ନୂଆଗାଁ ବ୍ଲକରେ ପାନୀୟ ଜଳ ସମସ୍ୟା: ଚୁଆଖୋଳି ପାଣି ସଂଗ୍ରହ କରୁଛନ୍ତି ଗ୍ରାମବାସୀ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଗାଁ : ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ନୂଆଗାଁ ବ୍ଲକର ଅନେକ ଗ୍ରାମର ଗ୍ରାମବାସୀ। ଅସହାୟ ଗରିବଗୁରୁବା ଲୋକଙ୍କ କୋହକୁ ନା ଶୁଣି ପାରୁଛି ପ୍ରଶାସନ ନା ଶୁଣି ପାରୁଛନ୍ତି ଲୋକପ୍ରତିନିଧି। ପ୍ରତିବର୍ଷ ନୂଆଗାଁ ବ୍ଲକ୍ ପାନୀୟ ଜଳ […]