ପୁଣି ରାଗିଂର ଶିକାର ହେଲେ ଆଉ ଜଣେ ଛାତ୍ରୀ: ରୁଚିକାଙ୍କ ପରେ ଲିପ୍ସାଙ୍କ ଆତ୍ମହତ୍ୟା
ବାଲେଶ୍ୱର: ଗୋଟିଏ ପରେ ଗୋଟିଏ ଛାତ୍ରୀ ଏବେ ରାଗିଂର ଶିକାର ହେଉଛନ୍ତି । ଭୁବନେଶ୍ୱରରୁ ଯାଇ ବାଲେଶ୍ୱରରେ ପହଞ୍ଚିଲାଣି ରାଗିଂର ଡିଆଁ ରୋଗ । ଗତ କିଛି ଦିନ ତଳେ ବିଜେବି କଲେଜରେ ରାଗିଂ କାରଣରୁ ରୁଚିକାଙ୍କ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଥିବାବେଳେ ବର୍ତ୍ତମାନ ବାଲେଶ୍ୱରର ଜ୍ୟୋତି ହସ୍ପିଟାଲରେ ଏଭଳି ଆଉ ଏକ ଘଟଣା ଦେଖିବାକୁ ମିଳିଛି । ତେବେ ଦିନେ ନୁହେଁକି ଦୁଇ ଦିନ ନୁହେଁ ଦୀର୍ଘ ୫ ଦିନ ମୃତ୍ୟୁ ସହ ସଂଘର୍ଷ କରି […]