦୭ : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୩୫ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୯୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୩୦ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୦୧୯୨କୁ ବୃଦ୍ଧି ପାଇଛି […]

ଅପରାଧ ରାଜ୍ୟ

ଚାଲାଣ ବେଳେ କଲରା ପତରିଆ ବାଘ ଛାଲ ଜବତ, ଜଣେ ଗିରଫ

ଉମରକୋଟ ୨।୭: ନବରଙ୍ଗପୁର ଜିଲ୍ଲା ଉମରକୋଟ ବନ ବିଭାଗକୁ ମିଳିଛି ବଡ଼ ସଫଳତା । କଲରା ପତରିଆ ବାଘ ଛାଲ ଚାଲାଣ ହେଉଥିବା ସମୟରେ ଚାଲାଣକାରୀଙ୍କୁ ଧରିବାରେ ସଫଳ ହୋଇଛି ବନ ବିଭାଗ ଟିମ୍ । ଚାଲାଣକାରୀଙ୍କ ଠାରୁ ଏକ କଲରା ପତରିଆ ବାଘର ଚମଡା ଜବତ କରାଯାଇଛି । ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ ବେଲଗାଁ ଗ୍ରାମର ଅନନ୍ତ ପନକା ନାମକ ଜଣେ ବ୍ୟକ୍ତି ରାଇଘର ବ୍ଲକ୍ ଅନ୍ତର୍ଗତ କିରା ପାଣି […]