ଅପରାଧ ରାଜ୍ୟ

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍ : ୩ ଆରୋହୀ ମୃତ, ୨ ଗୁରୁତର

ନୂଆପଡା ୪।୭: ଟ୍ରକ୍ ଧକ୍କାରେ ୩ ବାଇକ୍ ଆରୋହୀ ମୃତ । ଜାତୀୟ ରାଜପଥ ୩୫୩ ଉଦ୍ୟାନବନ୍ଧ କ୍ରିଷ୍ଣା ଛକ ମଝିରେ ଘଟିଛି ଦୁର୍ଘଟଣା । ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ । ଜଣେ ଶିଶୁ ସହ ମହିଳା ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କୋମନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅପରାଧ ରାଜ୍ୟ

ଟାଓ୍ୱାରରେ ଚଢିଗଲେ ଯୁବକ, ଦେଲେ ଆତ୍ମହତ୍ୟା ଧମକ…

ସମ୍ବଲପୁର ୦୪।୦୭ : ସମ୍ବଲପୁର ରେଢାଖୋଲ ଖଣ୍ଡହତାରେ ଅଭାବନୀୟ ଘଟଣା । ଇଲେକ୍ଟ୍ରି ଟାଓ୍ୱାର ଉପରକୁ ଚଢି ଆତ୍ମହତ୍ୟା ଧମକ ଦେଲେ ଯୁବକ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି । ଖବର ଅନୁଯାୟୀ, ତାଳଚେର ଅଞ୍ଚଳର ଯୁବକଙ୍କ ଘର ହୋଇଥିବା ବେଳେ ସୋମବାର ଦିନ ହଠାତ୍‌ ଇଲେକ୍ଟ୍ରି ଟାଓ୍ବାର ଉପରକୁ ଚଢିଯାଇଥିଲେ | ତେବେ ଯୁବକଙ୍କ ଏପରି ଉଦ୍ୟମ ଦେଖି ସ୍ଥାନୀୟଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର […]

ଅପରାଧ ରାଜନୀତି ରାଜ୍ୟ

ବିଜେବି ଛାତ୍ରୀ ରୁଚିକା ଆତ୍ମହତ୍ୟା ପ୍ରସଙ୍ଗ : ବିଧାନସଭାରେ ବିବୃତ୍ତି ରଖିବାକୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ବର ୪।୭: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖିବାକୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ନିର୍ଦ୍ଦେଶ ଦେଇଛନ୍ତି । ସୋମବାର ଗୃହକାର୍ଯ୍ୟ ଶେଷ ହେବା ପୂର୍ବରୁ ବିବୃତି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ସେପଟେ ଉଭୟ ବିଜେପି ଓ କଂଗ୍ରେସ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି । ବିଧାନସଭା ଶୂନ୍ୟକାଳରେ ପୁଣି ଥରେ ଉଠିଥିଲା ରାଗିଂ କାରଣରୁ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜ୍ୟରେ ୨୦୧୯-୨୨ ମସିହା ଭିତରେ ୧୦,୧୨୯ଟି ଧର୍ଷଣ ମାମଲା ଆସିଛି : ଗୃହରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ବର ୪।୭: ଅପରାଧିକ ମାମଲା ନେଇ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୨୦୧୯ ମସିହାରୁ ୨୦୨୨ ମସିହା ଭିତରେ ୧୦,୧୨୯ଟି ଧର୍ଷଣ ମାମଲା ଆସିଥିବା ବେଳେ ୫୫୮୪ଟି ନାବାଳିକା ଧର୍ଷଣ ମାମଲା ଆସିଛି । ୨୦୧୯ ମସିହାରେ ୨୯୫୦ଟି, ୨୦୨୦ମସିହାରେ ୨୯୮୪ଟି, ୨୦୨୧ମସିହାରେ ୩୩୨୭ଟି, ୨୦୨୨ରେ ୮୬୮ଟି ଧର୍ଷଣ ମାମଲା ଆସିଛି । ସେହିଭଳି ୨୦୧୯ରେ ୧୬୩୫ଟି ନାବାଳିକା ଧର୍ଷଣ ମାମଲା, […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୧୩୫ କରୋନା ପଜିଟିଭ୍

ନୂଆଦିଲ୍ଲୀ ୦୪/୦୭: ଉପର ମୁହାଁ କରୋନା ଗ୍ରାଫ୍। ଦେଶରେ ପୁଣି ବଢିଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ପରେ ୧୦ ହଜାର ତଳକୁ ଖସିବା ପରେ ପୁଣି ବଢିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ […]

ଅପରାଧ ଦେଶ ବିଦେଶ

କୋପେନହେଗନ ସପିଙ୍ଗମଲ୍‌ରେ ଗୁଳିକାଣ୍ଡ; ଜଣେ ଅଭିଯୁକ୍ତ ଗିରଫ, ପୋଲିସର ଅପରେସନ ଜାରି

କୋପେନଗନ ୦୩/୦୭: ଡେନମାର୍କର ରାଜଧାନୀ କୋପେନହେଗନରେ ଏକ ସପିଙ୍ଗମଲ୍‌ରେ ଗୁଳିକାଣ୍ଡ ହୋଇଛି। କୋପେନହେଗନ ପୋଲିସ ଟୁଇଟ୍‌ କରି କହିଛି ଗୁଳିକାଣ୍ଡର ଖବର ମିଳିବା ପରେ ଘଟଣାସ୍ଥଳକୁ ପୋଲିସ ଅଧିକାରୀମାନଙ୍କୁ ପଠାଯାଇଛି। ସେମାନେ ମଲ୍‌ ଭିତରେ ଥିବା ଲୋକମାନଙ୍କୁ ରହିବା ପାଇଁ ଓ ପୋଲିସର ସାହାଜ୍ୟକୁ ଅପେକ୍ଷା କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ଦୁର୍ଘଟଣାରେ ଅନେକ ସାଧାରଣ ଲୋକ ଆହତ ହୋଇଥିବା ଆଶଙ୍କା କରାଯାଉଛି। ଡେନିସ ପୋଲିସ ଦ୍ୱାରା ଗୁଳିକାଣ୍ଡର ସୂଚନା ମିଳିବା ପରେ ଲୋକମାନେ ଫିଲ୍ଡର […]

ରାଜ୍ୟ ରାଶିଫଳ

ଜୁଲାଇ ୦୪ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ–ଆଜି ଭଲ କାମଗୁଡିଏ କରିବେ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ସମ୍ମାନିତ ହେବେ । ବନ୍ଧୁ ସହାୟତାରୁ ଉପକୃତ ହେବେ । ସ୍ୱଚ୍ଛ ଆୟର ସୂଚନା ମିଳୁଛି । ବ୍ୟବସାୟ ସୁରୁଖୁରୁରେ ଚାଲିବ । ସୁସ୍ଥ ଓ ନିରାମୟ ରହିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩ । ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ । ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ । ଛାତ୍ରଛାତ୍ରୀ- […]

ଅପରାଧ ରାଜ୍ୟ

ବାଲିଘାଟକୁ ନେଇ ଖଣ୍ଡାମାଡ଼ ! ଯୁବକ ଗୁରୁତର, ମେଡିକାଲରେ ଭର୍ତ୍ତି

ବାଲିପାଟଣା ୦୪।୦୭ : ଯୁବକଙ୍କୁ ଖଣ୍ଡା ଚୋଟ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବକ ହେଉଛନ୍ତି ବାଲିପାଟଣା ଥାନା ଝିଣ୍ଟିଶାସନ ଗ୍ରାମର ସୁଧାକର ଜେନା । ଖବର ଅନୁଯାୟୀ, ସୋମବାର ସକାଳୁ ସୁଧାକର ରାଜସ ମଠସାହି ଠାରେ ଥିଲେ । ଠିକ୍‌ ଏହି ସମୟରେ ୪ ଜଣ ଯୁବକ ୨ଟି ବୁଲେଟ୍ ରେ ଆସି ସୁଧାକରଙ୍କ ମୁଣ୍ଡକୁ ଏକ ଖଣ୍ଡାରେ ଚୋଟ ମାରିଥିଲେ । ଖଣ୍ଡା ଚୋଟରେ ସୁଧାକରଙ୍କ ମୁଣ୍ଡରେ […]

ଅପରାଧ ରାଜ୍ୟ

ବିଦ୍ୟୁତ ବିଭାଗର ଅବହେଳା, କରେଣ୍ଟ ଲାଗି ତିନି ଗୋରୁ ମୃତ

ଆଠମଲିକ ୦୪/୦୭: ଆଠମଲ୍ଲିକ ବିଦ୍ୟୁତ ବିଭଗର ଅବହେଳା । ଫଳରେ ଟ୍ରାନ୍ସଫର୍ମର କରେଣ୍ଟ ଲାଗି ତିନି ବଳଦର ଜୀବନ ଗଲା । କ୍ଷତିପୂରଣ ସହିତ ବିଦୁତ ଟ୍ରାନ୍ସଫର୍ମର ଚାରି ପାଖରେ ସୁରକ୍ଷା ପାଚେରୀ ନିର୍ମାଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ । ସୂଚନା ମୁତାବକ ଆଠମଲ୍ଲିକ ଥାନା ହିଂମଣ୍ଡଳ ଗ୍ରାମର ଲଡୁପ୍ରଧାନ ,ବିଭୁତି ସାହୁ ,ନନ୍ଦକିଶୋର ମହାକୁଡ଼ ଆଦି ଗ୍ରାମ ବାସୀଙ୍କର ଟ୍ରାନ୍ସଫର୍ମର ନିକଟକୁ ବଳଦ ଚରିବାକୁ ଯାଇ କରେଣ୍ଟ ଲାଗି ତିନୋଟି ବଳଦଙ୍କର ଜୀବନ ଯାଇଛି […]

ଅପରାଧ ରାଜ୍ୟ

ବସ୍ତାରେ ଭର୍ତ୍ତି ମୃତଦେହ ଉଦ୍ଧାର, ସାଇକେଲ୍‌ରେ ଲଦା ହୋଇ ପଡିଛି ରାସ୍ତା କଡାରେ

ଧର୍ମଗଡ ୪।୭: ଧର୍ମଗଡ-ରାସ୍ତା କଡରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ ହୋଇଛି । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଚଞ୍ଚରମୁଣ୍ଡା ଛକ ବିଜୁ ଏକ୍ସପ୍ରେସ୍ ରାସ୍ତାରେ ପଡିଛି ମୃତଦେହ । ବ୍ୟକ୍ତିଟିକୁ ମାରି ଏକ ବସ୍ତାରେ ପୁରାଇ ସାଇକେଲରେ ଲଦି ରାସ୍ତା କଡରେ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ଶବ ଉଦ୍ଧାର କରିଛି । ତଦନ୍ତ କାର୍ଯ୍ୟ ଜାରି ରହିଛି । ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ […]